Sign in
Sign in
Recover your password.
A password will be e-mailed to you.
ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ଘରେ ରେଡ୍, ନାକ୍ ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଅଭିଯୋଗ
ସମ୍ବଲପୁର: ପ୍ରଫେସରଙ୍କ ଘରେ ସିବିଆଇ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ଘରେ ରେଡ୍ ହୋଇଛି । ଆଜି ସିବିଆଇ ଟିମ୍ ବୁଲୁ ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ଏହି ଯାଞ୍ଚ ଟିମରେ ୫ ଜଣ ଅଧିକାରୀ ରହିଛନ୍ତି । ଦୀର୍ଘ ଦୁଇ ଘଣ୍ଟା ଧରି ପ୍ରଫେସର ବୁଲୁ!-->…
ଓଡ଼ିଶାରେ ତିଆରି ହେବ କ୍ୟାନ୍ସର ରେଜିଷ୍ଟ୍ରି
ଭୁବନେଶ୍ୱର: ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରେ ତିଆରି ହେବ କ୍ୟାନ୍ସର ରେଜିଷ୍ଟ୍ରି। ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ। ହସ୍ପିଟାଲ୍ ଆଧାରିତ ଓ ଜନସଂଖ୍ୟା!-->…
ଆତ୍ମସମର୍ପଣ କଲେ ଦୁଇ ମାଓ ଦମ୍ପତି
ଭୁବନେଶ୍ବର: ଦୁଇ ମାଓ ଦମ୍ପତି ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ଝାଡ଼ଖଣ୍ଡର ଗଢଚିରୋଲି ଠାରେ ୪ଜଣଯାକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ପ୍ରଥମ ମାଓବାଦୀ ଦମ୍ପତି ହେଲେ ୬୩ ବର୍ଷୀୟ ବାଲାନ୍ନା ଏବଂ ତାଙ୍କ ୫୪ ବର୍ଷୀୟ ପତ୍ନୀ!-->!-->!-->…
ଓଡିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ
ବାରିପଦା: ଆଉ ନାହାନ୍ତି ଓଡିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି । ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଥିଲେ!-->!-->!-->…
ସନାତନ ବିରୋଧୀ ଚାହୁଁଥିଲେ କୁମ୍ଭମେଳାରେ ବଡ଼ ଅଘଟଣ ଘଟୁ : ଯୋଗୀ
ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭମେଳାରେ ମୌନି ଅମାବାସ୍ୟା ଦିନ ଜାନୁଆରୀ ୨୯ ତାରିଖରେ ହୋଇଥିବା ଦଳାଚକଟା ଓ ସେଥିରେ ହୋଇଥିବା ମୃତ୍ୟୁକୁ ନେଇ ରାଜନୀତି ଜାରି ରହିଛି । ଏହାକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ!-->…
ମୋ ବସ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା, କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ
ଭୁବନେଶ୍ୱର : ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଆଇଛି । ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି । ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ!-->…
ଟ୍ରେନ ୱାଗନରୁ ୧୨ ବୋମା ଜବତ
ବଲାଙ୍ଗିର: ବଲାଙ୍ଗୀରର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ମଙ୍ଗଳବାର ଦିନ ଏକ ମାଲବାହୀ ଟ୍ରେନ୍ ୱାଗନରୁ ସୁରକ୍ଷାକର୍ମୀମାନେ ପ୍ରାୟ ୧୨ଟି ବୋମା ଉଦ୍ଧାର କରିଛନ୍ତି।
ନିୟମିତ ଯାଞ୍ଚ ସମୟରେ ସୁରକ୍ଷାକର୍ମୀଙ୍କୁ ଏହି ବୋମାଗୁଡ଼ିକ ମିଳିଛି। ରେଳ ୱାଗନ୍ ରେ ବୋମାଗୁଡ଼ିକ କିପରି ପହଞ୍ଚିଲା ତାହା!-->!-->!-->…
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହକୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ
ଭୁବନେଶ୍ବର: ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ଆଜି ବିରୋଧୀ ଦଳ ନେତା ନବୀନ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ଉତ୍କଳଗୌରବଙ୍କ ତିରୋଧାନ ଦିବସ ପାଳନ
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ସ୍ଥାନୀୟ ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରି ମାନବ ଅଧିକାର ସୁରକ୍ଷା!-->…
ଦେଶର ବିକାଶ ସେମାନଙ୍କ ପାଇଁ ବୋରିଂ – ମୋଦୀ
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ!-->…