ଆସିକା ସାଂସଦଙ୍କ ଦୀର୍ଘ ଦିନ ହେଲା ଦେଖା ମିଳୁନି : କର୍ମୀ ଓ ଜନତା ହତାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ ଚର୍ଚ୍ଚା ରହିଆସିଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଥମ ଥର ଭାବେ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି। ଅନିତା ଶୁଭ ଦର୍ଶନୀ ନିର୍ବାଚିତ ହେବା ପରେ ଆସିକା ଅଞ୍ଚଳ ରେ କାଁ ଭାଁ ଆସିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ

ଅଧିକ ଯୈାତୁକ ଦାବି କରି ନିର୍ଯାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧ ମାସ ପରେ ଅଧିକ ଯୈାତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ପଥରପୁଞ୍ଜି ଗ୍ରାମର କାଜି ଜେନାଙ୍କ ଝିଅ ପୁର୍ଣିମା ଦାସଙ୍କ ସହ ଆଡପଡା ଗ୍ରାମର ବିଜୟ ଦାସଙ୍କ ପୁଅ ଜିଲୁ

୫୦ ହଜାର ଟଙ୍କା ଯୈାତୁକ ଦାବି କରି ନିର୍ଯାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ : ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୈାତୁକ ଦାବି କରି ଶଶୁର ଘର ଲୋକେ ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ନେଇ ନିର୍ଯ୍ୟାତନାର ଶିକାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା

ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ : ନୂତନ ରାସନ୍ କାର୍ଡ ବିତରଣ

ନବରଙ୍ଗପୁର : ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ନୂତନ ରାସନ୍ କାର୍ଡ ପ୍ରଦାନ,ଉତ୍ତମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ଏବଂ ଉତ୍ତମ ପୃଷ୍ଟି ପଞ୍ଚାୟତ କୁ ଅର୍ଥରାଶି ପ୍ରଦାନ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି

ଆଉ ଦୁଇଦିନ ତାତି, ରବିବାର କାଳବୈଶାଖୀର ସମ୍ଭାବନା

ଭୁବନେଶ୍ୱର,୨୪ା୪: ଗୁରୁବାର ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଲର୍ଟ ଜାରି କରିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ୨୩ ଏପ୍ରିଲରୁ ୨୬

ରାୟଗଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ ରାୟଗଡ଼ା : ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଳାପାଳ

ବାଲିଗୁଡାରେ ଜାତୀୟ ପାଞ୍ଚୟତରାଜ ଦିବସ ଫିକା ପଡିଲା : ଯୋଗ ଦେଲେନି ଲୋକ ପ୍ରତିନିଧି, ଖାଲି ପଡିଲା ଚେୟାର

ବାଲିଗୁଡା ,ତା, ୨୪/୦୪: ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତ ରାଜ ଦିବସ କୁ ରାଜ୍ୟ ସ୍ତରରେ ୩୧୪ ବ୍ଲକ ଓ ବିଭିନ୍ନ ପଞ୍ଚାଯତ ସ୍ତରରେ ଏହାକୁ ପାଳନ ଧୁମ ଧାମରେ କରାଯାଇ ଥିଲା। କିନ୍ତୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମ ରେ

ଜାତୀୟ ନାଟ୍ୟ ଉତ୍ସବ “ପୂର୍ବରଙ୍ଗ”ର ତୃତୀୟ ସଂଧ୍ୟା

ବ୍ରହ୍ମପୁର : ଜାତୀୟ ନାଟ୍ୟ ଉତ୍ସବ "ପୂର୍ବରଙ୍ଗ"ର ତୃତୀୟ ସନ୍ଧ୍ୟା ନାଟକ"ସାଉଁଟା କହିଲା କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷା କଥା । ବିଧାତାଙ୍କ ସୃଷ୍ଟିରେ ନାରୀ ଏକ ଅନନ୍ୟ ଓ ଅନୁପମ ସୃଷ୍ଟି । କଇଁ ଫୁଲଟିଏ ପରି ସେ ସୁନ୍ଦର ଯେମିତି ଆକର୍ଷଣୀୟ ବି ସେମିତି । ନାରୀ ଟିଏ ଆଜିର ଦୁନିଆରେ

ସୀମାନ୍ତରେ ଜାରି ରହିଛି ବଡଧରଣର ମାଓ ଦମନ ଅଭିଯାନ, ଗୁଳି ବିନିମୟରେ ୫ ମାଓବାଦୀ ନିହତ, ଜବତ ହେଲାଣି ଶତାଧିକ ବୋମା

ମାଲକାନଗିରି, ୨୪।୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନା ସୀମାରେ ବଡ ଧରଣର ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ମାଓବାଦୀ ନିହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଛତିଶଗଡ ଓ