‘ସମାଜ’ ପାଠକ ମଞ୍ଚ ବୈଠକ

add-all

ବ୍ରହ୍ମପୁର: ସ୍ଥାନୀୟ ଉତ୍କଳ ଆଶ୍ରମ ଠାରେ ସମାଜ ପାଠକ ମଞ୍ଚ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ନାଟ୍ୟକାର ଶିକ୍ଷାବିତ ମେଜର ରମାରମଣ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ଅସ୍ଥଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ କେଏମ ପାଠୀ, ପୂର୍ବତନ କୂଳପତି ପ୍ରଫେସର ଜୟନ୍ତ ମହାପାତ୍ର, ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ. କୁଳମଣି ଓଝା, ବିଶିଷ୍ଟ ଉଦଘୋଷକ ତଥା ବ୍ରହ୍ମପୁର ଦୁରଦର୍ଶନ କେନ୍ଦ୍ର ଅବସରପ୍ରାପ୍ତ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ଶିକ୍ଷାବିତ ତଥା ପରିବେଶବିତ୍ ସୁଧିର ରାଉତ, ଗଞ୍ଜାମ ଜିଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା ଅତିଥିଭାବେ ମଞ୍ଚାସୀନ ଥିଲେ ା ‘ସମାଜ’ର ଏଡିସନ ଇନଚାର୍ଜ ସୁଦର୍ଶନ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ପ୍ରତିନିଧି ସୋମନାଥ ସାହୁ ଧନ୍ୟବାଦ ଦେଇଥିଲେ ା ଏଥିରେ କର୍ପୋରେଟର ତଥା ଆଇନଜୀବୀ ସଞ୍ଜିତ ପାଣିଗ୍ରାହୀ, ଆଇନଜୀବୀ ପିତବାସ ପଣ୍ଡା, କର୍ପୋରେଟର ସୂରେନ୍ଦ୍ର ମହାରଣା ଓ ନିଳକଣ୍ଠ ସାହୁ, ସାମ୍ବାଦିକ ସୁଦୀପ ସାହୁ, ପ୍ରକାଶ ପାଣିଗ୍ରାହୀ, ସମୀର କୁମାର ଆଚାର୍ଯ୍ୟ, ଶ୍ରୀନିବାସ ରାଜନ, ସ୍ବାଧୀନ ସାହୁ, କପିଳ ପାଢୀ, ବିଶ୍ବନାଥ ମାରଣା, ସମାଜସେବୀ ତ୍ରିନାଥ ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ବୃଷକେତୁ ଦାଶ, ସ୍ତମ୍ବାକର ଭାଲଚନ୍ଦ୍ର ଷଡଙ୍ଗୀ, ବୃନ୍ଦାବନ ଖଟେଇ, ବିଘ୍ନେଶ୍ବର ସାହୁ, ମନମୋହନ ପାଢୀ, ଶିବରାମ ପାଣୀଗ୍ରାହୀ ଓ ସାଗର କୁମାର ପାତ୍ର, ପ୍ରସନ୍ନ କୁମାର ସ୍ବାଇଁ, ବିକାଶ ପାଢୀ, କିରଣ କୁମାର ମିଶ୍ର, ଡା. ରାମକୃଷ୍ଣ ସାହୁ, କହ୍ନେଇଚରଣ ପାତ୍ର, ଜ୍ୟୋତ୍ନାରାଣୀ ପଣ୍ଡା, ଡ. ଲକ୍ଷ୍ମୀନାରାୟଣ ଦାଶ, ସବିତା ସାହୁକାର ପ୍ରମୁଖ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.