କଟକରେ ବର୍ଷା: ଭୁଶୁଡ଼ିଲା ଶିଶୁଭବନ କାନ୍ଥ, ସିଡିଏରେ ଦବିଲା ୨୦ ଫୁଟ୍‌ ରାସ୍ତା

କଟକ/ବାରଙ୍ଗ: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ସହର ଏଥିରୁ ବାଦ୍‌ ପଡ଼ି ନାହିଁ। କଟକ ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି। ବର୍ଷା ଯୋଗୁଁ

ଘୂର୍ଣ୍ଣିବଳୟ ସକ୍ରିୟ; ୩ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ

ବିଜେପି ନିର୍ଦ୍ଦେଶ ଦେଲା ଆଉ କଂଗ୍ରେସ ମାନିଗଲା: କେଜ୍ରିୱାଲ

ଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ଗୁଜରାଟର ଭିସାବାଦର ଆସନ ଏବଂ ପଞ୍ଜାବର ଲୁଧିଆନା ପଶ୍ଚିମ ଆସନରେ ବିଜୟ ହୋଇଛି । ଏହା ସହିତ, ଦଳ ମିଶନ ୨୦୨୭ ଆରମ୍ଭ କରିଛି। ୨୦୨୭ରେ ପଞ୍ଜାବ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର

ଆମାଜନ ମାଲିକ ୬୧ ବର୍ଷୀୟ ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବେ ୫୫ ବର୍ଷୀୟ ପ୍ରେମିକାଙ୍କୁ

ଭେନିସ୍: ଆମାଜନ ମାଲିକ ଏବଂ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍‌ଙ୍କୁ ବିବାହ କରିବେ। ଏହି ବିବାହ ଇଟାଲୀର ସୁନ୍ଦର ସହର ଭେନିସ୍‌ରେ ହେବାକୁ ଯାଉଛି, ଯାହାକୁ 'ଶତାବ୍ଦୀର ସବୁଠାରୁ

ଦକ୍ଷିଣ ଗାଜାରେ ଯୁଦ୍ଧ ଅଭିଯାନ ସମୟରେ ୭ ଇସ୍ରାଏଲ ସୈନିକ ମୃତ

ତେଲ ଅଭିବ : ଦକ୍ଷିଣ ଗାଜାରେ ଯୁଦ୍ଧ ଅଭିଯାନ ସମୟରେ ଏକ ବିସ୍ଫୋରକ ଡିଭାଇସ୍ ସେମାନଙ୍କ ସଶସ୍ତ୍ର ଯାନରେ ଆଘାତ ପାଇବା ପରେ ଇସ୍ରାଏଲର ସାତ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ ସ୍ପଷ୍ଟ କରିଛି। ଗତକାଲି ଖାନ ୟୁନିସରେ ଗାଡ଼ି ଚଳାଉ ଥିବା ସମୟରେ ଜଣେ ସୈନିକ ଏକ ସଶସ୍ତ୍ର ଯୁଦ୍ଧ

ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲା ଇରାନ

ତେହେରାନ : ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ପାଇଁ ଗୁପ୍ତଚର କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣଙ୍କୁ ଆଜି ଇରାନ ମୃତ୍ୟୁଦଣ୍ଡ ଦେଇଛି। ଜୁନ୍ ୧୪ ଏବଂ ଜୁନ୍ ୨୩ ତାରିଖରେ ମଧ୍ୟ ସମାନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସଂଘର୍ଷ ସମୟରେ ଇସ୍ରାଏଲ ପାଇଁ ଗୁପ୍ତଚର

CBSEର ବଡ଼ ନିଷ୍ପତ୍ତି, ଏଣିକି ବର୍ଷକୁ ୨ ଥର ହେବ ଦଶମ ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ,୨୫।୬: ଯଦି ଆପଣଙ୍କ ପିଲାମାନେ ଦଶମ ଶ୍ରେଣୀ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏବେ

ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଲେଣି ଆତଙ୍କବାଦୀ

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୨୦୧୯ରେ ହେପାଜତକୁ ନେଇଥିବା ନେଇ ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ (ଟିଟିପି) ସହିତ ଏନକାଉଣ୍ଟର ସମୟରେ ମେଜର ମୋଇଜ୍

ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ମୋଦୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ମୋଦୀ ସରକାର ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡକୁ ଏକ ବଡ଼ ଉପହାର ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପୁଣେ ମେଟ୍ରୋର ଲାଇନ-୨ ପାଇଁ ୩,୬୨୬

ନିସର୍ତ୍ତ କଥା ସତ ହେଲା,ବେଗୁନିଆପଡା ଅଞ୍ଚଳ ରୁ ହୋମିଓ ପ୍ୟାଥିକ ସ୍ପିରିଟ ଚାଲାଣ ବେଳେ ଜବତ…..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ନକଲି ବିଦେଶୀ ଓ ଦେଶୀ ମଦର ବନ୍ୟା ବୋଲି ଗତ ଶନିବାର ଦିନ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଆଜି ବ୍ରହ୍ମପୁରରୁ ରୁ ବେଗୁନିଆପଡା କୁ ଚାଲାଣ ହେଉଥିବା ବେଳେ କଞ୍ଚଣା ନିକଟରୁ ଏକ କାରରୁ ୯୪ ବୋତଲ ପୋଲିସ ହୋମିଓ ପ୍ୟାଥିକ ସ୍ପିରିଟ ଜବତ