Sign in
Sign in
Recover your password.
A password will be e-mailed to you.
ଆପଣଙ୍କ କାମ ଦେଖି ଚିଠି ଲେଖିବା ପାଇଁ ନିଜକୁ ଅଟକାଇ ପାରିଲି ନାହିଁ: ମୋଦୀ
ନୂଆଦିଲ୍ଲୀ: ଭାରତର ଝିଅ ତଥା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ପୃଥିବୀକୁ ଫେରିବାର ଯାତ୍ରା ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ ମହାକାଶରେ ଫସିଥିବା ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର ମଙ୍ଗଳବାର ସକାଳ ୧୦.୩୦ରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ପୃଥିବୀ ଅଭିମୁଖେ!-->…
ଆସନ୍ତାକାଲି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
ଭୁବନେଶ୍ବର: ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ । ସନ୍ଧ୍ୟା ପରଠାରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତାକାଲି, ୧୯.୩.୨୦୨୫ ରିଖ,ବୁଧବାର ଚୈତ୍ର:କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ!-->!-->!-->…
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ, ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ :…
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ହେବ। ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ନବ ଦାସ ହତ୍ୟା କାଣ୍ଡରେ ଯେଉଁଭଳି ତଦନ୍ତ ହେବା କଥା, ନ୍ୟାୟ ମିଳିବା କଥା ତାହା ହୋଇପାରିନାହିଁ । ଯାହାକୁ ନେଇ ତାଙ୍କ!-->…
ଷ୍ଟକ ବଜାରରେ ଫେରିଲା ଉତ୍ସାହ, ସେନସେକ୍ସ ୧୧୩୧ ପଏଣ୍ଟ ବୃଦ୍ଧି
ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) ବୃଦ୍ଧି ପାଇ ୨୨,୮୩୪.୩୦ ପଏଣ୍ଟରେ ବନ୍ଦ!-->…
ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ
ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି।
ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ!-->!-->!-->…
ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲେ
ନୟାଗଡ : ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ପାଇଁ ଦେହରେ ପେଟ୍ରୋଲ୍ ଢାଳି ହୋଇ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡା ଗାଁର ଲିଟୁଆ ଦାସ । ଯୁବକ ଜଣଙ୍କ!-->…
୩ ବର୍ଷରେ ୧୪ଟି ବାଘ ଶିକାର, ଯାଇଛି ୪୧ ହାତୀଙ୍କ ଜୀବନ
ଭୁବନେଶ୍ୱର: ଜଙ୍ଗଲରେ ମାତିଛନ୍ତି ଶିକାରୀ। ୩ ବର୍ଷରେ ୧୪ଟି ବାଘ ଶିକାର କରିଛନ୍ତି। ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଗୃହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।
ସେହିପରି ରାଜ୍ୟରେ ୬ଟି ମହାବଳ ବାଘ ଓ ୬୩ଟି!-->!-->!-->…
ନାଗପୁର ସଂଘର୍ଷ ଯୋଜନାବଦ୍ଧ ନା ସରକାରଙ୍କ ବିଫଳତା? ତେଜିଲା ରାଜନୀତି
ନାଗପୁର: ନାଗପୁର ସଂଘର୍ଷରେ ୩୦ ରୁ ଅଧିକ ଲୋକ ଆହତ ହେବା ପରେ ଏହାକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଥିଲା। ମାତ୍ର ବିରୋଧୀ ଦଳ ସରକାରଙ୍କ ବିଫଳତାର ଅଭିଯୋଗ କରିଛନ୍ତି।
ମୋଗଲ!-->!-->!-->…
ଆଇଏଏସ ସ୍ତରରେ ଅଦଳବଦଳ, ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ OSCSC ଏମଡି
ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ OSCSC ଏମଡି । ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଅପରପକ୍ଷରେ ଡିଟିଇଟି ଥିବା ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୧୧ ବ୍ୟାଚର!-->…
୬୦.୬୧ ସ୍କୋର୍ ସହ ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି । ୬୦.୬୧ ସିଇପିଆଇ ସ୍କୋର୍ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ!-->…