ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ନବୀନ-ପାଣ୍ଡିଆନଙ୍କୁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ

ଖୋଲିଲା SCERT ଏବଂ ଓସେପା ୱେବସାଇଟ୍, ଅପଲୋଡ ହେଲା ସଂଶୋଧିତ ପୁସ୍ତକ

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ। ହେଲେ ଏବେ SCERT ଏବଂ ଓସେପା ୱେବସାଇଟ୍ ଖୋଲିଛି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ

PUC ସରିଯାଇଥିଲେ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ, କଡ଼ାକଡ଼ି ହେବ ନିୟମ

ଭୁବନେଶ୍ୱର: ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସରିଯାଇଛି, ତେବେ ତୁରନ୍ତ ଏହାକୁ ନବୀକରଣ କରନ୍ତୁ। ନଚେତ୍ ଆପଣ କେବଳ ରାସ୍ତାରେ ଜରିମାନା ଦେବେନି, ବରଂ ପେଟ୍ରୋଲ ପମ୍ପରେ ତେଲ ପାଇବାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ରାଜ୍ୟରେ ଏବଂ ସାରା ଦେଶରେ ବଢ଼ୁଥିବା ବାୟୁ

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିପଦପୂର୍ଣ୍ଣ ସ୍ଥାନ ସିଲ୍

ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳ ଲଙ୍ଘିବା ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ବିପଦପୂର୍ଣ୍ଣ ସ୍ଥାନକୁ ସିଲ୍ କରିଛି। ସମୁଦ୍ରର ଅସ୍ୱାଭାବିକ ଅଗ୍ରଗତି ଯୋଗୁଁ ଉକ୍ତ ସ୍ଥାନ ଅତ୍ୟନ୍ତ ବିପଦଜନକ ପାଲଟିଥିବାରୁ ଜନସୁରକ୍ଷା

୪ମାସ ହେବ କିଶୋରୀଙ୍କୁ ମିଳୁନି ଅଣ୍ଡା

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି କୈଶୋରୀ, ଗର୍ଭବତୀ ପ୍ରସୂତି,ଶିଶୁ ମାନଙ୍କ ଶାରୀରିକ ଅଭିବୃଦ୍ଧି ସାଙ୍ଗକୁ ସୁସ୍ଥ ଜୀବନ ଧାରଣ ନିମନ୍ତେ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସରକାରୀ

ଜିଲ୍ଲା ସ୍ତରୀୟ ଭିବି – ଜୀ ରାମ ଜି ଯୋଜନାର ଶୁଭାରମ୍ଭ

ନୟାଗଡ : ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ଗୃହରେ ବିକଶିତ ଭାରତ ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି -୨୦୨୫(ଭିବି - ଜୀ ରାମ ଜି) ଯୋଜନାର ଶୁଭାରମ୍ଭ ହୋଇଅଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ

ଦିନ ଦ୍ୱିପ୍ରହରରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା, ଭଗବାନ ଭରସାରେ ଚାଲୁଛି ପଞ୍ଚାୟତ କାର୍ଯ୍ୟ…

ମାଲକାନଗିରି, ୩ ଜୁଲାଇ: ପଞ୍ଚାୟତ କାର୍ଯ୍ୟାଳୟ ସରକାରୀ କାର୍ଯ୍ୟାଳୟ ହୋଇଥିବାରୁ ସାଧାରଣତଃ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହି ଜନସାଧାରଣଙ୍କୁ ସେବା ଯୋଗାଇବା କଥା। କାର୍ଯ୍ୟାଳୟରେ ଜିଆରଏସ୍, ପିଇଓ, ଆକାଉଣ୍ଟାଣ୍ଟ କିମ୍ବା ଅନ୍ୟ କୌଣସି ଦାୟିତ୍ୱପ୍ରାପ୍ତ କର୍ମଚାରୀଙ୍କ

ଆଲିପୁର ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ ରେ ଚାଲିଛି ଅର୍ଥ ଆଦାୟ…!

ପ୍ରଶାସନ ର ୧୪୪ ଧାରା ଧର୍ମକୁ ଆଖି ଠାର... ଶାସକ ଦଳର ନେତାଙ୍କ ଆଶୀର୍ବାଦ ସନ୍ୟାସୀ ଉପରେ ବୋଲି ଚର୍ଚ୍ଚା …! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ନିକଟସ୍ଥ ପଥରା ବେଆଇନ ବାଲି ଘାଟରୁ ସହ ସହ ଟ୍ରାକ୍ଟର ରେ ବାଲି ଚାଲାଣ ହେଉଛି। ଦିନ ରାତି ପାଳି ପାଳି କରି

ରାଉରକେଲାରେ ଧଳାଜହର ବେପାରୀ ଗିରଫ: ପ୍ଲାଣ୍ଟସାଇଟ୍ ପୋଲିସର ସଫଳତା

ରାଉରକେଲା: ସହରରେ ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ବଡ଼ା ପାର୍କ ନିକଟରେ ବେଆଇନ ଭାବେ ହେରୋଇନ୍ କାରବାର ଏବଂ ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଗିରଫ

ନକଲି ଆଇନ ଉଦାହରଣ ଦେଲେ ଓକିଲାତି ରଦ୍ଦ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟରେ ଚଳିବନି AI ର ଚାଲାକି! । ନକଲି ଆଇନ ଉଦାହରଣ ଦେଲେ ଓକିଲାତି । AI ର “ଭ୍ରମ” କୁ ନେଇ ସୁପ୍ରିମ ଚେତାବନୀ। AI ଦ୍ୱାରା ପ୍ରସ୍ତୁତ ନକଲି ଆଇନ ଉଦାହରଣ ଦେଲେ ଓକିଲଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । NCLT ର ରାୟକୁ ରଦ୍ଦ କଲେ କୋର୍ଟ। କୋର୍ଟ