ଉଦ୍ୟଗ ବିକାଶ ଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ରାୟଗଡା : ଜନ ଶିକ୍ଷଣ ସଂସ୍ଥାନ କୋରାପୁଟ ଏବଂ ଜାତୀୟ ଉଦ୍ୟୋଗ ଏବଂ କ୍ଷୁଦ୍ର ଶିଳ୍ପ ବିକାଶ ତରୋଫରୁ ଉଦ୍ୟୋଗ ବିକାଶ ଦକ୍ଷୋତା କାର୍ଯ୍ୟକ୍ରମ ଜନ ଶିକ୍ଷଣ ସଂସ୍ଥାନ କୋରାପୁଟ କେନ୍ଦ୍ର ଠାରେ ଶୁଭାରମ୍ଭ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ନିର୍ଦ୍ଦେଶିକା ଡ଼କ୍ଟର ରାଇଚେଲ ରାୟକୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ନିୟୋଜୋନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ମିଶ୍ର ତଥା ଜାତୀୟ ଉଦ୍ୟୋଗ ଏବଂ କ୍ଷୁଦ୍ର ଶିଳ୍ପ ବିକାଶ Niesbud ତରଫରୁ Senior ଶ୍ରୀଯୁକ୍ତ ସାଇକେସ୍ ରାୱାତ୍ ଏବଂ Programme Co-ordinate ଶ୍ରୀଯୁକ୍ତ ସୁମନକୁମାର ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ୨୨ ମେ ୨୦୨୩ ଠାରୁ ୨୬ ମେ ୨୦୨୩ ପୋରିଚାଳନା କରାଯିବ ତାଲିମ୍ ପାର୍ଥି ମାନଙ୍କୁ ଇଣ୍ଡଷ୍ଟ୍ରି ଭିସିଟ୍ କରାଯିବ ବୋଲି ଡ଼କ୍ଟର ରାଇଚେଲ ରାୟକୁମାରୀ ଜଣାଇଥିଲେ
ଏହି କାର୍ଯ୍ୟକ୍ରୋମ ଟିକୁ ସଂସ୍ଥାନ କାର୍ଯ୍ୟକ୍ରମ ଅଧିକାରି କିରଣ କୁମାର ମଣି ପରିଚାଳନା କରିଥିବା ବେଳେ ଉପ କାର୍ଯ୍ୟକ୍ରମ ଅଧିକାରୀ ରୋଜାଲିନ ବାଘ ଧନ୍ୟବାଦ ଅର୍ପଣ କରି ଶେଷ କରି ଥିଲେ।

ad-week
Leave A Reply

Your email address will not be published.