Sign in
Sign in
Recover your password.
A password will be e-mailed to you.
ଦୋକାନରୁ ଚୋରୀ ବେଳେ ମାଡିବସିଲେ ବ୍ୟବସାୟୀ : ଲୁଟେରାଙ୍କୁ କାବୁ କରି ଥାନାରେ ଜିମା ଦେଲେ
ହିଞ୍ଜିଳିକାଟୁ : ଗ୍ରାହକ ସାଜି ଆସୁଥିଲେ । ସୁବିଧା ସୁଯୋଗ ଉଣ୍ଡି ଦୋକାନ କ୍ୟାସବକ୍ସରୁ ଲୁଟି ନେଉଥିଲେ। ଚୋରୀ ଯୁବକ ଜଣଙ୍କ ଗତ ୨ ଥର ଲୁଟ୍ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ବେଳେ ତୃତୀୟ ଥର ଦୋକାନ ମାଲିକଙ୍କ ହାବୁଡ଼ରେ ପଡିଥିଲେ। ସ୍ଥାନୀୟ ବ୍ୟବସାୟୀ କାବୁ କରାଯାଇଥିବା ଚୋରଙ୍କୁ!-->…
ମହାଆଡ଼ମ୍ବର ସହକାରେ ପାଳିତ ହେଲା ରଥଯାତ୍ରା : ବଡ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ
ହିଞ୍ଜିିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପକ୍ଷରୁ ବିଂଶ ତମ ରଥଯାତ୍ରା ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦିନତମାମ ପାଗ ଅନୁକୂଳ ଥିବାରୁ ରଥଯାତ୍ରା ସକାଶେ ହିଞ୍ଜିିଳିକାଟୁ ସହର ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉମାନଙ୍କ!-->…
୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ସୋର: ବାଲେଶ୍ବର ଜିଲ୍ଲା ସୋର ଅବକାରୀ ପକ୍ଷରୁ ଚଢ଼ଉ କରାଯାଇ ୧୨ ଲକ୍ଷର ବ୍ରାଉନସୁଗାର ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।ମିଳିଥିବା ସୁଚନା ଅନୁସାରେ ସୋର ପୌରାଞ୍ଚଳ ଚକବାରାପୁର ଗ୍ରାମର ଶେଖ ରାଜୀବ ଦୀର୍ଘଦିନ ଧରି ସୋରର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ!-->…
ବିଜେଡି ସୁପ୍ରିମୋ ନବୀନଙ୍କ ଚିକିତ୍ସା ଜାରି; ହସ୍ପିଟାଲ ବେଡ୍ରୁ ଦେଖିଲେ ରଥଯାତ୍ରା
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ପବିତ୍ର ରଥଯାତ୍ରା ଅବସରରେ!-->…
ଜଙ୍ଗଲରୁ ମିଳିଲା ୫ ବାଘଙ୍କ ମୃତଦେହ, କେହି ବିଷ ଦେଇ ହତ୍ୟା କରିଥିବା ସନ୍ଦେହ
ବେଙ୍ଗାଲୁରୁ: କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘଙ୍କ ମୃତଦେହ ମିଳିଛି। ଏଥିରେ ଗୋଟିଏ ମା ଏବଂ ଚାରିଟି ଛୁଆ ଅଛନ୍ତି। ବନମନ୍ତ୍ରୀ ଈଶ୍ୱର ଖଣ୍ଡରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚଟି ବାଘଙ୍କର!-->…
ଇରାନକୁ ୩୦ ବିଲିୟନ ଡଲାର ଦେବ ଆମେରିକା
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳି ଯାଇଛି। ଟ୍ରମ୍ପ ପ୍ରଶାସନର ଉଚ୍ଚ ପଦାଧିକାରୀ ଏବଂ ସୂତ୍ର ସୂଚନା ଦେଇଛନ୍ତି ଯେ ଆମେରିକା ଇରାନର ବେସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମ ପାଇଁ ୨୦ ରୁ ୩୦ ବିଲିୟନ ଡଲାର!-->…
ଗାନ୍ଧୀନଗର ଅଦାଲଜ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ଆନନ୍ଦରେ ଟାଣିଲେ ଶ୍ରଦ୍ଧାଳୁ
ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର) ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଆଜି ଏଠାରେ ହର୍ଷୋଲ୍ଲାସର ସହିତ ରଥଯାତ୍ରାର ଆୟୋଜନ!-->…
ଖୁବଶୀଘ୍ର ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଛି | ଦଳ ଆଜି ତିନୋଟି ରାଜ୍ୟରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି। ଏପର୍ଯ୍ୟନ୍ତ, ବିଜେପି ୧୪ଟି ରାଜ୍ୟରେ ଏହାର ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିଛି। ଯେତେବେଳେ!-->…
ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି
ଅହମଦାବାଦ: ୨୦୧୩ରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ଚିକିତ୍ସା ଆଧାରରେ ଜାମିନରେ!-->…
ଖାମଖିଆଲି ମନ୍ତବ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କଡ଼ା ନିନ୍ଦା କଲା ଜାପାନ
ଟୋକିଓ : ଇରାନ ଉପରେ ଆମେରିକୀୟ ବିମାନ ଆକ୍ରମଣକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସିମା ଏବଂ ନାଗାସାକି ପରମାଣୁ ବୋମା ମାଡ଼ ସହିତ ତୁଳନା କରିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ନିନ୍ଦା କରିଛି ଜାପାନ। ୧୯୪୫ ମସିହାରେ ଦୁଇଟି ଜାପାନୀ ସହର ଉପରେ ଆମେରିକା ପରମାଣୁ!-->…