Sign in
Sign in
Recover your password.
A password will be e-mailed to you.
UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କୀ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ନାମିତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି (ଶନିବାର) ଏହି ସମ୍ପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT) ସହିତ ଜଡିତ ଅନେକ!-->…
ନୟାଗଡ ରଥଯାତ୍ରା: ଉପଜିଲ୍ଲାପାଳ ଛେରା ପହଁରା ନିଷ୍ପତିକୁ ବିରୋଧ
ନୟାଗଡ:ନୟାଗଡ଼ ଜିଲ୍ଲାରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଛେରା ପହଁରାକୁ ନେଇ ବିବାଦ ଦେଖାଯାଇଛି ।ଦେବୋତ୍ତର ବିଭାଗ ନେଇଥିବା ନିଷ୍ପତି ଭକ୍ତ ଓ ପୁରୁଣା ସହରବାସୀଙ୍କ ଭାବାବେଗ ପ୍ରତି ଆଘାତ ସୃଷ୍ଟି କରିଛି।ଦେବୋତ୍ତର ବିଭାଗ ଆସିଷ୍ଟାଣ୍ଟ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଏଥର ରଥଯାତ୍ରା!-->…
ସିପିଇଟିରେ ରାଜ୍ୟ ଟପ୍ପର ନୟାଗଡ଼ର ରିତ୍ୟୁଷା ମିଶ୍ର
ନୟାଗଡ଼: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ଶ୍ରେଣୀରେ ନାମଲେଖା ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିପିଇଟି-୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ରୀ ରିତ୍ୟୁଷା!-->…
ଦିଦିଙ୍କୁ ପୁଣି ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ
କୋଲକାତା: ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟକା । ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଲେ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ ଟିଏମସିର ରାଜ୍ୟ ସଭାପତି ଭାବରେ ବିବେଚିତ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ସେ ମମତା ବାନାର୍ଜୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ସେ ଜୁନ୍ ୩!-->…
କାଶୀ ବିଶ୍ୱନାଥ ମନ୍ଦିର ଫାଟକରେ ଭୁଲରେ ଗୁଳି ଚଳାଇଲେ PAC ଯବାନ, ୩ ଆହତ
ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ଗେଟ୍ ନମ୍ବର–୪ ନିକଟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। PAC (ପ୍ରୋଭିନ୍ସିଆଲ୍ ଆର୍ମ୍ଡ କନଷ୍ଟାବ୍ୟୁଲାରୀ)ର ଜଣେ ଯବାନଙ୍କ କାର୍ବାଇନରୁ ଭୁଲବଶତଃ ଗୁଳି ଫୁଟିଯିବାରୁ ଏକ ଫୁଲମାଳ ଦୋକାନରେ କାମ କରୁଥିବା ୩ ଜଣ ଆହତ!-->…
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଭୂସ୍ଖଳନ ଆଶଙ୍କା
କୋରାପୁଟ: କୋରାପୁଟରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଲଗାଣ ବର୍ଷାରେ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବା ବେଳେ ଯାତାୟାତ ବ୍ୟାହତ । ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି। ଫଳରେ ବିଭିନ୍ନ ନଦୀ ଓ ନାଳରେ ଜଳସ୍ରୋତ ବଢ଼ିବାରେ ଲାଗିଛି । ଆଜି!-->…
ଜୁଲାଇ ୨୦ରୁ ଅଗଷ୍ଟ ୧୩ ଯାଏ ଚାଲିବ ସଂସଦର ମୌସୁମୀ ଅଧିବେଶନ
ଭୁବନେଶ୍ବର: ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୫ ଦିନ ଧରି ମୌସୁମୀ ଅଧିବେଶନ ଚାଲିବ । ଅଗଷ୍ଟ ୧୩ ତାରିଖରେ ଶେଷ ହେବ । ୨୦୨୬ ବର୍ଷର ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ, ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩!-->…
ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଟିଟିଲାଗଡ଼:ବଲାଙ୍ଗୀର ଜିଲ୍ଲାରେ ରବି ଧାନ କ୍ରୟରେ ବିଳମ୍ବକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ମଣ୍ଡିରେ ଧାନ କ୍ରୟ ନ ହେବା ପ୍ରତିବାଦରେ ଶନିବାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ମଣ୍ଡିର ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଛନ୍ତି।
!-->!-->…
ପଥରବନ୍ଧ ବସ୍ତିରେ ଡ୍ରେନରେ ଭାସିଗଲେ ଯୁବକ
ଭୁବନେଶ୍ବର: ମୁକୁଳା ଡ୍ରେନରେ ଭାସିଗଲେ ଯୁବକ। ଭୁବନେଶ୍ବର ବାଣୀବିହାର ସ୍ଥିତ ପଥରବନ୍ଧ ବସ୍ତିରେ ଅଭାବନୀୟ ଘଟଣା। ଅଳିଆ ଗୋଟାଇବା ବେଳେ ଡ୍ରେନରେ ପଡିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର।
ରାଜଧାନୀ!-->!-->!-->…
ନିର୍ମାଣାଧୀନ ଘର କାନ୍ଥ ଭୁଶୁଡ଼ି, ୧ ମୃତ ଓ ଜଣେ ଗୁରୁତର
କେନ୍ଦୁଝର: ଭୁଶୁଡ଼ିଲା କାନ୍ଥ । ଜଣେ ମୃତ, ଜଣେ ଗୁରୁତର । କେନ୍ଦୁଝର ଟାଉନ ଥାନା ସରାସ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗର ବାବର୍ ଶେଖ୍ । ଗୁରୁତର ମିଟୁ ଶେଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରର ଉପର ମହଲାରେ କାମ ଚାଲିଥିବାବେଳେ ଦୁଇଜଣଙ୍କ ଉପରେ କାନ୍ଥ!-->…