Sign in
Sign in
Recover your password.
A password will be e-mailed to you.
କେଦାରନାଥ ଯାଉଥିବା ହେଲିକପ୍ଟର ରାଜପଥରେ ଜରୁରୀକାଳୀନ ଅବତରଣ
ଉତ୍ତରାଖଣ୍ଡ : କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଅବତରଣ ସମୟରେ ଏକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । UCADA ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଜଣାଇଛି ।
ସୂଚନା ଅନୁଯାୟୀ, କେଦାରନାଥ!-->!-->!-->…
ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ, ହାଇଆଲର୍ଟରେ ସୁରକ୍ଷାବାହିନୀ
ସମ୍ବଲପୁର: ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ। ଦେଶରୁ ନକ୍ସଲବାଦ ମୂଳପୋଛ କରିବାକୁ ଚାଲିଛି ଜୋରଦାର୍ ଅପରେସନ୍। ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ। ଘଞ୍ଚ ଜଙ୍ଗଲରେ ବି ଆଉ ସୁରକ୍ଷିତ ନାହାଁନ୍ତି ମାଓବାଦୀ। ଅସ୍ତିତ୍ଵ ବଞ୍ଚାଇବାକୁ!-->…
ରାହୁଲ ଗାନ୍ଧୀ ବିହାରରେ ପରାଜୟକୁ ସ୍ୱୀକାର କରିସାରିଛନ୍ତି : ଫଡନାଭିସ
ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ହୋଇଥିଲା ବୋଲି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବିଜେପି ପକ୍ଷରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । ତାଙ୍କୁ ସମାଲୋଚନା କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ!-->…
ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପାଇଁ ୭୫୦…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ!-->…
ପାକିସ୍ତାନକୁ ୮୧ ପ୍ରତିଶତ ସାମରିକ କ୍ଷମତା ଚୀନରୁ ଆସେ: ଥରୁର
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ୱାଶିଂଟନ ଡିସିରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତ-ପାକ୍ ବିବାଦରେ ଚୀନକୁ ଅଣଦେଖା କରିବା ଅସମ୍ଭବ, କାରଣ ପାକିସ୍ତାନର ୮୧% ସାମରିକ କ୍ଷମତା ଚୀନରୁ ଆସିଥାଏ। ଥରୁର ବର୍ତ୍ତମାନ 'ଅପରେସନ୍ ସିନ୍ଦୁର' ପରେ ଭାରତର ସଂସଦୀୟ ପ୍ରତିନିଧିମଣ୍ଡଳୀର!-->…
କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା: ତଦନ୍ତରୁ କେହି ବର୍ତ୍ତିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା। ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ। ପାତାଳରେ ଥିଲେ ବି ଅପରାଧିଙ୍କୁ ଧରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
!-->!-->!-->…
ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗାବୁଡି ଜଣେ ନିଖୋଜ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ର ଓରାପଦର ଘାଟରେ ବାଲିମେଳା ଜଳ ଭଣ୍ଡାର ନଦୀ ରେ ଏକ ଦେଶୀ ଡଙ୍ଗା ରେ ନଦୀ ପାର ହେଉଥିବା ବେଳେ କାଳବୈଶାଖୀ ବର୍ଷା ପବନ ହେତୁ ଡଙ୍ଗାଟି ବୁଡି ଯିବାରୁ ଡଙ୍ଗାରେ ଥିବା ଶାଙ୍କା ପଲାସି ନାମକ ଜଣେ ବ୍ୟକ୍ତି ଜଳ!-->…
ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ
ବାଲେଶ୍ୱର: ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ । ବାଲେଶ୍ୱର ଏସପି ନିୟମ ଭାଙ୍ଗିଥିବା କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ନିଲମ୍ୱିତ ୫ କନଷ୍ଟେବଳ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।
ଜିଲ୍ଲାପାଳଙ୍କ ଆବାସିକ!-->!-->!-->…
୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି, ଏକ ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ୨୭,୪୨୮ଟି ସରକାରୀ ପଦବୀ ପୂରଣ
ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ-ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଚାକିରୀ ପାଇଛନ୍ତି, ତାଙ୍କ ସେବା ସବୁବେଳେ କରୁଥିବେ, ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେନାହିଁ
ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ କେବେ!-->!-->!-->!-->…
ରଦ୍ଦ ହୋଇନି ସିମଲା ଚୁକ୍ତି : ପାକ୍ ବୈଦେଶିକ ମନ୍ତ୍ରାଳୟ
ଇସ୍ଲାମାବାଦ : ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ବାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା!-->…