Sign in
Sign in
Recover your password.
A password will be e-mailed to you.
ବିମାଟଙ୍କା ହଡପ ନେଇ ଅଙ୍ଗନବାଡି କର୍ମୀଙ୍କ ନାମରେ ଜିଲ୍ଲାପାଳଙ୍କୁ ଅଭିଯୋଗ…
ମାଲକାନଗିରି ,:ମାଲକାନଗିରି ଜିଲ୍ଲାର ସଦର ମହକୁମା ନିକଟ ଝରାପାଲି ପଞ୍ଚାୟତ ଅନ୍ତର୍ଗତ କନାଗୁଡା ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଶ୍ରୀତି ଢାଲି ଉକ୍ତ ଗ୍ରାମର ଜଣେ ବିଧବା ରତ୍ନା ପଡିଆମୀ ସ୍ୱାମୀ - ଗଙ୍ଗା ପଡିଆମୀଙ୍କ ଠାରୁ ଲେବର କାର୍ଡ ରେ ତାଙ୍କ ସ୍ୱାମୀଙ୍କ ଇନ୍ସୁରାନ୍ସ ଟଙ୍କା!-->…
ମା ’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା : ପ୍ରଥମ ପାଳିରେ ଲକ୍ଷାଧିକ ଜନ ସମାଗମ
ଛତ୍ରପୁର : ମା ‘ ତାରାତାରିଣୀଙ୍କ ଚୈତ୍ର ମେଳା ୨୦୨୫ ପ୍ରଥମ ପାଳି ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ମା ‘ ଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଜନସମାଗମ ହୋଇଥିଲା। ରାତ୍ର ୩ ଟା ଠାରୁ ସିଂହ ଦ୍ଵାର ଦେଇ ପାହାଚ ଚଢି ମନ୍ଦିର ନିକଟକୁ ଯାଇଥିଲେ। ପ୍ରାତଃ!-->…
ଭାରତୀୟ ମଜଦୂର ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ରାୟଗଡ଼ା : ଭାରତୀୟ ମଜଦୂର ସଂଘ ର କେନ୍ଦ୍ରୀୟ ସଂଗଠନ ନିଷ୍ପତ୍ତି କ୍ରମେ ଭାରତର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ!-->…
ଆଉଟ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ସମାନ କାମକୁ ସମାନ ଦରମା ଦାବୀ
ଛତ୍ରପୁର : ଆଉଟ ସୋର୍ସିଂ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ଦରମା, ଛଟେଇ ପ୍ରକ୍ରିୟା କୁ ବନ୍ଦ କରିବା ସହ ପୂର୍ବ ସରକାରଙ୍କ ନିଷ୍ପତ୍ତି ତୁରନ୍ତ ଲାଗୁ କରିବା ଦାବୀ ନେଇ ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ!-->…
କନ୍ଧମାଳ ମହୋତ୍ସବ ପଲ୍ଲୀଶ୍ରୀ ମେଳା ନିମନ୍ତେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା
ରାଇକିଆ : ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାସ୍ତରୀୟ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଆରମ୍ଭ ହେବାକୁ ଥିବାବେଳେ ରାଇକିଆ ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡିଆଠାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ରାଇକିଆ!-->…
ଅଲଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ଗଣ ଧାରଣା
ମାଲକାନଗିରି : ଆଜି ଅଲ ଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ବିଶାଳ ଗଣ ଧାରଣା ଦିଆଯାଇଥିଲା। ଏହି ଗଣଧାରଣାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ସହ ଅଙ୍ଗନବାଡି ସହକର୍ମୀ ଯୋଗ ଦେଇଥିଲେ।ପ୍ରାୟ୩୦୦୦ ରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାଲକାନଗିରି ବସ ଷ୍ଟାଣ୍ଡ!-->…
ମା’ ଶ୍ୟାମଳାଇଙ୍କ ଚୈତ୍ର ପର୍ବ ଆରମ୍ଭ
ହିଞ୍ଜିଳିକାଟୁ, ୧୮/୩ : ଚୈତ୍ର ମାସ ପ୍ରଥମ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁମାଁଙ୍କମାଜଣା ,ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନାତି ସମାପନ!-->…
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌରପରିଷଦରେ ଏକାଧିକ ଜଳଛତ୍ର ଉଦଘାଟିତ
ହିଞ୍ଜିଳିକାଟୁ : ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଜନ ସାଧାରଣ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ପୈାରପରିଷଦ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ହିଞ୍ଜିଳିକାଟୁ ବସ ଟର୍ମୀନାଲ ପରିସରରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର!-->…
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪ଟି ଶାଖାର ମିଳିତ ସମ୍ମିଳନୀ : ସ୍ଥାନୀୟ ଯୁବକ /ଯୁବତୀଙ୍କୁ ନିଯୁକ୍ତି ଦାବୀ
ଛତ୍ରପୁର : ଭାରତୀୟ କମୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନର ଚମାଖଣ୍ଡି ଗାଁ. ଚମାଖଣ୍ଡି ଛକ. ସୀତାନଗର ଓ ଏସ.ପାଇକପଡା ଶାଖା ର ମିଳିତ ସମ୍ମିଳନୀ ଯୁବ ନେତା ଗୁରୁନାଥ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ କୃଷକ ଆନ୍ଦୋଳନ ର କର୍ଣ୍ଣ ଧାର ତଥା ବର୍ଷିଆନ କମ୍ୟୁନିଷ୍ଟ ନେତା!-->…