Sign in
Sign in
Recover your password.
A password will be e-mailed to you.
ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ: ପୁଅକୁ ଫେରାଇ ଆଣିବା ନିମନ୍ତେ ମାର ନିବେଦନ
ଛତ୍ରପୁର : ସୁଦୂର ଓମାନରେ ୧୨ ଜଣ ଓଡ଼ିଆ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭାରତ ଫେରିବା ଲାଗି ଏମାନେ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରି ନିବେଦନ କରିଛନ୍ତି। ଏହି ଭିଡିଓ ବାର୍ତ୍ତା ଏବେ ଭାଇରଲ ହେବାରେ ଲାଗିଛି। ଏଥିରେ ଜଣେ ଶ୍ରମିକ ଗଞ୍ଜାମ!-->…
ଇଭିଏମ୍ ତଥ୍ୟ ଡିଲିଟ୍ କରନାହିଁ : ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଇଭିଏମ୍ ଯାଞ୍ଚ ସଂକ୍ରାନ୍ତ ଏକ ପିଟିସନ୍ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହା ସହିତ ନିକଟରେ ହୋଇଥିବା ନିର୍ବାଚନ ସଂପର୍କିତ ତଥ୍ୟ ଇଭିଏମରୁ ନ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍!-->!-->!-->…
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ହିଞ୍ଜିଳିକାଟୁ ୧୧/୨ : ଘରୋଈ ବସ ମାଲିକ ସଂଘ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ଵସ ଟର୍ମିନାଲ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ୮୫ ଜଣ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।!-->…
ଗଡିଲା ଶ୍ରମିକ ସଚେତନତା ରଥ
ଛତ୍ରପୁର, : ଆଜି ଠୁ ଗଡିଲା ଶ୍ରମିକ ସଚେତନତା ରଥ,ଏହି ରଥ ଏକ ମାସ ଧରି ଛତ୍ରପୁର ଶ୍ରମ ବିଭାଗ ଅଧିନରେ ଥିବା ସମସ୍ତ ଅଂଚଳ ବୁଲି ଲୋକଙ୍କୁ ସଚେତନତା କରାଇବ । ଅଣ ସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓଡିଶା ସରକାରଙ୍କ ପ୍ରାଥମିକତା । ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ କଣ ସବୁ ସୁବିଧା ପାଇବେ!-->…
ସୁରକ୍ଷିତ ଇଣ୍ଟରନେଟ୍ ଦିବସ ସଚେତନତା କର୍ମଶାଳା
ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଅଛି I ଏଥିରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ!-->…
ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ
ବାରିପଦା: ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ । ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାଟେରୀ ଚାଳିତ ଅଟୋକୁ ସ୍କର୍ପିଓ ଧକ୍କା ଦେଇଛି । ଘଟଣାସ୍ଥଳରେ ଅଟୋ ଚାଳକ ସହିତ ଅନ୍ୟଜଣଙ୍କ ମୃତ୍ୟ ହୋଇଛି । ପୋଲିସ ପହଞ୍ଚି!-->…
AI ଠାରୁ ସତର୍କ ରହିବା ଜରୁରୀ : ପ୍ରଧାନମନ୍ତ୍ରୀ ମୋଦୀ
ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବହୁ ପ୍ରତୀକ୍ଷିତ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି। ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏଆଇ ଅନ୍ୟ!-->…
ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି : ଜ଼ିଲାପାଳଙ୍କୁ ମନରେଗା ଶ୍ରମିକ ୟୁନିଅନର ସ୍ମାରକପତ୍ର
ଛତ୍ରପୁର : ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ମନରେଗା ଶ୍ରମିକଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଏବଂ ସମସ୍ତ ଅଧିକାରକୁ ପ୍ରଦାନ କରିବା ସଂପର୍କରେ ଏକ ଦାବିପତ୍ର ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି। ଦାବି ଗୁଡିକ!-->…
ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ହେବ ପରିବର୍ତ୍ତନ, ଜାରି ହେଲା ବିଜ୍ଞପ୍ତି
ଭୁବନେଶ୍ୱର: ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ (ମେଥଡ୍ ଅଫ୍ ରିକ୍ୟୁଟ୍ମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ!-->…
କଟକରେ ଖୋଲିଲା ସର୍ବ ବୃହତ ବିଜୁ ପଟ୍ଟନାୟକ ପାର୍କ, ଅଛି ଦେଢ଼ କିଲୋମିଟରର ସିନ୍ଥେଟିକ୍ ରନିଂ ଟ୍ରାକ୍
କଟକ: କଟକରେ ଖୋଲିଲା ସର୍ଵ ବୃହତ ବିଜୁ ପଟ୍ଟନାୟକ ପାର୍କ । ୨୬ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମାଣ ପରେ ସୋମବାର ଦିନ ଏହି ପାର୍କକୁ ଲୋକାର୍ପିତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ ଏହି ପାର୍କ କଟକବାସୀଙ୍କ ପାଇଁ ଏକ ଉପହାର । !-->…