ବାଘୁଆ ମହୁମାଛି ଆକ୍ରମଣରେ ୧୫ ଆହତ, ୨ଗୁରୁତର…

add-all

ଦାରିଙ୍ଗବାଡି, ୧୮/ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନ ପୁଇଗୁଡା ଗ୍ରାମରେ ଚୈତ୍ର ପର୍ବ ପାଳନ ଅବସରରେ, ବାଘୁଆ ମହୁମାଛି ଆକ୍ରମଣରେ ୧୫ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ଦେବେନ୍ଦ୍ର ପାଇକ (୬୦) ,ବିପିନ ପାତ୍ର (୨୫) । ଗୁରତର ଦୁଇ ଜଣ ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ଭର୍ତ୍ତି ହୋଇ ଚିକିଶ୍ଚିତ ହେଉଥିବା ଖବର ହସ୍ତ ଗତ ହୋଇଛି।

ad-week
Leave A Reply

Your email address will not be published.