ସରକାରୀ ନିର୍ଦ୍ଦେଶ ଅନୁସାରେ ଲୋଚାପଡା ୟୁ. ପି ସ୍କୁଲରେ ଅଭିଭାବକ ସଭା ଅନୁଷ୍ଠିତ

add-all

ବ୍ରହ୍ମପୁର : ସ୍ଥାନୀୟ ଲୋଚାପଡା ୟୁ. ପି ସ୍କୁଲରେ ସରକାରଙ୍କ ନିର୍ଦେଶ ଅନୁଯାଇ ଆଜି ପ୍ରଥମ ଅଭିଭାବକ ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ସଭାପତି ଭାବେ ସି. ଆର. ସି ଲୋକନାଥ ପାଢ଼ୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନୀଳିମା ଶତପଥୀ ଉପସ୍ଥିତ ଥିଲେ ଏହି ସଭାର ମୁଖ୍ୟ ଉଦେଶ୍ୟ ହେଲା ଛୁଟିରେ ପିଲାମାନଙ୍କୁ କିଭଳି ଭାବେ ଶିକ୍ଷା ଦାନ କରାଯିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ତେର (13)ସୂତ୍ରୀ ବା ତେତାଟି ନିୟମ ପ୍ରସ୍ତୁତ କରାଯାଇଛି ଯଥା 1ସ୍ଵକ୍ଷିକ କ୍ୟାଲେଣ୍ଡର 2023 ଓ 2024 (2)ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଣ (3)ପ୍ରବେଶ ଉଛବ ପୁର୍ଣ ଉପସ୍ଥାନ ଦିବସ (4)ଶିକ୍ଷା ସଚେତନ ରଥ ପରିକ୍ରମା (5)ପିଲାମାନଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମଅବକାଶରେ ଗୃହକାର୍ଯ୍ୟ (6)ଅଂଶୁଘାତ ପ୍ରତି ସାବଧାନତା,ଅନଲାଇନ ସୁରକ୍ଷା ସମ୍ଭାଧୀୟ କିଛି ଭ୍ରାନ୍ତ ଧାରଣା ସତ୍ୟତା ଏବଂ ସମାଧାନ,ଅଭିଭାବକମାନଙ୍କ ପାଇଁ ସାଇବର ସଚେତନତା,ଆଦି କିପରି ପିଲାମାନେ ଠିକ ଭାବେ ପାଠ ପଡିବ ସେଥିପ୍ରତି ନଜର ରଖିବା ଯଦି କୋଣସି ପିଲା କିଛି ଭୁଲ କରନ୍ତି ସଙ୍ଗେ ସଙ୍ଗେ ସ୍କୁଲକୁ ଜଣାଇବେ ତାହାହେଲେ ପିଲାମାନେ ଭଲ ଭାବେ ପାଠ ପଢ଼ିବେ

ad-week
Leave A Reply

Your email address will not be published.