ଉତ୍କର୍ଷ ଓଡିଶାରେ ମୋଦି: କହିଲେ,‘ମୋ ଡିଏନଏରେ ଅଛି ଓଡିଶା’

ଭୁବନେଶ୍ବର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇଦିନିଆ କନକ୍ଲେଭ ଅବସରରେ ଆଜି ପୁଣି ଥରେ ଓଡିଶା ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ମୁଁ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର

୪୦୦ କୋଟି ବାକି, ୬୦୦ ହସ୍ପିଟାଲ ବନ୍ଦ କରିବେ ଆୟୁଷ୍ମାନ ଭାରତ ସେବା

୪୦୦ କୋଟି ଟଙ୍କା ବକେୟା ଥିବାରୁ ହରିୟାଣାର ୬୦୦ ଘରୋଇ ହସ୍ପିଟାଲ ଫେବୃଆରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଦେୟରେ ବିଳମ୍ବ ଯୋଗୁଁ ହସ୍ପିଟାଲଗୁଡ଼ିକ ସେମାନଙ୍କ କାର୍ଯ୍ୟ ପରିଚାଳନା କରିବା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବର୍ଷର ଶିଶୁ ପୁତ୍ରକୁ ମାରିଦେଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା ନେଇ ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଝୁମ୍ପୁରା ଥାନା

ଫାଇନାନ୍ସ କର୍ମଚାରୀ ଅପହରଣ ମାମଲା, ୨ ଗିରଫ

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲା । ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ । ଗତକାଲି ଅଟକ ଥିବା ଜଣେ ଯୁବକଙ୍କ ସହ ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ କୁ ଗିରଫ କରିଛି ପୋଲିସ । ବାଡ଼ିପଟେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ମହିଳାଙ୍କୁ ଗିରଫ ପୋଲିସ । ପ୍ରାୟ ୧ ଏକରରୁ ଉର୍ଦ୍ଧ୍ବ ଜମିରେ

କ୍ଲଷ୍ଟରସ୍ତରୀୟ ମେଳା ଆୟୋଜିତ

ହିଞ୍ଜିଳିକାଟୁ ୨୮/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ମେଳା ଆୟୋଜିତହୋଇଯାଇଛି । ମଙ୍ଗଳବାର ଆୟୋଜିତ ମେଳାରେ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସାବତଙ୍କ ଅଧ୍ୟକ୍ଷତାରେ

ହିଞ୍ଜିଳିକାଟୁରେ ଜୀବିକା ମିଶନ ଇସି ସଦସ୍ୟମାନେ ଶକ୍ତି ପ୍ରଦର୍ଶନ…

ହିଞ୍ଜିଳିକାଟୁ : ତା୨୮/୧/୨୦୨୫ ଜାତୀୟ ଗ୍ରାମୀଣ ଜୀବିକା ମିଶନ ସ୍କ୍ରିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ଓଡିଶା ଜୀବିକା ମିଶନ ଏବଂ ଓଡିଶା ମିଶନ ଶକ୍ତି ଅଧୂନରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟମାନେ ଏଆଇଟିୟୁସି ସଂଯୁକ୍ତ "ନିଖୂଳ ଓଡିଶା ଜୀବିକା ମିଶନ ଇସି ସଂଘ"

ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅବିଭାବକ ମାନେ ପିଲାଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷା ନୁଷ୍ଠାନ ଖୋଲା ଯାଇଛି। ସରକାରୀ ବିଦ୍ୟାଳୟ ରେ ଅଧିକାଂଶ ସରକାର ବାବୁ ମାନଙ୍କ ପରିବାର ର ପିଲାମାନେ ପଢ଼ନ୍ତି ନାହିଁ। ଭଲ ପାଠ ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ପାଠ ପଢ଼ାଇ ବାକୁ ଅଧିକ ଲୋକେ ପସନ୍ଦ କରନ୍ତି।

୨ କୋଟି ଟଙ୍କାର ଅପହରଣକୁ ନେଇ ଗଞ୍ଜେଇ ଚାଷର ରହିଛି ଲିଙ୍କ୍…!

ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲା ଚିକିଟୀ ଗଡ଼ରେ ଚାରିଜଣଙ୍କୁ ଅପହରଣ ଘଟଣା ରାଜ୍ୟ ସାରା ଚହଳ ପକେଇଛି। ରବିବାର ଅପହୃତ ଚାରିଜଣ କେ.ନୂଆଗାଁ ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଧୀରେ ଧୀରେ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି। ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଯାଗାରେ ବ୍ୟାପକ ପରିମାଣର

ସ୍ୱାସ୍ଥ୍ୟବିଭାଗ ତରଫରୁ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଜନରାଜ୍ୟ ଦିବସ ପୂର୍ବାହ୍ନ ରେ କରବାଲୁଆ ପି ଏଚ୍ ସି ତରଫରୁ ଆୟୋଜିତ ଚିକିଟୀ ମେଡିକାଲ ଷ୍ଟାଫ ସହ ପାତ୍ରପୁର ମେଡିକାଲ ଷ୍ଟାଫ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି

ଚିକିଟୀ ସରସ୍ୱତୀ ଶିଶୁ ମନ୍ଦିରରେ ଜନରାଜ୍ୟ ଦିବସ

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ଜନରାଜ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ପଟ୍ଟମୁ ରାମାରାଓ ସୁବୁଦ୍ଧି ପତାକା ଉତ୍ତୋଳନ କରି ଶିଶୁମାନଙ୍କୁ ସମ୍ଭିଧାନକୁ ସମ୍ମାନ ଦେବା, ଦେଶମାତୃକାର ସେବା କରିବା ପାଇଁ ପ୍ରେରଣା ଦେଇଥିଲେ। ଚିକିଟୀ