ଆମ ସଂସ୍କୃତି ଆମ ଖେଳନା

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ଅନ୍ତର୍ଗତ ଗିରିଶୋଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ମଦନ ମୋହନ ଉଚ୍ଚ ବିଦ୍ୟାଳଠାରେ ଗୀରିଶୋଲା ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ବଦ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ”ଆମ ସଂସ୍କୃତି ଆମ ଖେଳନା ” ନାମକ ଏକ କର୍ମ ଶା ଲା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭାକର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ y ଉମାଜୟନ୍ତି କାର୍ଯକ୍ରମ କୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦନପୁର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ଜନି, ଶିକ୍ଷୟତ୍ରୀ ମାନିନୀ ଦଲେଇ, ଜ୍ୟୋତ୍ସ୍ନା କୁମାରୀ ସାହୁ, ମଧୁସ୍ମିତା ପାଣିଗ୍ରାହୀ, ଶିକ୍ଷକ ଶ୍ରୀ ନରସିଂହ ପତି ପ୍ରମୁଖ ସହାୟୋଗ କରିଥିଲେ।

ad-week
Leave A Reply

Your email address will not be published.