Sign in
Sign in
Recover your password.
A password will be e-mailed to you.
ରାଜଧାନୀରୁ ଧରାପଡିଲେ ନକଲି ପୋଲିସ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବି ଚାଲିଥିଲା ନକଲି ପୋଲିସଙ୍କ କାର୍ଣ୍ଣାମା । ଏସଆଇ ଏବଂ କନେଷ୍ଟବଳ ସାଜି ଲୋକଙ୍କ ଆଖିରେ ଦେଇଚାଲିଥିଲେ ଧୂଳି । ଶେଷରେ ନକଲି ପୋଲିସକୁ ଧରିଛି ଅସଲି ପୋଲିସ । ଏଥିସହିତ ସେମାନଙ୍କ ଠାରୁ ପ୍ରାୟ ଲକ୍ଷେ ଉପରେ ନକଲି ନୋଟ୍ ଜବତ କରିଛି । ଚେକିଂ ପ୍ଲକିଂ!-->…
ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ
ନୟାଗଡ: ନୟାଗଡରେ ମହାମହିମ । କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ନୀଳମାଧବଙ୍କୁ ଦର୍ଶନ ପରେ ବିଶ୍ବାବସୁଙ୍କ ଗାଁ କାଳିଆପଲ୍ଲୀ ଯାଇଛନ୍ତି। କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି!-->…
୫ ବର୍ଷ ଭିତରେ ବିଦା ହେଲେଣି ୧୫୯ ସରକାରୀ ବାବୁ
ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମନ୍ତ୍ରୀଙ୍କ ଲିଖିତ ତଥ୍ୟ!-->!-->!-->…
ବଢିଲା ସାଂସଦଙ୍କ ଦରମା ଓ ଭତ୍ତା
ନୂଆଦଲ୍ଲୀ : ପ୍ରାୟ ୭ ବର୍ଷ ପରେ ବଢିଛି ସାଂସଦଙ୍କ ଦରମା ଓ ଭତ୍ତା । ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସଂସଦର ଅଧିବେଶନ ଚାଲିଥିବାବେଳେ ଦୈନିକ ଭତ୍ତା, ଯାହାକି ଏବେ ୨୦୦୦ ଟଙ୍କା!-->…
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି।
ଏହା ପରେ ରାଷ୍ଟ୍ରପତି!-->!-->!-->…
କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା, ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ
ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ । ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ!-->…
ଯିଏ ବିଶ୍ବାସଘାତକ ସିଏ ବିଶ୍ବାସଘାତକ.. କୁନାଲ କିଛି ଭୁଲ କରିନାହାନ୍ତି : ଉଦ୍ଧବ
ମୁମ୍ବାଇ: ବ୍ୟଙ୍ଗକାର କୁନାଲ କାମରାଙ୍କ ବ୍ୟଙ୍ଗଗୀତ ସମ୍ପର୍କରେ ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ କୁନାଲ କାମରା କିଛି ଭୁଲ କହିଛନ୍ତି। ଯିଏ ବିଶ୍ୱାସଘାତକ, ସେ ବିଶ୍ୱାସଘାତକ। ତାଙ୍କ ଗୀତରେ କୌଣସି ଭୁଲ ନାହିଁ। ସମ୍ପୂର୍ଣ୍ଣ ଗୀତଟି ଶୁଣନ୍ତୁ ଏବଂ!-->…
ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା
ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୭୬୪!-->!-->!-->…
ପଞ୍ଚଭୂତରେ ଲୀନ ହେଲେ ଅୟେଶକାନ୍ତ, ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସଂପନ୍ନ
ପୁରୀ : ପଞ୍ଚଭୂତରେ ଲୀନ ହେଲା କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟେଶକାନ୍ତ ସ୍ବାଇଁଙ୍କ ମରଶରୀର । ପୁରୀ ସ୍ବର୍ଗଦ୍ବାରରେ ଶୋକାକୁଳ ପରିବଶର ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଅୟେଶକାନ୍ତଙ୍କ ପୁଅ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ!-->…
କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ
ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର। ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ। ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା। ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର!-->…