ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ : ଘଟଣା ସ୍ଥଳରୁ ୧୦ ଚାଲାଣକାରୀ ଚମ୍ପଟ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ କିଲୁଗାଁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୭୩୫ କେଜି ଗଞ୍ଜେଇ ସହ ଦୁଇଟି ବାଇକକୁ ଜବତ କରିଥିବା ବେଳେ ପୋଲିସ କୁ ଦେଖି ଦୁଇଟି ବାଇକ କୁ ଛାଡି ୧୦ ଜଣ ଗଞ୍ଜେଇ ଚାଲାଣ କାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି l ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୮୯/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି ବୋଲି ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.