କୃଷି ବିଭାଗକୁ ଲୁଟୁଛନ୍ତି ୫ ଏନଜିଓ…!

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଜାଲିଆତି ହୋଇଛି ।ଚାଷ ନକରି ଚାଷୀ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଭୁଆଁ ବୁଲାଉଛି ବିଭାଗ । ମାଣ୍ଡିଆ ଚାଷକୁ ଲୋକାଭିମୁଖୀ କରିବା ପାଇଁ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ ପାଇଁ ୫ଟି ଏନଜିଓ କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିଲେ ।…

ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକାର ନଗ୍ନ ନମୁନା : ନିର୍ମାଣର ୩ବର୍ଷ ପରେ ଓଭରହେଡ ଟାଙ୍କିରୁ ଅନବରତ ଗଳୁଛି…

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଦାବିକଲେ ଗ୍ରାମବାସୀଗ୍ରୀଷ୍ମଋତୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରନଗଲେ ଆନ୍ଦୋଳନ ଚେତାବନୀହିଞ୍ଜିଳିକାଟୁ, ୪ା୨(): ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ଗ୍ରହଣ କରିଛନ୍ତି ।…

ମାଲକାନଗିରି ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଥିବା ପୁରାତନ ମହାବିଦ୍ୟାଳୟ ର ୪୪ତମ ବାର୍ଷିକ ଉତ୍ସବ ଆଜି ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ପ୍ରେମ ରେଖା ଭତ୍ରା ଙ୍କ ଅଧକ୍ଷତା ରେ ଆଡ଼ମ୍ବର ସହ ପାଳିତ ହୋଉଯାଇଛି । ଏହି ଅବସର ରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,…

କଂଗ୍ରେସ ବିରୁଦ୍ଧରେ ବିଜେପିର ରଣ ହୁଙ୍କାର : ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ

ବାଲିଗୁଡ଼ା : ବଜେଟ୍ ଅଧିବେଶନ ସମୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କ ଅପମାନ ଜନକ ମନ୍ତବ୍ୟକୁ ଘୋର ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ କରୁଛି ବିଜେପି । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲା…

ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ବ୍ୟାବସାୟିକ ପେଣ୍ଠସ୍ଥଳୀକୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ

-- ଆମ୍ବଗଡ ଗ୍ରିଡ ସବ-ଷ୍ଟେସନରୁ ନୀଳକଣ୍ଠ ନଗର ପ୍ରାଇମେରୀ ସବ-ଷ୍ଟେସନକୁ ନୂତନ ୩.୯ କିମି ଦୀର୍ଘ ୩୩ କେଭି ବିଦ୍ୟୁତ ଲାଇନ୍ ସଂଯୋଗ -- ବ୍ୟାବସାୟିକ କେନ୍ଦ୍ର ଏବଂ ଆବାସିକ ଅଞ୍ଚଳର ପ୍ରାୟ ୫୧ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ଉନ୍ନତ ମାନର ବିଜୁଳି ସେବା -- ଉନ୍ନତ ଭିତ୍ତିଭୂମି…

ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନ ରାଜା

ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ବେଳେ ତାଙ୍କ ସହିତ ଥିଲେ ଉତ୍ତର ପ୍ରଦେଶ…

ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ସହ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଏଭଳି ଅନୁଷ୍ଠାନର ଏକ ବଡ ଭୂମିକା ରହିଛି। ଆଜିର ଏହି ଦିନ କେବଳ ଉତ୍ସବ ପାଳନରେ ସୀମିତ ନୁହେଁ, ଏହାର…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ କଳା ପତକା ବିରୋଧ ପ୍ରଦର୍ଶନ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ ମୋହନ୍ ଭାଗବତଙ୍କୁ ବିରୋଧ କରିବା ସମୟରେ ମିଥ୍ୟା…

ମଧ୍ୟମ ବର୍ଗର ସ୍ୱପ୍ନକୁ ଏମିତି ବୁଝାଯାଏ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ ଦେଇଛୁ। ଗରିବଙ୍କ…