Sign in
Sign in
Recover your password.
A password will be e-mailed to you.
ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ : ୧୦୦ରୁ ଅଧିକ ରାସ୍ତା ବନ୍ଦ, ଯାତାୟତ ଠପ୍
ଉତ୍ତରାଖଣ୍ଡ : ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାଜ୍ୟର ଅନେକ ରାସ୍ତା ବନ୍ଦ ହୋଇ ପଡ଼ିଥିବା ବେଳେ କିଛି କ୍ଷତିଗ୍ରସ୍ତ ହୋଇଛି । ବଦ୍ରିନାଥ ଏବଂ କେଦାରନାଥ ନ୍ୟାସନାଲ ହାଇଓେ୍ବ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇପଡିଛି ।!-->…
ଖାଇକୁ ଖସିଲା ବସ୍, ୪୦ ମୃତ
ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି । ବର୍ତ୍ତମାନ ଘଟଣା!-->…
ମଧ୍ୟପ୍ରାଚ୍ୟକୁ ସ୍ବାଭାବିକ ହେଲା ଏୟାର ଇଣ୍ଡିଆ ବିମାନ ସେବା
ନୂଆଦିଲ୍ଲୀ: ଭାରତର ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କରିଛି। ଯୁଦ୍ଧ ଯୋଗୁଁ ବିମାନ ସେବାକୁ ସାମୟିକ ବାତିଲ କରାଯାଇଥିଲା। ଗୁରୁବାର ଏୟାର ଇଣ୍ଡିଆ କୋଝିକୋଡ୍ର ସଲାହକୁ ବିମାନ ଉଡାଣ କରିଛି। ସେହିପରି କୋଝିକୋଡ୍ରୁ କୁଏତ ଓ ବାଙ୍ଗାଲୋରକୁ!-->…
ବୀରମିତ୍ରପୁରରେ ୭୭ତମ ବନ ମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ), ୩/୭: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ଧାଙ୍ଗ୍ରିନାଚା ଠାରେ ୭୭ତମ "ବନ ମହୋତ୍ସବ" ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ!-->…
୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ସନ୍ଦିଗ୍ଧମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କ ଥିବା ପୁଲିସ କହିଛି। ପଞ୍ଜାବରୁ ୩ ଓ ଦିଲ୍ଲୀରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧମାନେ!-->…
ସିରିଆ କ୍ୟାଫେରେ ବିସ୍ଫୋରଣ : ୯ ମୃତ, ୨୦ ଆହତ
ସିରିଆ : ଗୁରୁବାର ଦିନ ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣା ସମ୍ପର୍କରେ ଖବର ପାଇ!-->…
ଫାରୁକବାଦ୍ରେ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭାଙ୍ଗିଲା ପାକିସ୍ତାନ
ଇସଲାମାବାଦ୍: ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଫାରୁକବାଦ୍ରେ ଥିବା ଏହି ଗୁରୁଦ୍ବାରର କିଛି ଅଂଶକୁ ଜଣେ ସ୍ଥାନୀୟ!-->…
କିଭ୍ ଉପରେ ରୁଷ୍ର ଏୟାର ଷ୍ଟ୍ରାଇକ; ୩୦ମୃତ
କିଭ୍ : ୟୁକ୍ରେନ୍ର କିଭ୍ ସହର ଉପରେ ରୁଷ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ କରାଯିବାରୁ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି। କିଭ୍ର ୩୦ଟି ସ୍ଥାନ ଉପରେ ରୁଷ୍!-->…
ବଜ୍ରପାତରେ ଜଣେ ମୃତ, ୨ ଗୁରୁତର
ଢେଙ୍କାନାଳ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଘଟିଛି ଅଘଟଣ। ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଭାପୁର ଅଞ୍ଚଳର ଚନ୍ଦ୍ରଶେଖର!-->…
ମେଡିକାଲ ଅଚଳାବସ୍ଥା ପ୍ରସଙ୍ଗରେ ଶନିବାର ଡାକ୍ତରଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର: ମେଡିକାଲରେ ଅଚଳାବସ୍ଥା ଦୂର କରିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ଦିନ ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA)କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟ ଏବଂ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ ପାଇଁ ଆଲୋଚନା!-->…