ଇନ୍ଦିରା ଗାନ୍ଧି ସରକାରରେ ୧୨ ଲକ୍ଷ ଆୟରୁ ୧୦ ଲକ୍ଷ ଟିକସ ଦେବାକୁ ପଡ଼ୁଥିଲା : ମୋଦୀ

ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ବିପୁଳ ପରିମାଣରେ ଟିକସ ଆଦାୟ କରାଯାଉଥିଲା । ନେହେରୁଙ୍କ ସମୟରେ ଆୟର ଏକ ଚତୁର୍ଥାଂଶ ଟିକସ ଦେବାକୁ…

ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ, ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ

କଣ୍ଟାବାଞ୍ଜି: ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ ହୋଇଛି। ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର…

ଧରାକୋଟ ବ୍ଲକ ରେ ଗମ ଧାନ ବୋଲି ସ୍ୱଳ୍ପ ଅର୍ଥ ଦେଇ ଚାଷୀଙ୍କୁ ଲୁଟୁଛନ୍ତି ମିଲର..!

ମାନ ନିର୍ଧାରଣ କରୁଥିବା ପ୍ରଶାସନ ବଟି ନେଇ ନୀରବ..! ଏବେ ମିଲେର ମାନଙ୍କୁ ଗମ ଧାନର ଭିଜୁଆଲ ଦେଖାଇ ଲୁଟୁ ଛନ୍ତି ଗୋଦି ମିଡ଼ିଆ ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଏବେ ଚାଷୀ ମାନଙ୍କ ଦୁଃଖ ନକହିଲେ ଭଲ ଧରାକୋଟ ବ୍ଲକର…

ଓଡ଼ଗାଁ ବ୍ଲକ ରେ ୨୦୪ ଅଯୋଗ୍ୟ ରାସନ କାର୍ଡ ଧାରୀ ଚିହ୍ନଟ…

ନୟାଗଡ଼: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକରେ ୨୦୪ଜଣ ଅଯୋଗ୍ୟ ରାସନ କାର୍ଡ ଧାରୀ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ରାସନ କାର୍ଡ ଫେରାଇ ଦେଇଛନ୍ତି । ଏହି ୨୦୪ଟି ରାସନ କାର୍ଡ ରେ ୭୧୧ ଜଣ ପ୍ରତ୍ୟେକ ମାସରେ ୫କିଲୋଗ୍ରାମ ହିସାବରେ ୩୬କୁଇଣ୍ଟାଲ ଚାଉଳ ଏବଂ ଫେରାଇଥିବା ୨୩ଟି କାର୍ଡ ର ମୋଟ ୮୫ ଜଣ…

ଶ୍ରୀ ଶ୍ରୀ ହରିଚାନ୍ଦ, ଗୁରୁଚାନ୍ଦଙ୍କ ବିଶାଳ ଭକ୍ତ ସମାରାହ

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଳଙ୍ଗପାରା ପଞ୍ଚାୟତର ଜଳଙ୍ଗପାରା ଡିଏନକେ(DNK) ଗ୍ରାମରେ ବିଗତ କାଲି ସନ୍ଧ୍ୟାରେ ମହାଆରମ୍ବର ସହିତ ଭକ୍ତି ସମାରହରେ ଡ଼ଙ୍କା, କାଶ, ଖଞ୍ଜୋନୀ ଧ୍ୱନିରେ ପୁରା ଗ୍ରାମ ପ୍ରକମ୍ପିତ ହୋଇ ଅବଲ,ବୃଦ୍ଧ, ବନିତା ଓ କୁନି କୁନି ଛୋଟ…

ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବିଭାବକ ଏବଂ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ମାଲକାନଗିରି : ମାଥିଲି ବ୍ଲକ ସଦର ମହକୁମା ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ମହାରଥୀ ଶିକ୍ଷାର୍ଥୀଙ୍କ ଅଭିଭାବକ ଅର୍ଜୁନ ପୂଜାରୀ ଙ୍କୁ ଦୁର୍ବ୍ୟବହାର କରିଥିଲେ l ଉକ୍ତ ଆଦର୍ଶ ବିଦ୍ୟାଳୟରେ ଅର୍ଜୁନ ଙ୍କ ଝିଅ ପାଠ ପଢୁ ଥିବା ସମୟରେ ଆଦର୍ଶ ବିଦ୍ୟାଳୟର…

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମ୍ବିରା ମଳିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ…

ମୋବାଇଲ ଦୁକାନର ଭେଣ୍ଟିଲେଟର ଭାଙ୍ଗି ଚୋରି

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅଧିନସ୍ତ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚେକଗେଟ ସମୁଖରେ ହାଶ୍ମି କମ୍ପ୍ଲେସରେ ଥିବା ଏ ଟୁ ଜେଡ ମୋବାଇଲ ଦୋକାନର ଭେଣ୍ଟିଲେଟର ଭାଙ୍ଗି ଚୋରି ହୋଇ ଥିବା ଜଣା ପଡ଼ିଛି | ଗତ କାଲି ଶୁକ୍ରବାର ଦିନ ପ୍ରାୟ ୮. ୩୦ ସନ୍ଧିୟାରେ ମୋହମ୍ମଦ…

ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଲେ ବିଧାୟକ : ଜିଲ୍ଲା ସମସ୍ୟାକୁ ଆଲୋଚନା

ମାଲକାନଗିରି, ୧।୨ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପରେ ଜିଲ୍ଲା ସଭାପତି ଓ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ। ଏହି ଅବସରରେ ବିଧାୟକ ଶ୍ରୀ ମାଡକାମୀଙ୍କ ସହ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର…

ବେଆଇନ ବାଲି ଚୋରାଚାଲାଣ, ଟ୍ରାକ୍ଟର ଜବତ, ଚାଳକ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଦେଇ ପ୍ରବାହିତ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ଚଢ଼ାଉ କରିଛି। ଶନିବାର ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ସିକିରି ଅଭିମୁଖେ ଯାଉଥିବା ବେଳେ ଆଙ୍କୋରଡା ଶିଶୁ…