ଏ.ଏମ.ସି.ଏସ ମହାବିଦ୍ୟାଳୟରେ ପି.ଜି. ପାଠ୍ୟକ୍ରମ ଖୋଲିଲା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ 2023-2024ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପି, ଜି ପଢିବାପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି ଦେଇଛନ୍ତି, କନ୍ଧମାଳ ଜିଲ୍ଲାର ଗରିବ ଆଦିବାସୀ, ହରିଜନ ପିଲାମାନେ ଅବର୍ଷ ପଢ଼ିବାର ସୁଯୋଗ ପାଇ ପାରିବେ, ତେଣୁ ଟିକାବାଲି ଗ୍ରାମବାସୀ, କଲେଜ ପରିଚାଳନା ର ସଭାପତି ଲଳିତେନ୍ଦୁ ପ୍ରଧାନ, ସଦସ୍ୟ, ସଦସ୍ୟା, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, କଲେଜର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ସରକାର ଙ୍କୁ ଧନ୍ୟବାଦ ଓ କୃତଜ୍ଞ ତା ଜଣାଇବା ସଙ୍ଗେ ସଙ୍ଗେ ବ୍ରହ୍ମହପୁର ର ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି l

ad-week
Leave A Reply

Your email address will not be published.