୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶେୟାର ବଜାର, କ୍ଷତି ହେଲାଣି ୯୨ ଲକ୍ଷ କୋଟି

ଭାରତୀୟ ଶେୟାର ବଜାରରେ ଶୁକ୍ରବାର ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ଶେୟାର ବଜାର ପ୍ରାୟ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ନିବେଶକମାନଙ୍କ ମଧ୍ୟ​‌ରେ ଆହୁରି ଭୟ ବୃଦ୍ଧି ପାଇଲାଣି। ଆଗକୁ କ’ଣ ହେବ ତାହା କହିବା ମୁସ୍କିଲ ହୋଇପଡ଼ିଛି। ୨୦୨୪ ଅକ୍ଟୋବର ମାସରୁ ନିଫ୍ଟି ପ୍ରତିମାସରେ ଖସିବାରେ…

ବ୍ରହ୍ମପୁରରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ମାର୍ଚ୍ଚ ୮ ରେ ଏକା ଥରକେ କୋଟିଏ ମହିଳାଙ୍କୁ କରାଯିବ ଆର୍ଥିକ ସ୍ୱାବଲମ୍ବୀ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦ୍ଵୀତିୟ କିସ୍ତି ପ୍ରଦାନ କରାଯିବ । ଆନ୍ତର୍ଜାତିୟ ମହିଳା ଦିବସରେ ସଶକ୍ତ ହେବେ ମହିଳା। ଏକ…

ଅମିତଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ

ଅନ୍ଧ କଲା ପ୍ରେମ । ପ୍ରେମରେ ବାଇଆ ହୋଇ ଅପରାଧ କରି ବସିଲା ପ୍ରେମିକ । ମୋ ପ୍ରେମରେ ଯିଏ କଣ୍ଟା ସାଜିବ ତାକୁ ଜୀବନରୁ ମାରିଦେବି । ଏମିତି କଥା ଭାବି ଭାବି ଶେଷରେ ଜଣଙ୍କ ଜୀବନ ନେଇଗଲା ପ୍ରେମିକ । ଜଣେ ପ୍ରେମିକାକୁ ଦୁଇ ଜଣ ପ୍ରେମିକ । ପ୍ରେମକୁ ପାଇବା ପାଇଁ ଜଣେ ନେଲା ଅନ୍ୟ ଜଣେ…

ଜାତୀୟ ବିଜ୍ଞାନ ଦିବସ ଅବସରରେ ଶିକ୍ଷକ ସାମଗ୍ରୀ କର୍ମଶାଳାର ଆୟୋଜନ…

ମାଲକାନଗିରି : ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା କ୍ଲଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟ ରେ ଏକ ଶିକ୍ଷଣ ସାମଗ୍ରୀ କର୍ମଶାଳା ର ଆୟୋଜନ କରାଯାଇଛି l ସି.ଆର.ସି.ସି ଶ୍ରୀ ରଂଜିତ କୁମାର ନାୟକଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ କରାଯାଇଥିଲା l ସେହି ବିଦ୍ୟାଳୟର ପ୍ରଧାନ…

ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ପାଇଁ ଅଟକ ରଖିଲା ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା…

ଜର୍ମାନୀରେ ଦକ୍ଷିଣପନ୍ଥୀ ସରକାର, ଫ୍ରେଡରିକ ମର୍ଜ ହେବେ ନୂଆ ଚାନସେଲର

ୟୁରୋପୀୟ ଦେଶ ଜର୍ମାନୀରେ ଶେଷ ହୋଇଥିବା ନିର୍ବାଚନରେ ଦକ୍ଷିଣପନ୍ଥୀ ଦଳ ବିଜୟୀ ହୋଇଛି। ଫ୍ରେଡରିକ ମାର୍ଟିନ ଜୋଶେଫ ମର୍ଜଙ୍କ ନେତୃତ୍ଵାଧୀନ କ୍ରିଷ୍ଟିୟନ ଡେମୋକ୍ରାଟିକ ୟୁନିଅନ(ସିଡିୟୁ) ପାର୍ଟି ବିପୁଳ ଭୋଟରେ ବିଜୟ ଲାଭ କରିବା ସହିତ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ସିଡିୟୁ ନେତା…

ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି ।…

୨୫ ଲକ୍ଷ ଟଙ୍କା ନଦେବାରୁ ଥାନା ଅଧିକାରୀଙ୍କ ନାରେ ମିଥ୍ୟା ଆରୋପ ! ଏତଲା ଦେଲେ ସମ୍ପର୍କୀୟ

ଜଗତସିଂହପୁର: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରୁ ଭରଷା ଉଠିଯିବ । କେତେ ପ୍ରତିଶୃତି କେତେ ସ୍ୱପ୍ନ ଦେଖାଇ ପ୍ରେମ କରିଥିଲେ । କିନ୍ତୁ ଆଜି ସେ ସବୁ ମିଛ…

ରାଜ୍ୟରେ ୨ ବର୍ଷ ଭିତରେ ପୂରଣ ହେବ ଡାକ୍ତର ଓ ପାରା ମେଡିକାଲ ପଦବୀ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଧରି ଚାଲିବ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ମଦ୍ରାସାରେ ପ୍ରାର୍ଥନା ସମୟରେ ବିସ୍ଫୋରଣ, ୫ ମୃତ

ପାକିସ୍ତାନର ଏକ ମଦ୍ରାସାରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବରପଖତୁନଖ୍ବା ପ୍ରଦେଶର ଅକ୍କୋରା ଖଟ୍ଟକ ଜିଲା ଅନ୍ତର୍ଗତ ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ…