ଦୋକାନରେ ଲାଗିଲା ନିଆଁ, ନିଜ ଦୋକାନରେ ଜିଅନ୍ତା ଜଳି ଗଲେ ମହିଳା

ପଟ୍ଟାମୁଣ୍ଡାଇ: ପାନ ଦୋକାନରେ ଲାଗିଲା ନିଆଁ । ନିଜ ଦୋକାନରେ ନିଜେ ଜଳି ଗଲେ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଛକରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣଙ୍କ ହେଲେ ୪୮ ବର୍ଷିୟ କମଳା ସାହୁ । ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। ପୋଲିସ…

ଦିଲ୍ଲୀରେ ଭାଜପା ବିଜୟକୁ ନେଇ ଆତସବାଜି ସହ ଖୁସିରେ ମିଷ୍ଠାନ ବାଣ୍ଟିଲେ ଭାଜପା କର୍ମୀ

ମାଲକାନଗିରି : ଆଜି ମାଲକାନଗିରି ସଦର ମହକୁମା ରେ ଭାରତୀୟ ଜନତା ପାର୍ଟି ର ଦିଲ୍ଲୀ ଦଖଲ କୁ ନେଇ ଜିଲ୍ଲା ସଦର ମହକୁମା ରେ ଆତସ ବାଜି ସହ ମିଷ୍ଠାନ ବାଣ୍ଟିଲେ ଭାଜପା କର୍ମୀ । ଦୀର୍ଘ ୨୭ବର୍ଷ ପରେ ୭୦ବିଧାନସଭା ଆସନରୁ ୪୮ଆସନରେ ଜିତିବା ସହ ଶାସକ (ଆପ) ଆମ ଆଦମୀ ପାର୍ଟି କୁ ଗାଦିଚ୍ୟୁତ…

୧୮ରୁ ଆରମ୍ଭ ହେବ ବେଲଘର ଡିମ୍ବୁଲି ମହୋତ୍ସବ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟ ତର୍ଗାବାଲି ଠାରେ ଡିମ୍ବୁଲି ମହୋତ୍ସବ ଚଳିତ ମାସ ୧୮ଓ ୧୯ ଦୁଇଦିନ ଧରି ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ , ଏ ନେଇ ସମସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ…

ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୮/୨ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଘୋଡାଇଶୁଣି ପିଠରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ବିଜେଡି ପକ୍ଷରୁ ବନ୍ଧୁ ମି ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଡିଆରଡିଏ ପ୍ରତିନିଧି…

ଆପ୍ ଦିଲ୍ଲୀରେ ହେଇଗଲା ସାଫ୍ : ସରୋଜ ସାବତ

ବ୍ରହ୍ମପୁର, ୮/୨ : ଦିଲ୍ଲୀର ଐତିହାସିକ ବିଜୟ ପରିପ୍ରେକ୍ଷୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧୀ ନଗର ଛକ ଠାରେ ବିଜୟ ଉତ୍ସବ ମନାଯାଇଛି । ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଯେଉଁଭଳି ଭାବରେ ଦିଲ୍ଲୀକୁ ଭାରତୀୟ ଜନତା ପାର୍ଟି ଦଖଲ କରିଛି । ଆଗାମୀ…

ପାହାଡ଼ ଉପରୁ ଦହିବରା ବିକାଳୀଙ୍କ ଶବ ଉଦ୍ଧାର : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ, ଦାଶରଥୀ ଫେବୃଆରୀ ୧ ରେ ଦହିବରା ବିକ୍ରି କରିବାକୁ ପୁରୁଣା କଟକ ଯିବେ ବୋଲି ଜଣେ ସାଙ୍ଗକୁ କହି ଯାଇଥିଲେ…

ବିଜୟ ଉତ୍ସବ ପାଳିଲା ବିଜେପି

ହିଞ୍ଜିଳିକାଟୁ ୮/୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମ ସି ଛକଠାରେ ବିଜେପିର କାର୍ଯ୍ୟକର୍ତା ବାଣ ଫୁଟାଇ ମିଠା ବାଣ୍ଟି ଦିଲ୍ଲୀ ରେ ବିଜେପି ର ଜିତ ପରେ ବିଜୟ ଉତ୍ସବ ପାଳନ କଲେ। ଏହି ଅବସରରେ ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ ନାଚ ନାଚିବା ସହିତ ବାଣ ଫୁଟାଇ ମିଠା…

ବାରକୋଶ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚ ଦୁଲୁକିଲା

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଶ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଶ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର…

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ । ଆପ ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି। ବିଜୟ ମୁକୁଟ ପିନ୍ଧିବା ପରେ ବିଜେପି ଶିବିରରେ ଉତ୍ସବର ମାହଲୋ। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଦିଲ୍ଲୀ ବିଜୟକୁ ନେଇ ବିଜୟ ଉତ୍ସବ ପାଳିବାକୁ…

ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ ହେବନି ଅମୃତ ସ୍ନାନ

ନୂଆଦିଲ୍ଲୀ : ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଆସନ୍ତା ୨୬ ତାରିଖ ମହାଶିବରାତ୍ରୀ ଅବସରରେ ସମାପ୍ତ ହେବ । ମହାକୁମ୍ଭରେ ଆଉ ୨ଟି ସ୍ନାନ ରହିଛି, ତାହା ହେଉଛି ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀ । କିନ୍ତୁ ଏହି ଦୁଇଦିନ ଅମୃତ ସ୍ନାନ ହେବ ନାହିଁ । ଏହି କାରଣରୁ ଏବେଠାରୁ…