Sign in
Sign in
Recover your password.
A password will be e-mailed to you.
ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା, ୪ ଗିରଫ
ବ୍ରହ୍ମପୁର : ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଗିରଫ। ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ। ଦୁଇ ଦିନ ଧରି ତିନୋଟି ସ୍ଥାନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ୪ ଜଣ ଅଭିଯୁକ୍ତ। ଗଣଦୁଷ୍କର୍ମ ପରେ ଆତ୍ମଗୋପନ କରିଥିଲେ!-->…
ବଦଳିଲା ନିୟମ: ବିବାହ ପଞ୍ଜିକରଣ ପାଇଁ ଆବଶ୍ୟକ ପଣ୍ଡିତ ଓ ବାହାଘର ଭିଡିଓ
ନୂଆଦିଲ୍ଲୀ: ଏବେ ଉତ୍ତରପ୍ରଦେଶରେ କେହି ନକଲି ବିବାହ ପଞ୍ଜିକରଣ କରିପାରିବେ ନାହିଁ। ବିବାହ ପଞ୍ଜିକରଣ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବିବାହ ରୀତିନୀତି ସହିତ ଜଡିତ ଅସମ୍ପୂର୍ଣ୍ଣ ପ୍ରମାଣ ଆଉ ବିବାହ ପଞ୍ଜିକରଣ ପାଇଁ ଗ୍ରହଣ କରାଯିବ ନାହିଁ। କେବଳ ବିବାହର ଦୃଢ଼ ପ୍ରମାଣ!-->…
ତାଇୱାନ୍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଇୱାନ୍ର ଚାଓୟାଙ୍ଗ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ସିୱାଇୟୁଟି)ରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଶନିବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଆନୁଷ୍ଠାନିକ ଭାବରେ ଅଚ୍ୟୁତଙ୍କୁ ଏହି!-->…
କୋହଲିଙ୍କ ନାମରେ ମାମଲା ରୁଜୁକୁ ନେଇ ପୁଲିସ ର ପ୍ରତିକ୍ରିୟା
ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଐତିହାସିକ ବିଜୟର ଦିନକ ପରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ଜଣ ଖେଳପ୍ରେମୀଙ୍କ ଜୀବନ ଚାଲିଯାଇଥିବା ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ଏହି ଘଟଣାରେ ଆରସିବି!-->!-->!-->…
ଚଳଚଞ୍ଚଳ ରଥଖଳା, ଉଠିଲା ତିନି ରଥର ଚାରିନାହାକା
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଉଠିଲା ତିନି ରଥର ଚାରିନାହାକା । ସ୍ନାନଯାତ୍ରାରେ ଉଠିବାକୁ ଥିବା ଚାରି ନାହାକା ଆଜି ଉଠାଯାଇଛି । ଭୋଇ ସେବକମାନେ ତୃତୀୟ ନମ୍ବର ହରିବୋଲ ପକାଇଛନ୍ତି । ସେପଟେ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ!-->…
ସିନ୍ଦେଙ୍କୁ ଉଡ଼ାଇବାକୁ ମନା କଲେ ପାଇଲଟ୍
ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଇଲଟ୍ ତାଙ୍କ ଡ୍ୟୁଟି ସମୟ ଶେଷ ହୋଇଗଲା ବୋଲି କହି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ। ଯଦିଓ ପରେ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିବା ପରେ!-->…
ରାଜ୍ୟରେ ୨-୩ ଡିଗ୍ରୀ ବଢିବ ତାପମାତ୍ରା
ଭୁବନେଶ୍ୱର: ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଖରା ଅନୁଭୂତ ହେବାକୁ ଥିବା ବେଳେ ଆଉ କିଛି ଅଞ୍ଚଳରେ ବର୍ଷା, ବଜ୍ରପାତ ହେବାର ସମ୍ଭାବନା ଅଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଏନେଇ ହଳଦିଆ ସତର୍କତା ଜାରି କରିଛି। ଆଗାମୀ ୩ ଦିନ!-->!-->!-->…
ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଅଧିକାରୀମାନଙ୍କୁ ଭେଟି ସମ୍ମାନିତ କଲେ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନକ୍ସଲବାଦୀଙ୍କ ବିରୁଦ୍ଧରେ ଅପରେସନ୍ ଚଳାଇଥିବା ଅଧିକାରୀମାନଙ୍କୁ ଭେଟିଥିଲେ। ଅମିତ ଶାହ ନକ୍ସଲବାଦ ବିରୁଦ୍ଧରେ ସାମ୍ପ୍ରତିକ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଭେଟି ସଫଳତା ପାଇଁ ସେମାନଙ୍କୁ!-->…
ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର । ଗରିବଙ୍କ ଘର ତିଆରି ସ୍ୱପ୍ନକୁ ସାକାର କରିବା ପାଇଁ ୨ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା!-->…
କେଦାରନାଥ ଯାଉଥିବା ହେଲିକପ୍ଟର ରାଜପଥରେ ଜରୁରୀକାଳୀନ ଅବତରଣ
ଉତ୍ତରାଖଣ୍ଡ : କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଅବତରଣ ସମୟରେ ଏକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । UCADA ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଜଣାଇଛି ।
ସୂଚନା ଅନୁଯାୟୀ, କେଦାରନାଥ!-->!-->!-->…