ବ୍ରହ୍ମପୁରରେ ଆୟୋଜିତ ହେବ ବିକାଶମେଳା ଓ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା

ଛତ୍ରପୁର : ସରକାର ଗଠନର  ଏକବର୍ଷ ଉପଲବ୍ଧିରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ବିକଶିତ ଓଡିଶା ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗତ ଏକ ବର୍ଷ ମଧ୍ୟରେ କେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଅଛି ତାହାକୁ ଲୋକଲୋଚନରେ ପ୍ରକାଶ କରିବା ଉଦ୍ଦେଶ୍ୟରେ

ବ୍ରହ୍ମପୁରର ବିଜୁଳି ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

-- କନିଷି ସବଷ୍ଟେସନର କ୍ଷମତା ୧୬.୧୫ ଏମଭିଏକୁ ବୃଦ୍ଧି -- ବ୍ରହ୍ମପୁର ଏବଂ ଆଖପାଖ ଅଞ୍ଚଳର ୭,୦୦୦ ରୁ ଅଧିକ ଉପଭୋକ୍ତାଙ୍କୁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଣ -- କମ୍ପାନୀ ପକ୍ଷରୁ ଭୂତଳ ଲାଇନ୍ ସଂଯୋଗ, ସୁରକ୍ଷା ପ୍ରାଚୀର ନିର୍ମାଣ, ଭିତ୍ତିଭୂମି ନବୀକରଣ

ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବାକୁ ଗ୍ରାମ୍ୟ କମିଟିର ଦାବି

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ଦୈନିକ ନିତିର ସୁପରିଚାଳନା ସହ ମା'ଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଏବଂ ତାହାର ରକ୍ଷଣାବେକ୍ଷଣ କିଭଳି ହୋଇପାରିବ ସେନେଇ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବାଲିଗୁଡ଼ା

ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ । ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨

ବାଲି ମାଫିଆଙ୍କ ଗୁଣ୍ଡାରାଜ, ଖଣି ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବାଲେଶ୍ୱର : ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ମାଫିଆଙ୍କ ମାଡ଼ରେ ଲହୁ ଲୁହାଣ ଖଣି ଅଧିକାରୀ ।  ଭ୍ୟାନରୁ ଟାଣିନେଇ ଗୋଡ଼ାଇ ଗୋଡ଼ାଇ ପିଟିଲେ ମାଫିଆ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ବେଆଇନ ବାଲି ଉତ୍ତୋଳନ ବେଳେ ଖଣି ଅଧିକାରୀ ଟିମ୍ ସହ ଚଢ଼ାଉ

ଲାଞ୍ଚ ନେଲା ବେଳେ ମହିଳା ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ:୮ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି।

କାବୁଲ ଏୟାରପୋର୍ଟ ପାଖରେ ଆତଙ୍କବାଦୀ ଆଡ୍ଡା

କାବୁଲ : ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ଆଇଏସକେପି)ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ତାଲିବାନ । ଆଫଗାନିସ୍ତାନ ଗସ୍ତ କରୁଥିବା ଭିଆଇପିମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା ଆଇଏସକେପି। ଏଥିପାଇଁ କାବୁଲ ଅନ୍ତର୍ଜାତୀୟ ଏୟାରପୋର୍ଟ

ବର୍ଷକ ଭିତରେ ରାଜ୍ୟରେ ବିଜେପି ସରକାର ୨୮ ହଜାର ନିଯୁକ୍ତି ଦେଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଅର୍ଥାତ୍ ଗୁରୁବାର ଓଡିଶାରେ ବିଜେପି ସରକାର ତାର ଶାସନର ପ୍ରଥମ ବର୍ଷ ପୂରଣ କରିବ । ଏହା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ ସବୁ କରିଛନ୍ତି ସେନେଇ ଟିକ ନିକ କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣମାଧ୍ୟମରେ ସେ କହିଛନ୍ତି ଯେ, ୧

ଆର୍‌ପିଏସ୍‌ସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ୍ ଉତ୍କଳ ରଂଜନ ସାହୁ

ଭୁବନେଶ୍ବର/ଛେଣ୍ଡିପଦା: ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ବ ମିଳିଛି। ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ଏହି ପଦବିରେ ନିଯୁକ୍ତ ହେଲା ପରେ ୧୯୮୮

କଟକ ରାଣୀହାଟରେ ବିଭିନ୍ନ ଔଷଧ ଦୋକାନରେ ଚଢାଉ

କଟକ : କଟକ ରାଣୀହାଟ ସ୍ଥିତ ବିଭିନ୍ନ ଔଷଧ ଦୋକାନରେ ମଙ୍ଗଳବାର ଚଢାଉ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଟକ ରାଣୀହାଟ ବଜାର ସ୍ଥିତ ଏକାଧିକ ଔଷଧ ଦୋକାନରେ ଟିମ୍ ଯାଞ୍ଚ କରିଛି। ଏହି ସବୁ ଦୋକାନରେ ବିକ୍ରି ହେଉଥିବା ଏମଟିପି କିଟ୍ ଓ ଗର୍ଭପାତ ଔଷଧର ଷ୍ଟକ୍ ଯାଞ୍ଚ କରିଛି ବିଭାଗ।