ଓଏଏସ୍ ସ୍ତରରେ ବଦଳି: ଶ୍ଵେତ କୁମାର ଦାଶ, ସିଡିଏ ସଚିବ

ଭୁବନେଶ୍ଵର: ଓଏଏସ୍ ଅଧିକାରୀସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ମୋଟ୍ ୨୨ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ…

ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି…

ଭୁବନେଶ୍ବର: ମାତ୍ର ୫ ମାସର ବ୍ୟବଧାନରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ବର ଡିସିପିଙ୍କୁ ବଦଳି କରିଛନ୍ତି। କେବଳ ସେତିକି ନୁହେଁ, ଅତିରିକ୍ତ ସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଏଥିସହିତ ୨୬ଜଣ ଆଇପିଏସ୍‌ଙ୍କ ପଦବିରେ ପରିବର୍ତ୍ତନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ…

ସାରୁ ସମବାୟ ସମ୍ପାଦକ ଙ୍କ ଏକଚାଟିଆ ନୀତି,ଚାଷିମାନଙ୍କୁ ମଣ୍ଡି ପଞ୍ଜିକରଣରେ ଅନିୟମିତତା ଅଭିଯୋଗ…

ହିଞ୍ଜିଳିକାଟୁ ୨!୩ ହିଞ୍ଜିଳିକାଟୁ ବ୍ଲକ୍ ସାରୁ ସମବାୟ ସମିତିରେ ଜଣେ ଚାଷୀ ମଣ୍ଡିରେ ଧାନ ବିକିବା ଲାଗି ପଞ୍ଜୀକରଣ କରିଥିବା ଜମି ଟାର୍ଗେଟ ଆସିବା ପରେ ସାରୁ ସେବା ସମବାୟ ସମ୍ପାଦକ ଙ୍କ ନାଁରେ ଅନିୟମିତତା ଅଭିଯୋଗ କରିଛନ୍ତିି | ସାରୁ ସେବା ସମବାୟ ସମିତିର ସମ୍ପାଦକ ଏକଚାଟିଆ ନୀତି ରେ…

ରାଜଧାନୀରେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍

ଭୁବନେଶ୍ଵର: ରାଜଧାନୀରେ ଜଣେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ହନିଟ୍ରାପରେ ପଡି ସ୍ଵାମୀ ଲକ୍ଷାଧିକ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି। ଇନଫୋସିଟି ଥାନା ଅଧୀନରେ ଅଧ୍ୟାପିକା…

୪ ସକ୍ରିୟ ନକ୍ସଲ ବିସ୍ଫୋରକ ଏବଂ ନକ୍ସଲ ପୁସ୍ତିକା ସହ ଗିରଫ…

ମାଲକାନଗିରି: ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ୪ ସନ୍ଦିଗ୍ଧ ନକ୍ସଲ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ମଧ୍ୟରେ ଯୋଜନା କରିବାକୁ ଆସିଥିଲେ। ହେଲେ ସୁରକ୍ଷାବାହିନୀର ତତ୍ପର ପଦକ୍ଷେପ ଯୋଗୁଁ ପୁଲିସ ହାତରେ ଧରା ପଡିଲେ।ଏହି ୪ ନକ୍ସଲଙ୍କୁ ଗିରଫ କରିବାରେ…

ସଡ଼କ ମଝିରୁ ୫ କେଜିର ଆଇଇଡି ଜବତ ଏବଂ ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ…

ମାଲକାନଗିରି,୨୮।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନଙ୍କ ମାଓ ଦମନ ତଲାସି ଅଭିଯାନ ବେଳେ ଗୋଟିଏ ଆଇଇଡି ବୋମାକୁ ଜବତ କରି ନିଷ୍କ୍ରିୟ କରାଯାଇଛି। ସୂଚନା ଅନୁଯାୟୀ ଛତିଶଗଡର କୋଣ୍ଟା ଥାନା ଅନ୍ତର୍ଗତ ଗୋଲ୍ଲାପାଲି ରାସ୍ତାର ବନ୍ଦା ଗ୍ରାମ ନିକଟରେ…

କୃଷକ ଉତ୍ପାଦକ ସଂଘ ର ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା…

ବ୍ରହ୍ମପୁର // ଛତ୍ରପୁର :ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ର କୃଷକ ଉତ୍ପାଦକ ସଂଘ ଉତ୍କର୍ଷ କେନ୍ଦ୍ର ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା ରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରୟଗଡା ଜିଲ୍ଲାରୁ ପ୍ରାୟ କୃଷକ ଉତ୍ପାଦକ ସଂଘ…

ସ୍କୁଟି ସହ ଅଭିଯୁକ୍ତ କୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

ଛତ୍ରପୁର,: ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ସ୍କୁଟି ଗାଡି କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବୋରି ରମା ଥାନା ଅଂଚଳ ର ଏସକେ. ସମିନ ଓରଫ ସଲିମ(୩୦)…

ପୋକ୍ସୋ ମାମଲାରେ ଚାର୍ଜଶିଟ୍ ଦାଖଲ ପରେ ୟେଦିୟୁରପ୍ପାଙ୍କୁ ସମନ କଲେ କୋର୍ଟ

ନୂଆଦିଲ୍ଲୀ: ପୋକ୍ସୋ ମାମଲାରେ ସିଆଇଡିର ନୂଆ ଚାର୍ଜସିଟ୍‌ ପରେ ୟେଦିୟୁରପ୍ପାଙ୍କୁ କୋର୍ଟଙ୍କ ସମନ। ଗୁରୁବାର କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ଏନେଇ ସମନ କରିଛି। ପୂର୍ବରୁ ମଧ୍ୟ ୟେଦିୟୁରପ୍ପାଙ୍କ ବିରୋଧରେ ଏନେଇ ମାମଲା ବିଚାରାଧୀନ ଥିଲା।…

ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ

ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର । ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ । ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ ହୋଇଥିଲେ । …