ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଟ୍ରମ୍ପ

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନମାନଙ୍କୁ ଅପସାରଣ କରି ପୁନଃନିର୍ମାଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି। ଏହା ଅନ୍ତର୍ଗତ ୨୩ ଲକ୍ଷ…

ଚେନ୍ନାଇରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଛୁରୀ ଦେଖାଇ ଚଳନ୍ତା ଅଟୋରେ ଯୌନ ନିର୍ଯାତନା

ଚେନ୍ନାଇ,୫ା୨: ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରେ ଏକ ଚଳନ୍ତା ଅଟୋରିକ୍ସାରେ ଜଣେ 18 ବର୍ଷୀୟ ପ୍ରବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ଅପରାଧ ସ୍ଥାନ ନିକଟରେ ଥିବା CCTV ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ତିନି ଜଣ ସନ୍ଦିଗ୍ଧଙ୍କୁ…

ଭୋଟ ଦେଲେ ରାଷ୍ଟ୍ରପତି: ଚାରିଆଡେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ। ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର ଢଙ୍ଗରେ ସଜାଯାଇଛି…

ଅମିତ ଶାହଙ୍କ ବିରୋଧରେ ‘ଗୁଣ୍ଡାରାଜ୍‌’ ଅଭିଯୋଗ ଆଣିଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଅଭିଯୋଗ ଆଣିଛନ୍ତି ଯେ ​​ଭୋଟ ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ "ଗୁଣ୍ଡାରାଜ"କୁ ସମର୍ଥନ କରି ଆପ୍‌ କର୍ମୀମାନଙ୍କୁ ହଇରାଣ…

ଅଙ୍ଗନୱାଡ଼ି ଭିତ୍ତିଭୂମି: ଏଣେତେଣେ ଚାଲିଛି ୫୪୭ କେନ୍ଦ୍ର, ୩୯୯ ପଦବି ଖାଲି

କୋରାପୁଟ: ଜିଲ୍ଲାର ୧୪ବ୍ଲକ ଓ ସୁନାବେଡା ପୌରାଂଚଳକୁ ନେଇ ୧୫ଟି ସ୍ଥାନରେ ୩୩୯୭ଟି ଅଙ୍ଗନୱାଡି କେନ୍ଦ୍ରରୁ ୨୮୫୦ଟି ନିଜସ୍ବକୋଠାରେ ଚାଳିଛି। ୩୯୯ ଜଣ ଧାର୍ଯ୍ୟ ସଂଖ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ ୫୪୭ଟି ସ୍ଥାନରେ ନିଜସ୍ବ କେନ୍ଦ୍ର ନାହିଁ। ୧୯୮୪ଟି ସ୍ଥାନରେ ବିଦ୍ୟୁତ ସଂଯୋଗ, ୧୭୨୭ଟି…

‘ଆମ ଓଡିଶା, ନବୀନ ଓଡିଶା’ର ଅଧା ପ୍ରକଳ୍ପ ବି ବିକଶିତ ଗାଁ ଯୋଜନାରେ ସମ୍ପୂର୍ଣ୍ଣ ହୋଇପାରିବ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଅଧାରେ ଅଟକିଥିବା ପ୍ରକଳ୍ପକୁ ବି ସମ୍ପୂର୍ଣ୍ଣ କରିବେ ରାଜ୍ୟ ସରକାର | ବିକାଶ ରାଜନୀତିରୁ ଉର୍ଦ୍ଧ୍ବରେ କହି ମୋହନ ସରକାର ଆଜି ଏହି ବଡ ଘୋଷଣା କରିଛନ୍ତି | ବାସ୍ତବରେ ଆଜିଠୁ ଆରମ୍ଭ ହୋଇଛି ‘ବିକଶିତ ଗାଁ, ବିକଶିତ ଓଡିଶା’ । ଭୁବନେଶ୍ୱର ନିକଟବର୍ତ୍ତୀ…

ଫେବୃଆରୀ ୧୦ରୁ ଜୋରଦାର ହେବ ଗାଡ଼ି ଚେକିଂ

ଭୁବନେଶ୍ୱର,୫।୨: ଫେବ୍ରୁଆରି ୧୦ରୁ ହେବ ବଡ଼ ଧରଣର ଧରପଗଡ଼। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ସେହିପରି କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ। ୧୦ ପୂର୍ବରୁ ଏଥିରୁ…

କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ମାରିଦେବାକୁ ଧମକ

ଭୁବନେଶ୍ୱର,୫।୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଧମକ ଦିଆଯାଇଛି। ୫୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦିଆଯାଛି। ଏ ନେଇ ନିଜେ ଜୟଦେବ ଜେନାଙ୍କ ଅଭିଯୋଗ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ତଦନ୍ତ ଦାବି କରିଛନ୍ତି। ନିରଞ୍ଜନଙ୍କ ପରେ ଜୟଦେବଙ୍କୁ…

ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ  ୫୮୦ଟି ଗୃହ ଓ ଜମି ସମ୍ପତ୍ତି ହେଲା ପଞ୍ଜୀକୃତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପରିବର୍ତ୍ତନ ପାଇଁ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହଜମିର…

ମେଜର-ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା: ଖୁବ ଶୀଘ୍ର ରିପୋର୍ଟ ପ୍ରଦାନ କରିବେ କମିସନ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନା ଅଂଚଳରେ ଗତବର୍ଷ ସେନାର ଜଣେ ମେଜର ଓ ତାଙ୍କର ବାନ୍ଧବୀଙ୍କ ଉପରେ ହୋଇଥିବା ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ ‌ଶେଷ ହୋଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠିତ ହୋଇଥିବା ତଦନ୍ତ କମିସନର ତଦନ୍ତ ଶେଷ କରିଛନ୍ତି।…