ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ; ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ପୁରୀ:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ । ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ ଆଉ ଘରକୁ ଫେରିପାରିଲେନି। ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି

ଉଦଳାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା: ଆଜଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଉଦଳାରୁ ଭୁବନେଶ୍ୱର ଚାଲୁଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ରବୀନ୍ଦ୍ର ପରିଚ୍ଛାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଉନଥିବାରୁ ଆଜି ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ

ଝରିଗାଁ ପ୍ରାଣୀଧନ ବିଭାଗର ବିକାଶ ଓ ଚାଷୀଙ୍କ କଲ୍ୟାଣ ନେଇ ପ୍ରାଣୀଧନ ଅଧିକାରୀଙ୍କ ସହ ବିଧାୟକ ପ୍ରତିନିଧିଙ୍କ ଆଲୋଚନା

ଉମରକୋଟ/ଝରିଗାଁ :- ନବରଙ୍ଗପୁର ଜ଼ିଲ୍ଲାର ଝରିଗାଁ ବ୍ଲକରେ ପ୍ରାଣୀଧନ ବିକାଶ, ପଶୁପାଳକ ଓ ଚାଷୀଙ୍କ କଲ୍ୟାଣ ସହିତ ସରକାରଙ୍କ ବିଭିନ୍ନ ପ୍ରାଣୀଧନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ନେଇ ଆଜି ଝରିଗାଁ ପ୍ରାଣୀଧନ ଅଧିକାରୀ ଅଜୟ କୁମାର ମାଝୀଙ୍କ ସହ ଉମରକୋଟ ବିଧାୟକ ନରସିଂହ ଭତରାଙ୍କ ବିଭାଗୀୟ

ଦଳିତ ଯୁବକଙ୍କୁ ବନ୍ଦ କୋଠରୀରେ ୩ ଦିନ ଧରି ଅମାନୁଷିକ ନିର୍ଯାତନା

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧୀଙ୍କ ଦାଦାଗିରି ଏବେ ସବୁ ସୀମା ପାର୍ କରିଯାଇଛି। ବ୍ରହ୍ମପୁର ସଦର ଥାନା ଅଞ୍ଚଳରୁ ଏକ ଅତି ବର୍ବର ତଥା ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି। ଜଣେ ନିରୀହ

ରଥଯାତ୍ରାରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ: ୧୫ କମ୍ପାନୀ ଯବାନ ସମ୍ଭାଳିବେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା

ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଦିଲ୍ଲୀରେ ଉତ୍ତେଜନା

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ପୁଣି ଥରେ ଲାଲକିଲ୍ଲାକୁ ବୋମା ଧମକ ମିଳିଛି । ସନ୍ଦିଗ୍ଧ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଏହି ଧମକ ଦେଇଥିବା ସୂଚନା ମିଳୁଛି । ତଦନ୍ତ ପରେ ଉତ୍ତର ଜିଲ୍ଲା ପୋଲିସ ଏହି କଲକୁ ମିଛ ବୋଲି ଘୋଷଣା

ଦିନକ ପରେ କେନାଲରୁ ମିଳିଲା ନିଖୋଜ ନାବାଳକର ମୃତଦେହ

କାମାକ୍ଷାନଗର: ଘର ସାମ୍ନାରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ ରେଙ୍ଗାଳି କେନାଲରୁ ଉଦ୍ଧାର । ଗତକାଲି ଢେଙ୍କାନାଳ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଥିବା ଏକ କଲୋନୀର ଘର ସାମ୍ନାରୁ ନାବାଳକ ଛାତ୍ର ନିଖୋଜ ହୋଇଯାଇଥିଲା । ଆଜି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମିଶାଇଲ୍ ମାଡ କରି ସମଗ୍ର ଇରାନକୁ ଧ୍ୱଂସ କରିଦେବୁ – ଟ୍ରମ୍ପ

ନୂଆଦିଲ୍ଲୀ : ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ। ପୁଣି ଇରାନକୁ ଏମିତି ଧମକ ଦେଲେ ଟ୍ରମ୍ପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ହତ୍ୟାର ଭୟ ପ୍ରକାଶ କରିଛନ୍ତି। ସେ ଇରାନକୁ ଚେତାବନୀ ଦେଇଛନ୍ତି ଯେ ସେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପାଇଁ

ପାକିସ୍ତାନରେ ୮୮ ଆତଙ୍କବାଦୀ ନିହତ

ଇସଲାମାବାଦ: ପାକିସ୍ତାନ ସରକାର ଜୁଲାଇ ୫ ତାରିଖରୁ ଆତଙ୍କବାଦୀଙ୍କ ଉପରେ ବଲୁଚିସ୍ତାନ ପ୍ରଦେଶରେ ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ୮୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ଶନିବାର ପାକିସ୍ତାନ ସରକାର ପ୍ରକାଶ କରିଛନ୍ତି। ଗତ ୨୪ ଘଣ୍ଟାରେ ୯ ଜଣ

ଭିଏତନାମରେ ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଭିଏତନାମ: ଭିଏତନାମରେ ବଡ଼ ଅଘଟଣ । ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟ ଜାରି । ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପୁ କ୍ଵୋକ ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ ଓଲଟି ପଡ଼ିବା ଫଳରେ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ