Sign in
Sign in
Recover your password.
A password will be e-mailed to you.
ଆସିକା ପଣ୍ୟାଗାର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣା : ପ୍ରଶାସନ ଚୁପ କାହିଁକି..??
ଦୁଇ ମିଲ ମାଲିକ ଗିରଫ ହେବେ କେବେ..? ନା ଆଇନ ହେଉଛି ବାଟମଣା..!!
ଧରାକୋଟ ଅଞ୍ଚଳରୁ ବେଧଡକ ବେଆଇନ ଚୋରା ବାଲି ଚାଲାଣ…..!
ବାଲିର ପ୍ରକୃତ ମୂଲ୍ୟ ନିର୍ଧାରଣ ବାବୁ ମାନେ କୋମା ରେ..!
ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗ ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ସହଯୋଗର ହାତ ବଢ଼ାଇଲା ନାଲକୋ ଫାଉଣ୍ଡେସନ
ମାଲକାନଗିରି : ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗର ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ନବରତ୍ନ କମ୍ପାନୀ ନାଲକୋ ଫାଉଣ୍ଡେସନ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାଲକୋ ଫାଉଣ୍ଡେସନର ଏକ ପ୍ରତନିଧି ଦଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି!-->…
ଏମଭି ୭୨ର ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୭୨ ଗ୍ରାମରେ ଦୁଇ ଛାତ୍ରୀ ଗତ ଫେବ୍ରୁଆରି ୬ ତାରିଖରୁ ନିଖୋଜ ଓ ୮ ତାରିଖ ଦିନ ଉଭୟଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାକୁ ନେଇ ମାଲକାନଗିରି ଆଦର୍ଶ ଥାନାରେ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ!-->…
ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ
ମାଲକାନଗିରି : ମାଲକାନଗିରି ଜିୟଲ୍ଲ ଗୋବିନ୍ଦପାଲି ନିକଟରେ ଏକ ଘଅରି ବସ ଦୁର୍ଘଟଣା ଘଟି ୧୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଜୟପୁରରୁ ମାଲକାନଗିରି ଅଭିମୁଖେ ମହାବାହୁ ନାମକ ଏକ ଘରୋଇ ବସ ଆସୁଥିବା ବେଳେ ଜିଲ୍ଲାର ଗୋବିନ୍ଦପାଲି ନିକଟରେ ଏକ କଲଭର୍ଟ ଉପରକୁ!-->…
ହିଞ୍ଜିଳିରେ ଚାଲିଛି ଆଇପିଏଲ ସଟ୍ଟା : ପୋଲିସ ପ୍ରଶାସନ ନିରବ, ହୋଇଛି କି ଫିକ୍ସଙ୍ଗ…!
ହିଞ୍ଜିଳିକାଟୁ : ଫଟାଫଟ କ୍ରିକେଟର ଭାରତୀୟ ସଂସ୍କରଣ ଆପିଏଲ କ୍ରିକେଟ ମ୍ୟାଚ ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି । କ୍ରିକେଟର ଏହି ରୋମାଞ୍ଚଭରା କ୍ରିକେଟ ପ୍ରତ୍ୟେକ ବର୍ଗଙ୍କୁ ବେଶ ଆକର୍ଶିତ କରିଛି । ସନ୍ଧ୍ୟା ହୋଇଗଲେ ଟିଭି ସମ୍ମୁଖରେ ୩ ଘଣ୍ଟା ବିତାଉଛନ୍ତି ଯୁବପିଢି । ଏହି ଖେଳକୁ!-->…
ମଙ୍ଗଳବାରଠାରୁ ଆରମ୍ଭ ହେବ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ…
ନାଟକରେ ଅଶ୍ଳୀଳ ନୃତ୍ୟ ଓ ପଶୁପକ୍ଷୀ ଭକ୍ଷଣ ଦୃଶ୍ୟ ପରିବେଷଣ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
ହିଞ୍ଜିଳିକାଟୁ : ମଙ୍ଗଳବାର ଠାରୁ ଆରମ୍ଭ ହେବ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ। ଏଥି ସକାଶେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ଦଣ୍ଡଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ!-->!-->!-->!-->!-->…
କମିଶନର ତଥା ଶାସନ ସଚିବ ସଂଜୀବ କୁମାର ମିଶ୍ର ଗଞ୍ଜାମ ଜିଲ୍ଲା ସଚିବଙ୍କ ଜିଲ୍ଲାଗସ୍ତ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା!-->…
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାଷିର୍କ ଉତ୍ସବ ଅନୁଷ୍ଠିତ; ବିଭିନ୍ନ ବ୍ୟକ୍ତିତ୍ବ ସମ୍ବର୍ଦ୍ଧିତ
ବ୍ରହ୍ମପୁର,୨୩/୦୩: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାଷିର୍କ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଷିର୍କ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ସୁଶାନ୍ତ!-->…
ଛାତ୍ରଯୁବ ସଂଗଠନ ପକ୍ଷରୁ ଶହୀଦ୍ ଭଗତ ସିଂଙ୍କ ବଳିଦାନ ଦିବସ ପାଳିତ
ବ୍ରହ୍ମପୁର : ମାର୍ଚ୍ଚ ୨୩ ତାରିଖ ହେଉଛି ଶହୀଦ୍ ଶିରୋମଣି ଭଗତ ସିଂଙ୍କ ୯୪ ତମ ଫାଶୀ ଦିବସ । ୧୯୩୧ ମସିହା ଏହି ଦିନ ବ୍ରିଟିଶ୍ ସାମ୍ରାଜ୍ୟବାଦୀ ସରକାର ବିପ୍ଲବୀ ଭଗତ ସିଂଙ୍କ ସମେତ ଶୁକଦେବ ଓ ରାଜଗୁରୁଙ୍କୁ ଫାସୀ ଖୁଣ୍ଟରେ ଚଢ଼ାଇ ମୃତ୍ୟୁଦଣ୍ଡ ଦେଇଥିଲା । ମହାନ ଦେଶପ୍ରେମୀ ଶହୀଦ୍ ଭଗତ!-->…