Sign in
Sign in
Recover your password.
A password will be e-mailed to you.
ସାଇବର ଠକେଇର ଶିକାର ହେଲେ କମ୍ପ୍ୟୁଟର ଶିକ୍ଷକ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳର ଜଣେ କମ୍ପୁଟର ଶିକ୍ଷକ ଅନଲାଇନ୍ ଠକେଇର ଶିକାର ହୋଇ ମୋଟ ୪୭, ୩୪୪ ଟଙ୍କା ହରାଇଥିବା ଅଭିଯୋଗ ଆସିଛି।ଠକେଇର ଶିକାର ହୋଇଥିବା କମ୍ପ୍ୟୁଟର ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଥମେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ସହିତ ନୟାଗଡ଼ ସାଇବର!-->…
ଆସିକା ଚୋରା ସୁନା ବ୍ୟବସାୟୀ ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫୋଟ ବ୍ୟବହାର କରି…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିରେ ରହୁଥିବା ଜଣାଶୁଣା ଚୋରା ସୁନା ବ୍ୟବସାୟୀ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ତୋଡ଼ା ଦେବାର ଏ.ଆଇ ଫୋଟ ଭାଇରଲ। ଆସିକା ବଜାର ସାହିର ମନ୍ତ୍ରୀ ଆଖ୍ୟା ପାଇ ଥିବା ଚୋରା ସୁନା କାରବାର!-->…
ମା ଡୁମୁଣୀ ଦେବଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ମା ଡୁମୁଣୀ ଦେଵୀଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ମହାଯଜ୍ଞରେ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ!-->…
ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ
ନୟାଗଡ଼ (ନିସର୍ତ୍ତ): ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ ହୋଇ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳା ନିକଟସ୍ଥ କୋଟଗଡ ପାର୍କ ବୁଲିବାକୁ ଚିନ୍ମୟ ପ୍ରଧାନ ଏବଂ ତାଙ୍କର ପରିବାର ଲୋକମାନେ ରବିବାର ଦିନ ଅପରାହ୍ନ!-->…
ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ
ମାଲକାନଗିରି : ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ବାଲାଟ୍ ପେପର୍ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଓ ଗଣତାନ୍ତ୍ରିକ ପଦ୍ଧତିରେ ସଫଳତାର ସହ ସମ୍ପନ୍ନ ହୋଇଛି।
ଏହି ନିର୍ବାଚନ ପ୍ରକ୍ରିୟାରେ!-->!-->!-->…
ବିଜୁଳି ଆଲୁଅରେ ଆଲୋକିତ ହେଲା ଛାତ୍ରାବାସ ଓ ଡାଇନିଂ ହଲ୍
ମାର୍ଚ୍ଚରୁ ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ, ବିଦ୍ୟାଳୟକୁ ମିଳିଲା ସ୍ୱତନ୍ତ୍ର ୩-ଫେଜ୍ ବିଦ୍ୟୁତ୍ ସଂଯୋଗ ।
ମାଲକାନଗିରି : ଦୀର୍ଘ ଦିନ ଧରି ଲାଗିରହିଥିବା ବିଦ୍ୟୁତ୍ ସମସ୍ୟାର ଅବସାନ ଘଟିବା ପରେ ବିଦ୍ୟାଳୟ ପରିସର, ଛାତ୍ରାବାସ ଓ ଡାଇନିଂ ହଲ୍ ପୁଣିଥରେ ବିଜୁଳି ଆଲୁଅରେ!-->!-->!-->…
ବିଜେପିରେ ମିଶିଲେ ପ୍ରଭାତ ବିଶ୍ଵାଳ : ବିଜେଡ଼ି ଉପରେ ବର୍ଷିଲେ
ଭୁବନେଶ୍ୱର: ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ!-->…
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଗାଜିଆବାଦ୍:ଗାଜିଆବାଦ୍ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍ ସମୟରେ ମିଳିଥିଲା। ମୃତ ନାବାଳିକାର!-->…
ତାଜ୍ ହୋଟେଲ୍ କୁ ବୋମାରେ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ
ନୂଆଦିଲ୍ଲୀ : ମୁମ୍ବାଇ ତାଜ୍ ହୋଟେଲ୍ କୁ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ । ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ରେ ସର୍ଚ୍ଚ ଅପରେସନ। କେଉଁଠୁ ଆସିଥିଲା ଧମକପୂର୍ଣ୍ଣ କଲ୍ ? ଖୋଳତାଳ କରୁଛି ପୋଲିସ। ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନଭି ମୁମ୍ବାଇ ପୋଲିସ!-->…
ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଥରିଲା ବିଶାଖାପାଟଣା
ବିଶାଖାପାଟଣା : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସହରର ଅନେକ ସ୍ଥାନରେ ଅନୁଭୂତ ହୋଇଛି । ଫଳରେ ଭୂକମ୍ପ ଭୟରେ ଲୋକମାନେ ହୋଇ ଘରୁ!-->…