Sign in
Sign in
Recover your password.
A password will be e-mailed to you.
ଚିକିଟୀ ମହାବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ
ଚିକିଟୀ : ସ୍ଥାନୀୟ ଚିକିଟୀ ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଫେବୃଆରୀ ୧ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ସଭାରେ ସ୍ଥାନୀୟ ବିଧାୟକ ଶ୍ରୀ!-->…
ଦିଲ୍ଲୀ ନିର୍ବାଚନ: ବିଜେପିରେ ମିଶିଲେ ଇସ୍ତଫା ଦେଇଥିବା AAPର ସମସ୍ତ ୮ ବିଧାୟକ
ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା ସମସ୍ତ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ସେମାନେ ବିଜେପିର ହାତ ଧରିଛନ୍ତି । ଏହି ବିଧାୟକମାନେ ଶୁକ୍ରବାର ହିଁ ଦଳରୁ ଇସ୍ତଫା ଦେଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଏତେ!-->…
ବଜେଟକୁ ନେଇ ଅସନ୍ତୋଷ ଜାହିର କଲେ ନବୀନ
ଭୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି।!-->…
ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ
ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ। ତେଣୁ ରେଳ ବଜେଟରେ ମୋଟ ୨ ଲକ୍ଷ ୫୫ ହଜାର ୪୪୫ କୋଟି ଟଙ୍କାର ବ୍ୟୟବରାଦ!-->…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ
ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।
ତେବେ ଏସଆଇ ଅଭୟ ଏହି ବିବାଦର ସମାଧାନ!-->!-->!-->…
ସ୍ବାଭିମାନ ଅଂଚଳର ୨ ନକ୍ସଲଙ୍କ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ କାମ କରୁଥିବା ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ଏରିଆ କମିଟିର ଦୁଇ ଜଣ ସଦସ୍ୟ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟିର ଏସିଏମ ପଦବିରେ ରହି!-->…
ଓମଫେଡ୍ ଏମଡି ବିଜୟ ଅମୃତ କୁଲାଙ୍ଗେଙ୍କୁ ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର: ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ଓଡ଼ିଶା ସରକାର ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ମତ୍ସ୍ୟ ଏବଂ ଏଆରଡି ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି ।
!-->!-->!-->…
ବିଜେପି ସମର୍ଥକଙ୍କୁ ଏହି ଅପିଲ କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୫ ତାରିଖରେ ମତଦାନ ହେବ ଏବଂ ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ସମୟରେ, ଆମ ଆଦମୀ ପାର୍ଟି ମୁଖ୍ୟ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଭିଡିଓ ବାର୍ତ୍ତା ଜାରି କରି!-->…
ବାପାର ମୃତଦେହ ନେଇ ଫେରିବା ବେଳେ ଦୁର୍ଘଟଣା: ପୁଅ, ଜ୍ୱାଇଁ ସହ ୩ ମୃତ
ଭଦ୍ରକ: ଡମ୍ଫରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଲିଗଲା ୩ ଜୀବନ। ଜଣେ ଗୁରୁତର। ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ଡମ୍ଫରକୁ ପଛରୁ ଆମ୍ବୁଲାନ୍ସ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଛି। । ବାପାଙ୍କ ମୃତଦେହ ନେଇ ଫେରୁଥିବାବେଳେ ଅଘଟଣ । ପୁଅ, ଭିଣୋଇ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ!-->…
୬.୮୧ ଲକ୍ଷ କୋଟିକୁ ବଢିଲା ପ୍ରତିରକ୍ଷା ବଜେଟ୍
ନୂଆଦିଲ୍ଲୀ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ। ଏହି ରାଶି ଦେଶର ଆନୁମାନିକ ଜିଡିପିର ୧.୯୧ ପ୍ରତିଶତ। ୬.୮ ଲକ୍ଷ କୋଟି ଟଙ୍କାର!-->…