ମହାପ୍ରଭୁଙ୍କ ଦର୍ଶନବେଳେ ଅଚେତ୍‌ ହେଲେ ୪ ଭକ୍ତ

ପୁରୀ : ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ସୋମବାର ଦର୍ଶନ ସମୟରେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ୪ଜଣ ଭକ୍ତ ଅଚେତ୍ ହୋଇ ଯାଇଛନ୍ତି। ଏଥିସହ ଅନ୍ୟ କେତେଜଣ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ଚେତାଶୂନ୍ୟ ହୋଇଥିବା ୪

ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା

ବାରିପଦା : ବୈଦ୍ୟୁତିକ ଯନ୍ତ୍ରଂଶ ହେଲେ କ’ଣ ହେଲା? କମାଲ୍‌ କଲା ଏଆଇ(କୃତ୍ରିମ ବୁଦ୍ଧିମତା)। ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରିଲା! ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶିମିଳିପାଳ

ଏବେବି ଲୋକ ପ୍ରିୟତା ହରେଇ ନାହାନ୍ତି ନବୀନ…

ଗଞ୍ଜାମ ଗସ୍ତରେ ଆସି ନବୀନ ଯିବା ପରେ ରାଜନୈତିକ ମହଲ ରେ ହଲଚଲ….. ବ୍ରହ୍ମପୁର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଆସି ସିଧା ଚଷୀ ମାନଙ୍କ ସହ ମିଶି ସେମାନେ ଯେପରି ସ୍ୱଳ୍ପ ସମୟ ମଧ୍ୟରେ କ୍ଷତି ପୂରଣ ପାଇବେ ସେ ନେଇ ସରକାଙ୍କ ସହ କଥା ବାର୍ତ୍ତା କରିବେ

ଡ଼ବଲ ଇଞ୍ଜିନ ସରକାର ଆସିବା ଠାରୁ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଅଣ୍ଡା ଟଙ୍କା ମିଳିନି…

ଅଣ୍ଡା ପାଇବାରୁ ବଞ୍ଚିତ ପିଲେ...! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ପିଲାମାନେ ନୂତନ ସରକାର ଆସିବା ପର ଠାରୁ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି। ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତେକ ସାମଗ୍ରୀ ର ଦର ବୃଦ୍ଧି ହୋଇଛି। ଏହା ସହ ବଜାର ରେ ଅନେକ

ମନର ଭାବାବେଗକୁ ବିଭିନ୍ନ ମାଧ୍ୟମରେ ପରିପ୍ରକାଶ କରିବା ହିଁ କବିତା

ଚିକିଟି : ଏହି ବ୍ଲକ ଚେତନା ସାହିତ୍ୟ ସଂସଦ ତରଫରୁ ସମସ୍ତଙ୍କ ମନ ଭିତରେ ଲୁଚି ରହିଛି କବିତା,ତାକୁ ସଠିକ ଢଙ୍ଗରେ ପରିପ୍ରକାଶ କରିବା ହିଁ କବିତା, ସିଏ ଗୀତ ହେଉ ଅବା ଗଳ୍ପ ପ୍ରବନ୍ଧ କିମ୍ବା ଢଗ ଢମାଳି କି ମଞ୍ଚ ନାଟକ, ସବୁଥିରେ ଲୁଚି ରହିଛି ଅନ୍ତର୍ନିହିତ ପ୍ରତିଭା। ତାକୁ ଖୋଜି ବାହାର

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚିକିଟି : ଏହି ବ୍ଲକ ଚିକିଟି ରାମଗୁଡା ଶିଖରୋପରି ରାଜ ପ୍ରତିଷ୍ଠିତ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ହିସାବରେ ଗଣ୍ୟ ମାଁ ବାଳକୁମାରୀ । ଉକ୍ତ ପୀଠରେ ନୂତନ ଭାବେ ନିର୍ମିତ ଦେବୀ ପ୍ରାସାଦ ଏବଂ ମହାକାଳୀ ଓ ଗଣେଶଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୨୩ ତାରିଖ

ରାଜ୍ୟସ୍ତରୀୟ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀ

ମାଲକାନଗିରି, ୨୯/୧୨ : ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ବପୂର୍ଣ । ନ୍ୟାୟ ମାଗୁଥିବା ଏବଂ ନ୍ୟାୟ ପ୍ରଦାନକାରୀଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରନ୍ତି । ତେଣୁ ଆଇନଜୀବୀଙ୍କ ଦକ୍ଷତା ଉପରେ ଆମର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥା ନିର୍ଭରଶୀଳ ବୋଲି ମାଲକାନଗିରି ଜିଲ୍ଲା

ଦେଶୀ ବିହନ ଆଦାନ ପ୍ରଦାନ ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ବୁର୍ଲାଙ୍ଗି ଗ୍ରାମରେ ମିଲେଟ୍‌‌ ମିଶନ ଏବଂ ନିର୍ମାଣ ଅନୁଷ୍ଠାନ ମାଧ୍ୟମରେ କନ୍ଧମାଳର ପାରମ୍ପରିକ ଖାଦ୍ୟ ଉପରେ ଅଞ୍ଚଳବାସୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ

ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର

କ୍ଷୁଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉ : ବିଧାୟକ ଜି ଉଦୟଗିରି

ଫୁଲବାଣୀ : ଶିକ୍ଷା ହେଉଛି ଏକ ବିକଶିତ ସମାଜ ଗଠନର ମୂଳମନ୍ତ୍ର । ଶିକ୍ଷିତ ସମାଜ ଅଧିକ ସଚେତନ, କର୍ମକୁଶଳୀ ଓ ସୃଜନଶୀଳ ଅଟେ । ଏକ ପ୍ରଗତିଶୀଳ ଜିଲ୍ଲା ଓ ରାଜ୍ୟ ଗଠନ କରିବାକୁ ହେଲେ ଏହାର ଶିକ୍ଷା ବିଶେଷକରି ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେଥିରେ ଥିବା ଅବ୍ୟବସ୍ଥା