ଟିକିରି ଉଚ୍ଚ ବିଦ୍ୟାଳୟ ରେ +୨କଲେଜ ଉଦଘାଟନ

add-all

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଉଚ୍ଚବିଦ୍ୟାଳୟ ରେ +୨କଲେଜ ଉଦ୍‌ଘାଟିତ ହୋଇଯାଇଛି ।ରାୟଗଡା ବିଧାୟକ ମକରନ୍ଦ ମୂଦୁଲି ଆଜି ସକାଳ ୧୦ଘଣ୍ଟା ସମୟରେ ଉଦଘାଟନ କଲେ।ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣି ଗୃହକୁ ମହାବିଦ୍ୟାଳୟ ରୂପେ ବ୍ୟବହାର କରାଯିବ କାଶିପୁର ମାମାଣିକେଶ୍ଵରୀ ମହା ବିଦ୍ୟାଳୟ ଟିକିରି ଠାରୁ ବହୁ ଦୁରରେ ଥିବାରୁ ଅଞ୍ଚଳ ର ଛାତ୍ରଛାତ୍ରୀ ମାନେ ବହୁତ ଅସୁବିଧାରେ ସମ୍ମୁଖିନ ହେଉଥିଲେ।ମହା ବିଦ୍ୟାଳୟ ଉଦଘାଟନ ହେବା ପରେ ଅଞ୍ଚଳ ଛାତ୍ରଛାତ୍ରୀ ଓ ଅଭିଭାଵକ ମାନଙ୍କ ମଧ୍ୟରେ ଖଙସିର ଲହରି ଖେଳିଯାଇଥିଲା ।ଏହି ଉଦଘାଟନ ଉସ୍ଚବରେ ଜିଲା ପରିଷଦ ଅଦକ୍ଷା ସୁଶ୍ରୀ ସରଷ୍ପତି ମାଝୀ,କାଶିପୁର ବ୍ଲକଅଧ୍ୟକ୍ଷ କଣ୍ଠ ମାଝୀ,ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ରେଙ୍ଗୁନାଏକ,ନବିନ ଚନ୍ଦ୍ର ଖରା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେସ କୁମାର ପାତ୍ର,ପ୍ରଧାନ ଶିକ୍ଷକ ଲୋଚନ ଖରା,ସହକାରୀ ଶିକ୍ଷକ ରଞ୍ଜିତ ମିଶ୍ର,ସତ୍ୟନାରାୟଣ ସାହୁ ଓ ଅଞ୍ଚଳର ବୁଧ୍ୟୀଜିବି ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.