Sign in
Sign in
Recover your password.
A password will be e-mailed to you.
ଚାରି ଧାମ ଯାତ୍ରା ପାଇଁ ଜାରି ହେଲା ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆସିବେ ବୋଲି ଆଶା କରାଯାଉଛି । ଯାତ୍ରାକୁ ସୁଗମ, ସୁରକ୍ଷିତ!-->…
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ସଂପତ୍ତି ଦଖଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍)ର ସଂଲଗ୍ନ ସମ୍ପତ୍ତିକୁ ଦଖଲ କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଡି। ୧୧ ଏପ୍ରିଲ୍ ୨୦୨୫ରେ, ଇଡି ଦିଲ୍ଲୀ,!-->…
ପାକିସ୍ତାନର ୧.୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଚାକିରି ଦେବ ବେଲାରୁଷ୍
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ବେଲାରୁଷ୍ ପ୍ରାୟ ୧.୫ ଲକ୍ଷ ପାକିସ୍ତାନୀଙ୍କୁ ଚାକିରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହାକୁ ପାକିସ୍ତାନବାସୀଙ୍କ ପାଇଁ ଏକ ଉପହାର ବୋଲି କହିଛନ୍ତି। ପାକିସ୍ତାନ କହିଛି ଯେ, ବେଲାରୁଷ୍ର ପ୍ରସ୍ତାବ ଦୁଇ!-->…
ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ୱାକଫ ଆଇନ: ମମତା ବାନାର୍ଜୀ
କୋଲକାତା : ୱାକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ କରାଯାଉଛି । ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲ୍ଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ୍ ଏବଂ ରାସ୍ତା ଅବରୋଧ କରାଯାଇଥିଲା ଏବଂ ପୋଡ଼ାଜଳା ଭଳି ଘଟଣା ଘଟିଥିଲା । ହିଂସା ଘଟଣା!-->…
ସରକାରୀ ନିୟମ କୁ ଫୁ :ମଦ ନିଗମକୁ ପରିବହନ ପାଇଁ ଲାଗିଛି ଦଶ ବର୍ଷର ପୁରୁଣା ଗାଡି..! ଏହା ରାଜନୈତିକ ଚାପ ନା…
ଜିଲ୍ଲା ପରିବହନ ବିଭାଗ କାହା ଚାପ ରେ ଚୁପ ନହୋଇଛି ଫିକ୍ସଙ୍ଗ..!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପରେ ପ୍ରସ୍ତୁତ ହେଉଥିବା ମଦ (ଆସିକା ଫୋର୍ଟି) କୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏଠାରୁ ପରିବହନ କରାଯାଏ। ସରକାର ଗାଇଡ଼ ଲାଇନ ଅନୁଯାଇ ଦଶ ବର୍ଷ ରୁ ଉର୍ଦ୍ଧ!-->!-->!-->!-->!-->…
ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ ଘଟଣା, ଫେରାର ଗାଡି ଜବତ : ଚାଳକ ଗିରଫ
ହିଞ୍ଜିଳିକାଟୁ : ଫେବୃୟାରୀ ୯ ତାରିଖ ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକ ନଗର ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଦୂର୍ଘଟଣା ଘଟାଇ ଚାଳକ ଗାଡି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଦୂର୍ଘଟଣାରେ!-->…
ଆୟୁଷ୍ମାନ ଯୋଜନା ଶୁଭାରମ୍ଭ : ଗଞ୍ଜାମରୁ ଉପକୃତ ହେବେ ୨୮.୯୨ ଲକ୍ଷ ହିତାଧିକାରୀ…
ଛତ୍ରପୁର : ଦିର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତଘଟି ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ରାଜ୍ୟରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଉପକୃତ ହୋଇଥିବା ବେଳେ ଗଞ୍ଜାମ!-->…
ଜିଲ୍ଲା ଯୁବଲେଖକ ସମ୍ମିଳନୀରେ ବାଜି ମାରିନେଲେ ଛାତ୍ରୀ
ନବରଙ୍ଗପୁର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗ ରେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଦଶଟି କଲେଜର ଛାତ୍ର ଛାତ୍ରୀ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ନିଜ!-->…
ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ବ୍ଲକର ଦୁଇ ଅଧିକାରୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ର ଦୁଇ ଅଧିକାରୀ କାର ଯୋଗେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରି ସେମାନଙ୍କ ନିକଟରୁ ବିପୁଳ ଟଙ୍କା ଜବତ କରି ଉଭୟ ଅଧିକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା!-->…
କୋଟିଏ ଟଙ୍କାର ଗୁଆ ଜବତ; ୧୪ ଜଣ ଅଟକ, ମାଛଧରା ବୋଟ ଜବତ
ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।
ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ!-->!-->!-->…