ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ…

ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏ ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପ୍ରଥମ ଅଧିବେଶନର ମୁଖ୍ୟ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୧୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ପୁଅ ଓ ଜଣେ ଝିଅ…

ଓଡ଼ିଶାର ଅକ୍ଷୟ ଶକ୍ତିରେ ୧ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଇଚ୍ଛୁକ ଏଚଆଇଏଫ

ଭୁବନେଶ୍ୱର: ସରିଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ । ହେଲେ ଏବେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କର ସୁଅ ଛୁଟୁଛି । ଚିଲିର ଏଚଆଇଏଫ୍ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ…

ଦିଲ୍ଲୀ ପରେ ବିଜେପିର ‘ମିସନ ପଶ୍ଚିମବଙ୍ଗ’: ମମତା ସରକାରଙ୍କୁ ହଟାଇବା ଯୋଜନା

ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିବା ପରେ, ଦଳର ପରବର୍ତ୍ତୀ ମିସନ ହେଉଛି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଭାଙ୍ଗିବା। ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିଛି। ଏବେ ବିଜେପିର…

ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ଏଣିକି ଭୁଲ ତଥ୍ୟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ : ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି । ଆଠଟି ପଞ୍ଜିକା ଗଣନା ପ୍ରକାଶକଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ୫ଟି…

ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହାକୁ ମିଶାଇ ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି । ଏହା ସତ୍ତ୍ବେ ଏବେ ସୁଦ୍ଧା ଅଢେଇ ଲକ୍ଷରୁ ଅଧିକ…

କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ: ବ୍ରଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଆମ ଆଦମୀ ପାର୍ଟିର ପରାଜୟ ପରେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,‘ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଯେକୌଣସି ସମୟରେ ପତନ ହୋଇପାରେ। ଅରବିନ୍ଦ…

୧୫ ଭିତରେ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର ନ କଲେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାସନ୍ କାର୍ଡ ଇ-କେୱାଇସି ଅପଡେଟ ପାଇଁ ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ । ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ପାଇଁ ଆବେଦନର ଶେଷ ତାରିଖ । ଏହାପରେ ଆଉ ସମୟ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏପର୍ଯ୍ୟନ୍ତ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ପକ୍ଷରୁ ଦୁଇଦିନିଆ କନ୍‌କ୍ଲେଭ୍ ‘ଅରୁଣିମା…

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ଇସ୍ପାତ ଓ ଖଣି, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ ୭ମ ଶ୍ରେଣୀରୁ ସ୍ନାତକ ପ୍ରଥମ ବର୍ଷ ପର୍ଯ୍ୟନ୍ତ ମୋଟ ୭୪୫ ଛାତ୍ରଛାତ୍ରୀଙ୍କୁ ୭୩ ଲକ୍ଷ୍ୟ ଟଙ୍କାର…

ଦୀପ ତଳ ଅନ୍ଧାର ଆସିକା ଏସ.ଡ଼ି.ପିଓ କାର୍ଯ୍ୟାଳୟ ନିକଟରେ ପାର୍କିଙ୍ଗ ଯୋଗୁଁ ଟ୍ରାଫିକ ଜାମ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଉପ ଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚାରି ଚକିଆ ଯାନବାହାନ ପାର୍କିଙ୍ଗ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଲାଗି ରହୁଛି। ଏହି କାର୍ଯ୍ୟାଳୟ ନିକଟରେ ଅଦାଲତ, ବ୍ୟାଙ୍କ,ସଵ ରେଜିଷ୍ଟେର ଅଫିସ,ଡ଼ାକଘର ଓ ସ୍କୁଲ ରହିଛି। ଆସିକା ସହର ର…

ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍ ରେ ୬ DSP, ୩ ଇନ୍ସପେକ୍ଟର, ୧୦ ASIସାମିଲ ଅଛନ୍ତି । ସ୍ପେଶାଲ…