ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତ ଗିରଫ

add-all

ଫୁଲବାଣୀ : ଗତ ୧୩/୦୬/୨୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଦାମିଗାଁ ଅଞ୍ଚଳରେ ରାତି ୯ଟା ସମୟରେ ଅଜିତ ପ୍ରଧାନକୁ ହୋଇଥିବା ଗୁଳିକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ ଦେଇଥିବା ଅଭିଯୋଗ କ୍ରମେ ଟାଉନ ଥାନା ଏସ.ଡି.ପି.ଓ ସୁପ୍ରସନ୍ନ ମଲ୍ଲିକ ଏବଂ ସେକେଣ୍ଡ ଅଫିସର ରୂପକ ଦଳେଇ ଏବଂ ତାଙ୍କ ଟିମ୍ ମିଶି ଆଜି ବିଶେଷ ସୂତ୍ରରୁ ଖବର ପାଇ ଦାମିଗାଁର ପଦର ସାହିରୁ ଅଭିଯୁକ୍ତ ବିଜଧର ବିନ୍ଧାଣୀକୁ ଦେଶୀ ବନ୍ଧୁକ ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ad-week
Leave A Reply

Your email address will not be published.