Sign in
Sign in
Recover your password.
A password will be e-mailed to you.
ବିଶ୍ଵ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ : ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ…
ବ୍ରହ୍ମପୁର : ବିଶ୍ବ କର୍କଟ ଦିବସ ଅବସରରେ "ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା" ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ!-->…
ଜିବିଏସକୁ ନେଇ ଓଡ଼ିଶାକୁ ସତର୍କ ଘଣ୍ଟି
ଭୁବନେଶ୍ୱର: ଦେଶରେ ସ୍ଥିତି ସଂଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ। ଏହା ଗୁଲେନବାରି ସିଣ୍ଡ୍ରମ। ଯାହା ଜଳ ବହିତ। ଏଥିରେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ (paralysis) ହୋଇଯାଉଛି। ମହାରାଷ୍ଟ୍ର, ଗୁଜୁରାଟ ଏବଂ କୋଲକାତାରେ ଏହି ମାମଲା ଦେଖା ଦେଲାଣି। ତେବେ ଏହି ରୋଗକୁ ନେଇ ଓଡ଼ିଶା!-->…
ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍: ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ ଅଭିଯୋଗ
ଭୁବନେଶ୍ୱର: ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କୁ ମାରୁଥିଲେ ଚୁନା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ମାଟ୍ରିମୋନିଆଲ ସାଇଟ୍ ରେ ଯୁବକ ଖୋଜୁଥିବା ଯୁବତୀମାନେ ହୋଇଯାଆନ୍ତୁ ସାବଧାନ୍ । ସୁନ୍ଦର ସୁନ୍ଦର ଫଟୋ ଦେଖି!-->…
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ଵର: ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର । ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଥିବା ବେଳେ ମୋଟର!-->…
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଉଥିବା ଲୋକଙ୍କୁ ସଂସଦରେ ଗରିବଙ୍କ ଚର୍ଚ୍ଚା ବିରକ୍ତିକର ଲାଗିବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବରେ ଗୃହକୁ ସମ୍ବୋଧନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୁଁ ବହୁତ ଭାଗ୍ୟବାନ୍ ଯେ ଦେଶର ଲୋକମାନେ ମୋତେ ଚତୁର୍ଦ୍ଦଶ ଥର!-->…
ପଡିଆରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ମାଲକାନଗିରି : ଜିଲ୍ଲା ପଡିଆ ବ୍ଳକ ସଦର ମହକୁମାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପଡିଆ ବ୍ଲକ ସଦର ମହକୁମାରେ ଥିବା ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଏକ କ୍ୟାମ୍ପ କରାଯାଇ ପଡିଆ ବ୍ଲକର ଆଠଟି ପଞ୍ଚାୟତରୁ ଆସିଥିବା!-->…
ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଦୁର୍ବ୍ୟବହାର, ଖବର ସଂଗ୍ରହକାରୀଙ୍କୁ ପାଲଟା ଧମକ ଅଭିଯୋଗ
ହିଞ୍ଜିଳିକାଟୁ : ସୋମବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନଶୁଣାଣୀ ଶିବର ଚାଲିଥିବା ବେଳେ ଜଣେ ବ୍ୟକ୍ତି ନିଜକୁ ରିପୋର୍ଟର ଦାବି କରି ଉକ୍ତ ବୈଠକକୁ ଯିବା ଓ ଜଣେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଦୁର୍ବ୍ୟବହାର ସହ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହିଞ୍ଜିଳି ଥାନାରେ!-->…
ଭିଜିଲାନସ ଜାଲରେ ପୋଲିସ ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ
ବୀରମହାରାଜପୁର : ଭିଜିଲାନସ ଜାଲରେ ପୋଲିସ ଏଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଡୁ ଭୋଇ । ଗାଡ଼ି ଦୁର୍ଘଟଣା ପରେ ଗାଡ଼ିକୁ ମୁକୁଳାଇବାକୁ!-->…
ରାଜଧାନୀରେ ବିବାହ ମଣ୍ଡପରୁ ଲୁଟ୍ ଘଟଣା; ପୁରୀରୁ ଧରାହେଲା ଅଭିଯୁକ୍ତ
ଭୁବନେଶ୍ୱର: ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ୍ କରିବା ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ମଙ୍ଗଳବାର ପୁରୀର ବଳିଆପଣ୍ଡା ଅଞ୍ଚଳରୁ ଗିରଫ କରାଯାଇଛି।
ଉକ୍ତ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କାଡିଆ ଗ୍ରାମର ରିତେଶ ସିସୋଦିଆ (୨୦) ବୋଲି ଜଣାପଡିଛି।!-->!-->!-->…
ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରିବା ଆରମ୍ଭ କଲା ଆମେରିକା
ଓ୍ବାଶିଂଟନ: ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରୁ ବହୁ ସଂଖ୍ୟକ ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରାଯାଉଛି। ସୂଚନା ମୁତାବକ, ବର୍ତ୍ତମାନ ବେଆଇନ ଭାବେ ବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଦେଶରୁ ବିତାଡ଼ିତ କରିବା!-->…