Sign in
Sign in
Recover your password.
A password will be e-mailed to you.
ଭାରତକୁ ତୈଳ ଆମଦାନୀକାରୀରୁ ଶକ୍ତି ରପ୍ତାନିକାରୀ କରିବା ସରକାରଙ୍କ ଲକ୍ଷ୍ୟ : ନୀତିନ ଗଡକରୀ
ନୂଆଦିଲ୍ଲୀ,୨୬।୬: ଭାରତ ପ୍ରତିବର୍ଷ କେବଳ ଅଶୋଧିତ ତୈଳ ଆମଦାନୀ ପାଇଁ ୨୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରେ। ଏହା କେବଳ ଦେଶର ଅର୍ଥନୀତି ଉପରେ ଭାରୀ ବୋଝ ପକାଇ ନ ଥାଏ, ବରଂ ଶକ୍ତି ସୁରକ୍ଷାକୁ ମଧ୍ୟ ବିପଦରେ ପକାଇଥାଏ। ଏବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି!-->…
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ବିନା ଅନୁମତିରେ ମୁସଲିମ ମହିଳା ‘ଖୁଲା’ ତଲାକ ନେଇପାରିବେ
ହାଇଦ୍ରାବାଦ,୨୬।୬: ଏକ ଐତିହାସିକ ରାୟରେ, ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଯେ ମୁସଲିମ ମହିଳାମାନଙ୍କର ଖୁଲା ମାଧ୍ୟମରେ ବିବାହ ଶେଷ କରିବାର ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅଧିକାର ଅଛି। ଏହା ସହିତ, ଏଥିପାଇଁ ସ୍ବାମୀଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଖୁଲା ହେଉଛି ଇସଲାମିକ ଆଇନ ଅନୁଯାୟୀ!-->…
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପ୍ରବେଶ କଲେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ,୨୬।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସମେତ ସମସ୍ତ ଚାରିଜଣ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରେ ପ୍ରବେଶ କରିଛନ୍ତି। ସେ କହିଛନ୍ତି ଯେ ମୋର ଯାତ୍ରା ଦେଶବାସୀଙ୍କ ଯାତ୍ରା। ଏହି ମିଶନକୁ ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପରିଚାଳନା!-->…
ନବୀନଙ୍କୁ ଫୋନ୍ କରି କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱାସ୍ଥ୍ୟ କଥା ବୁଝି କଲେ ଆରୋଗ୍ୟ କାମନା
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
!-->!-->!-->…
ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ‘ଅଦମ୍ୟ’
ନୂଆଦିଲ୍ଲୀ: ଦେଶର ପ୍ରଥମ ଦ୍ରୁତ ପାଟ୍ରୋଲ୍ ଜାହାଜ ଅଦମ୍ୟ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି। ଆଜି ଭାରତୀୟ ତଟରକ୍ଷୀ ବାହିନୀ (ICG) ଗୋଆ ସିପୟାର୍ଡ ଲିମିଟେଡ୍ (GSL) ରେ ଅଦମ୍ୟକୁ ସାମିଲ କରିଛି। ପ୍ରଥମ ଦ୍ରୁତ ପାଟ୍ରୋଲ୍ ଜାହାଜ (FPV) ୟାର୍ଡ ୧୨୭୧ 'ଅଦମ୍ୟ'କୁ ସାମିଲ କରି,!-->…
ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି କରାଇଥିବା ଦାବି କଲେ ଟ୍ରମ୍ପ୍
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ମଧ୍ୟସ୍ଥତା ଯୋଗୁ ହୋଇଛି। ଭାରତ ତାଙ୍କ ଦ୍ୱାରା ବାରମ୍ବାର ସମାନ ଦାବିକୁ ଖଣ୍ଡନ କରିବା ପରେ ବି ଟ୍ରମ୍ପ୍ ମିଛ ଡୁଙ୍ଗୁରା ପିଟି ଚାଲିଛନ୍ତି।ଟ୍ରମ୍ପ!-->…
ଗାଙ୍ଗପୁର ଥାନା ଇଲାକାରେ ନେତାଙ୍କ ସମର୍ଥକ ମାନଙ୍କ ଆତଙ୍କ ରାଜ…..!
ପୋଲିସ ର କାର୍ଯ୍ୟକାରୀତା ଉପରେ ସନ୍ଦେହ...!!
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲା ବୈଠକ ଅନୁଷ୍ଠିତ
ରାୟଗଡ଼ା : ରାୟଗଡ଼ା ବରିଷ୍ଠ ନାଗରିକ କାର୍ଯ୍ୟାଲୟ ଠାରେ ଜିଲ୍ଲା ସଭାପତି ମୋହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗଣେଶ ମିଶ୍ରାଜୀ , ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ!-->…
ଏମକେସିଜି ମେଡିକାଲ ନିକଟରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ୍ୟୁ
ବ୍ରହ୍ମପୁର : ଏମକେସିଜି ମେଡିକାଲ ଖେଳପଡିଆ ନିକଟରେ ରହିଥିବା ଏକ ଡ୍ରେନରେ ଜଣେ ବ୍ୟକ୍ତି ଭାସୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର!-->…
ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ଚଳିତ ଖରିଫ ଋତୁ ପାଇଁ ଖରିଫ ନୀତି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁଧୀରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ କୃଷି!-->…