ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ଇସ୍କନର ସ୍ପଷ୍ଟୀକରଣ, ଜାରି ହେଲା ପ୍ରେସ୍ ବିବୃତ୍ତି

ଭୁବନେଶ୍ବର: ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ ଆଜି ଆନ୍ତର୍ଜାତୀୟ

ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ

ଭୁବନେଶ୍ବର: ରାଜଧାନୀରେ ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ । ସଚିବାଳୟର ଇନକ୍ବାରି ଅଫିସର ପରିଚୟ ଦେଇ କରୁଥିଲା ଠକେଇ । ସୁଟ୍ ବୁଟ୍ ପିନ୍ଧି ସରକାରୀ କ୍ଷମତାର ଭୟ ଦେଖାଇ ପୁରୀ, କୋଣାର୍କ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ରେଡ୍ କରୁଥିଲା । ଅଭିଯୁକ୍ତର ଠକେଇର ତରିକା ମଧ୍ୟ ବେଶ୍ ଚତୁର

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବନ୍ଧ ଉପର ସାହି ଗାଁର ହେମନ୍ତ ବେହେରା । ହେମନ୍ତ କୌଣସି କାମରେ ତଳସାହି ଗାଁର ଏକ ଦୋକାନକୁ ଆସିଥିଲେ। ସେହି

ମହାନଦୀକୁ ଡେଇଁଲେ ନାବାଳିକା, ମିଳୁନି ପତ୍ତା

ସମ୍ବଲପୁର: ସମ୍ବଲପୁର ସହରରେ ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀକୁ ଡେଇଁ ନାବାଳିକା ନିଖୋଜ । ସମ୍ବଲପୁର ସହରର ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡ଼େଇଁ ନାବାଳିକା ନିଖୋଜ ଅଛନ୍ତି । ଏବେବି ମିଳୁନି ପତ୍ତା । ନାବାଳିକା ଜଣକ ସହରର ମାୟାବଗିଚା ଅଞ୍ଚଳର। ଗତକାଲି ରାତି ପ୍ରାୟ ସାଢେ ୧୦ଟା

ମର୍ମାନ୍ତିକ ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ, ୨ ଜଣ ଗୁରୁତର

ଉମରକୋଟ /ରାଇଘର, (୧୨/୦୭/୨୦୨୬) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେଓଭରଣ୍ଡି ଆଦିବାସୀ ଗ୍ରାମ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ହୃଦୟବିଦାରକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର

ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ବ୍ୟବହାର ମନା

ପୁରୀ: ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା । ଏଥିରେ ବ୍ୟତିକ୍ରମ ଘଟିଲେ ସମ୍ପୃକ୍ତ

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ, ଜୀବିକାର ବିକାଶ ଏବଂ ନିରନ୍ତର

ଦାସିଆ ଅଜାଙ୍କ ୧୧୯ ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି, ନୟାଗଡ଼

ନୟାଗଡ଼ : ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ, ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି, ନୟାଗଡ଼ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ନୟାଗଡ଼ ବଜାର ସ୍ଥିତ ପ୍ରତିମୂର୍ତ୍ତି ନିକଟରେ ସମାପନ ହୋଇଯାଇଛି।

ଦୁର୍ଘଟଣାରେ ଯୁବକ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀ ବନ୍ଧ ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟି ଚାଳକ ଭାରସାମ୍ୟ ହରାଇ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ସୁବ୍ରତ ମହାରଣା(୩୬) ଭୁବନେଶ୍ୱରରେ କାମ କରୁଥିବା ଏକ ଘରୋଇ କମ୍ପାନୀ କାର୍ଯ୍ୟରେ ସ୍କୁଟିରେ ଭଞ୍ଜନଗର

ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ବାଣ୍ଡେଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଛି। ଛତିଶଗଡ଼ର ବାସିନ୍ଦା ଏହି ନାବାଳିକା ବାଣ୍ଡେଗାରେ ତାଙ୍କ