Sign in
Sign in
Recover your password.
A password will be e-mailed to you.
ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ତଲାସି ଚଳାଇଛି ପୋଲିସ ଓ ବମ୍ ସ୍କ୍ୱାଡ ଟିମ୍
ବେଙ୍ଗାଲୁରୁ : ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ । ଇସ୍ରୋ!-->…
ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅଗ୍ନିକାଣ୍ଡ, ଜିରୋ କାଜୁଆଲଟି ହେଉଛି ପ୍ରାଥମିକତା
ଏଥିପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ପ୍ରଶିକ୍ଷଣ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଅଞ୍ଚଳରେ ଧନ ଜୀବନକୁ ଉଦ୍ଧାର କରିପାରିବେ ସିଭିଲ ଡିଫେସନ ଭଲ୍ୟୁଣ୍ଟର
ବ୍ରହ୍ମପୁର : ୧୯୬୮ ମସିହା ଯୁଦ୍ଧ ସମୟରେ ଲାଗୁ ହୋଇଥିଲା ସିଭିଲ ଡିଫେସନ!-->!-->!-->!-->!-->…
ରାମ ମନ୍ଦିରରେ ନିଯୁକ୍ତି ପାଇଁ ୧୨୫ରୁ ଅଧିକ କର୍ମଚାରୀ ଦେଇଛନ୍ତି ଲାଞ୍ଚ
ଅଯୋଧ୍ୟା : ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି, ଯାହାର!-->…
ମାଲକାନଗିରିରେ ଜନଗଣନା-୨୦୨୭ର ବୃହତ ପ୍ରଶିକ୍ଷଣ ଶିବିର ଆରମ୍ଭ
ମାଲକାନଗିରି, ୨/୭/୨୬: ମାଲକାନଗିରି ଜିଲ୍ଲା ପରିଷଦ ଅନ୍ତର୍ଗତ ଜିଲ୍ଲା ପଞ୍ଚାୟତ ସାଧନ ପ୍ରଶିକ୍ଷଣ ଗୃହଠାରେ ଜନଗଣନା-୨୦୨୭ ର ସଫଳ ରୂପାୟନ ପାଇଁ ଏକ ବୃହତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ!-->…
ଖଣିରେ ପଥର ଖସି ୭ ଶ୍ରମିକ ମୃତ
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ପଥର ଖଣିରେ ପଥର ଖସି ପଡ଼ିବା ଯୋଗୁ ଅନେକ ମୃତାହତ ହୋଇଥିବା ଜଣାପଡିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ଅନେକ ଶ୍ରମିକ ଖଣି ତଳେ ପୋତି ହୋଇ ରହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା!-->…
ଅମରନାଥ ଯାତ୍ରା ପାଇଁ ବାହାରିଲା ପ୍ରଥମ ଦଳ, ଶୁଭାରମ୍ଭ କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରରେ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦଳ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିବ ।!-->…
ଲଗାଣ ବର୍ଷାରେ ଧସିଲା ପାହାଡ଼, ଗଛ ଉପୁଡ଼ି ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି,୨|୭: ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ୩ ଦିନ ଧରି ପ୍ରବଳ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ପ୍ରଭାବରେ ସିତାପାଲି ଘାଟିରେ ପାହାଡ଼ ଧସିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ମାନ୍ୟମକୋଣ୍ଡାରୁ ସିତାପାଲି!-->…
ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଅଣ୍ଡାମାଡ଼, ଭିଡିଓ ସେୟାର କରି ବିଜେପିକୁ କଲେ ଟାର୍ଗେଟ୍
ନଦୀୟା: ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କାଲିଗଞ୍ଜଠାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ଏକ ଦଳୀୟ ବୈଠକ ଚାଲିଥିବା ସମୟରେ ବିକ୍ଷୋଭକାରୀମାନେ ତାଙ୍କୁ ଘେରିଯାଇ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଉପରକୁ!-->…
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଜୋର ଧରିଲା ଚର୍ଚ୍ଚା
ଭୁବନେଶ୍ୱର:ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ସାକ୍ଷାତ କରିବେ।ସୂଚନା ଅନୁସାରେ, ଅପରାହ୍ନରେ!-->…
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ
ବାଲିଗୁଡ଼ା : ଜୁଲାଇ ୧ ତାରିଖ ରାଷ୍ଟ୍ରୀୟ ଡାକ୍ତର ଦିବସରୁ ଓମସା ପକ୍ଷରୁ ୧୦ ଦଫା ଦାବିରେ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ଡାକ୍ତର ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି!-->…