ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦ୍ଵନ୍ଦ ହଟିଲା: ଓଡ଼ିଶା ହାଇକୋର୍ଟଙ୍କ ସ୍ଥଗିତାଦେଶ କୋହଳ

କଟକ,୫ା୨: ଓଡ଼ିଶା ହାଇକୋର୍ଟ ବୁଧବାର ତାଙ୍କର ପୂର୍ବ ସ୍ଥଗିତାଦେଶକୁ କୋହଳ କରିବା ସହିତ ୨୭୫୩ ଜଣ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (MPHW)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ଓଏସଏସଏସସି MPHW ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଅନେକ ପ୍ରାର୍ଥୀ ଆବେଦନ ଦାଖଲ କରିବା…

ପୁରୀ-କୋଣାର୍କ ବୁଲିଲେ ଷୋଡ଼ଶ ଅର୍ଥ କମିଶନ: ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ପାଇଁ ଆଲୋଚନା

ଭୁବନେଶ୍ୱର, ୫ା୨: ଓଡିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର…

ବାରବାଟୀ ଦିନିକିଆ: କାଉଣ୍ଟର ଟିକେଟ୍‌ ନପାଇ ନିରାଶ ହେଲେ କ୍ରିକେଟ୍‌ପ୍ରେମୀ

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ପାଇଁ ଆଜି ସନ୍ଧ୍ୟାରେ କାଉଣ୍ଟର ଟିକେଟ୍‌ ବିକ୍ରି ଶେଷ ହୋଇଛି। କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କାଉଣ୍ଟର…

ଡଙ୍ଗାବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣା: ୪ଦିନ ପରେ ଜଣକ ମୃତଦେହ ଉଦ୍ଧାର

ଲମତାପୁଟ: ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣାକୁ ଆଜିକୁ ୪ଦିନ ପରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି। ଆଉ ଜଣେ ନାବାଳକ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ମୃତଦେହ ଅମିତ ହନ୍ତାଲଙ୍କର ବୋଲି…

ଦିଲ୍ଲୀ ବିଧାନସଭା ନିର୍ବାଚନ ଏକ୍‌ଜିଟ୍‌ ପୋଲ : ବିଜେପିକୁ ଅଧିକ ଆସନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ୫ ଫେବ୍ରୁଆରିରେ ମତଦାନ ଶେଷ ହୋଇଛି। ଦିଲ୍ଲୀର୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଯାହାର ଫଳାଫଳ ଫେବ୍ରୁଆରି ୮ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ଏକଜିଟ୍ ପୋଲ…

ଅସହ୍ୟ ହେଲାଣି ଆର୍ଥିକ ସଙ୍କଟ, ଭାରତ ସହିତ ସମସ୍ତ ସମସ୍ୟାର ସମାଧାନ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ,୫ା୨: ପାକିସ୍ତାନ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ତାଙ୍କ ଦେଶ କାଶ୍ମୀର ଲୋକଙ୍କୁ “ଅଟଳ”…

ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରା

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରା ତାଙ୍କର ନୂଆ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳରେ ବସିଥିବାର ଦେଖିବାକୁ ଚାହୁଁଛନ୍ତି। ମୋଦୀଙ୍କୁ ସେହି ପ୍ରକାରର 'ଅପମାନ' ଭୋଗିବା ସେ ଦେଖିବାକୁ ଚାହୁଁଛନ୍ତି ଯାହା ବିରୋଧୀ…

ବଜେଟ୍ ପରେ ଏବେ ୟୁସିସିକୁ ସମର୍ଥନ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ଅଭିନେତା ତଥା ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ଶତ୍ରୁଘ୍ନ ସିହ୍ନା ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ଲାଗୁକୁ ପ୍ରଶଂସା କରିଛନ୍ତି। ଚାରି ଦିନ ପୂର୍ବରୁ, ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟର କିଛି ଅଂଶକୁ ମଧ୍ୟ ପ୍ରଶଂସା…

ଏଣିକି ସାହାରା ଇଣ୍ଡିଆର ନିବେଶକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ଦାବି କରିପାରିବେ

ନୂଆଦିଲ୍ଲୀ,୫।୨: ଯେଉଁମାନଙ୍କର ଟଙ୍କା ସାହାରା ଇଣ୍ଡିଆରେ ଫସି ରହିଛି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକ ସଭାରେ କହିଛନ୍ତି, ୨୮ ଜାନୁଆରୀ, ୨୦୨୫ ସୁଦ୍ଧା ସାହାରା ଗ୍ରୁପର ସମବାୟ ସମିତିଗୁଡ଼ିକର ୧୧,୬୧,୦୭୭ ଜମାକାରୀଙ୍କୁ ମୋଟ…

ଅଣହିନ୍ଦୁ କର୍ମଚାରୀଙ୍କୁ ନିଲମ୍ବନ କଲା ତିରୁପତି ମନ୍ଦିର କମିଟି

ତିରୁପତି,୫ା୨: ଭାରତରେ ପ୍ରମୁଖ ହିନ୍ଦୁ ଧର୍ମସ୍ଥଳୀ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଅନ୍ୟତମ। କିଛିଦିନ ତଳେ ଏଠାରେ ମିଳୁଥିବା ଲଡ଼ୁରେ ଗୋମାଂସ ଚର୍ବି ଅଂଶ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଥିଲା। ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ ନେତୃତ୍ୱରେ…