Sign in
Sign in
Recover your password.
A password will be e-mailed to you.
ଫେକ କଲ କରି ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ତିନି ଗିରଫ…
ମାଲକାନଗିରି, ୮।୫ ମାଲକାନଗିରି ଜିଲ୍ଲା ସଦର ମହକୁମା ଦୁର୍ଗାଗୁଡି ସାହି ସ୍ଥିତ ଜନୈକ ବ୍ୟକ୍ତିଙ୍କୁ ଫୋନ୍ କଲ ମାଧ୍ୟମରେ ଧମକପୂର୍ଣ ବାର୍ତା ଦେବା ସହ ତାଙ୍କ ଠାରୁ ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲ।। ଏହି ମାମଲାରେ ମାଲକାନଗିରି ପୋଲିସ!-->!-->!-->…
ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସାଂସଦ ଙ୍କ ପାଣ୍ଠି ଟଙ୍କା ହଡ଼ପ ଅଭିଯୋଗ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ପାଦ ପାଦରେ ଦୁର୍ନୀତି ହେଉଛି। ତାହାର ନଗ୍ନ ନମୁନା ଏବେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦଙ୍କ ହାତ ପାଣ୍ଠିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ପରେ ଦିଲ୍ଲୀର ଏକ ତଦନ୍ତ!-->…
ଅଚାନକ ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା ଆଶଙ୍କା
ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ନୂଆ ଚାଲ୍ ଖେଳିଛି। ସାମରିକ ଆକ୍ରମର ସହିତ ପାକିସ୍ତାନ ଉପରେ ପାଣି ମାଡ଼ କରିଛି ଭାରତ। ଅର୍ଥାତ ଭାରତ ଚେନାବ ନଦୀ ଜଳକୁ ଅଚାନକ ପାକିସ୍ତାନକୁ ଛାଡ଼ି ଦେଇଛି। ଯାହାଫଳରେ ପାକ୍ରେ ବନ୍ୟା ହେବାର ଆଶଙ୍କା!-->…
ଓଟିଟି ପ୍ଳାଟଫର୍ମରୁ ହଟିବ ପାକିସ୍ତାନୀ ବିଷୟବସ୍ତୁ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ
ନୂଆଦିଲ୍ଲୀ : ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁରନ୍ତ!-->…
ସରଳ ଓ ତ୍ରୁଟିଶୂନ୍ୟ ହେବ ପରିବାର ପେନ୍ସନ୍ ନିୟମ
ଭୁବନେଶ୍ବର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗୃହୀତ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ!-->…
ଓଡ଼ିଶାକୁ ଫେରିଲା ହିଟ୍ଓ୍ବେଭ୍: ମେ ୧୪ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି
ଭୁବନେଶ୍ୱର ,୮।୫: କିଛି ଦିନର ବିରାମ ପରେ ତାପମାତ୍ରା ବୃଦ୍ଧି ସହିତ ଓଡ଼ିଶାକୁ ଗରମ ଏବଂ ଗୁଳୁଗୁଳି ଫେରିଛି, ଯାହା ସାଧାରଣ ଜୀବନଯାତ୍ରାକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏହି ପାଗ ମେ ୧୪ ପର୍ଯ୍ୟନ୍ତ ଜାରି ରହିବ ଏବଂ ମେ ୧୦ ତାରିଖରୁ!-->…
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆମ ରାଜ୍ୟ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛି। ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା!-->…
ସମୃଦ୍ଧ ଓଡ଼ିଶା ଗଠନ ଓ ବିକାଶ ପାଇଁ ମା’ ତାରାତାରିଣୀଙ୍କ ପୂଜାର୍ଚ୍ଚନା କରିଛି: ମୋହନ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦକ୍ଷିଣ ଓଡ଼ିଶା ପ୍ରସିଦ୍ଧ ଦେବୀ ‘ମା ତାରାତାରିଣୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ନିକଟରେ ପୂଜାର୍ଚ୍ଚନା!-->…
ଲାହୋରରେ ପାକ୍ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କଲା ଭାରତ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ବିଳିବିଳେଇ ହୋଇଉଠି ସେ ଭାରତର ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷା କରିଛି। ତେବେ ଭାରତୀୟ ସେନାର ପ୍ରତିଜବାବରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଭାରତ!-->…
ପାକ୍ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ, ସର୍ବଦଳୀୟ ବୈଠକ ପରେ ଆଗାମୀ ଯୋଜନା ବିଷୟରେ କହିଲେ ଓଓ୍ବୈସି
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସରକାର ରାଜନୈତିକ ଦଳଗୁଡ଼ିକୁ ‘ଅପରେସନ ସିନ୍ଦୂର’ ବିଷୟରେ ସୂଚନା ଦେଇଛନ୍ତି। ଏହି ବୈଠକ ପରେ ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ-ମୁସ୍ଲିମିନ୍ର ଅଧ୍ୟକ୍ଷ!-->…