ପିକଅପ୍ ଭ୍ୟାନ ସହ ବାଇକ୍ ଧକ୍କା ଘଟଣା, ଗୁରୁତର ଝିଅର ମୃତ୍ୟୁ…

ହିଞ୍ଜିଳିକାଟୁ, ତା ୧।୩: ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଥିଲେ। ଶୁକ୍ରବାର ରାତିରେ ବ୍ରହ୍ମପୁର ବଡ…

ବିଦ୍ୟାଳୟ ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ…

ହିଞ୍ଜିଳିକାଟୁ, ୧।୩: ହିଞ୍ଜିଳିକାଟୁ ପୈାରାଞ୍ଚଳ ଥାନାତୋଟା ସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲିପ କୁମାର ବୈଠାରୁଙ୍କ ଅଧ୍ୟକ୍ଷତାରେ…

ନବରଙ୍ଗପୁର ସାଂସଦ ଓ ମାଲକାନଗିରି ବିଧାୟକ ଙ୍କ ଦ୍ଵାରା ମିଳିତ ଭାବେ ବଡଯାତ୍ର। ପୀଠ ଉଦଘାଟିତ…

ମାଲକାନଗିରି :ମାଲକାନଗିରି ଜିଲ୍ଲାର ଗଣପର୍ବ ରୂପେ ପରିଚିତ ବଡଯାତ୍ରା-୨୦୨୫ ଏହି ବର୍ଷ ପାଳିତ ହେବାକୁ ଯାଉଥିବା ବେଳେ ଆଜି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ଠାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମିଳିତ ଭାବେ ବଡଯାତ୍ର। ପୀଠ ଉଦଘାଟନ…

କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ କର୍ମକର୍ତ୍ତା ଚୟିତ…

କ. ନୂଆଗାଁ (କନ୍ଧମାଳ), ତା. ୦୧/୦୩ :କ. ନୂଆଗାଁ ବ୍ଲକ କଳାକାର ସାଂସ୍କୃତିକ ସଂଘ, ସାରଙ୍ଗଡ଼ ତରଫରୁ ସ୍ଥାନୀୟ ନୂଆଗାଁ ଶିବ ମନ୍ଦିର ପରିସରରେ ଏକ କଳାକାର ସମ୍ମିଳନୀ ସଂଘ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ…

ଗଞ୍ଜାମ ମହିଳା କ୍ରିକେଟ ଏସୋସିଏୟସନ ବିଜୟୀ…

ବ୍ରହ୍ମପୁର ୦୧/୦୩ ବିଶ୍ୱ ମହିଳା ଦିବସ କୁ ଦୃଷ୍ଟିରେ ରଖି ଗଞ୍ଜାମ ମହିଳା କ୍ରିକେଟ ସଂଘ ତରଫରୁ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ସହଯୋଗରେ ଶନିବାର ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ ମହିଳା କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ…

ଶ୍ରୀ ରାମକୃଷ୍ଣ ପରମହଂସ ଦେବଙ୍କ ୧୯୦ତମ ଜନ୍ମ ବାର୍ଷିକ ଉତ୍ସବ…

ଉମରକୋଟ (୦୧/୦୩/୨୦୨୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହରର ଶ୍ରୀଶ୍ରୀ ରାମକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଉମରକୋଟ ଅଞ୍ଚଳର ସମସ୍ତ ଭକ୍ତବୃନ୍ଦ, ମାତୃ ମଣ୍ଡଳୀ, ଅନ୍ୟାନ୍ନ ସାଧୁ ସନ୍ତ ସହ ସାଧାରଣ ଜନତାଙ୍କୁ ଆବାହନ କରାଯାଇ ବିଭିନ୍ନ ବେଦ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ମହା ଆରମ୍ବରରେ…

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ…

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା…

ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି…

ଭୁବନେଶ୍ୱର : ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ସହ ବିଜ୍ଞାନ ସି- ସେଟ୍‌ରେ ୪ ମାର୍କ କମ୍‌ ଥିବା ନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର…

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ…

ଭୁବନେଶ୍ୱର: ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା ବେଳେ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏଭଳି…

ଶୋଇଥିବା ବେଳେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ସେହି ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁଙ୍କ ଉପରକୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ହୋଇଥିବା ପରିବାରଲୋକ…