Sign in
Sign in
Recover your password.
A password will be e-mailed to you.
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ରାଜ୍ୟର ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ବା OMSA ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ!-->…
ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ୱର : ୫ ଜିଲ୍ଲାକୁ ରେଡ୍ ଆଲର୍ଟ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ବଳୟରେ ପରିଣତ ହୋଇଛି । ପ୍ରଭାବରେ!-->…
ଅଟୋକୁ ଧକ୍କା ଦେଲା ଟ୍ରକ : ବାପ-ପୁଅ ମୃତ, ମା ଗୁରୁତର
ମୟୁରଭଞ୍ଜ : ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା ଗୁରୁତର । ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮!-->…
ଲଗାଣ ବର୍ଷା ଯୋଗୁ ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ
ଲମତାପୁଟ: ଲଗାଣ ବର୍ଷାରେ ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ । ଲଗାଣ ବର୍ଷା ଯୋଗୁଁ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡ଼ି. ଡ୍ୟାମ ବିପଦ ସଂକେତକୁ ଛୁଇଁବା ପରେ ଗୋଟିଏ ଗେଟ ଖୋଲାଯାଇଛି । ୭ ନମ୍ବର ଗେଟରେ ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ ଜଳ ନିଷ୍କାସନ!-->…
ଝିଅ ବାହାଘର ପାଇଁ ରାଜି ନ ହେବାରୁ ମାଉସୀ ପରିବାର ଉପରେ ଆକ୍ରମଣ, ଜଣେ ମୃତ, ୩ ଗୁରୁତର
ପାଟଣାଗଡ଼: ଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ । ଜଣେ ମୃତ, ୩ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମଲ୍ଲିକମୁଣ୍ଡା ଗାଁରେ ଘଟିଛି ଘଟଣା ।
ସୂଚନା ମୁତାବକ, ଜାମବାହାଲ ଗାଁର ମନବୋଧ ସାହୁଙ୍କ ଝିଅ ତୁରେଇକେଲା ରାମୁଡ଼ ଗାଁର ସୁରେନ୍ଦ୍ର!-->!-->!-->…
ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ
କଟକ: ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ଜଣାପଡ଼ିନାହିଁ ।!-->…
ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା, ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ
ପୁରୀ : ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା । ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏକ ଉଚ୍ଚସ୍ତରୀୟ!-->…
ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ପୁରୀ: ଏଣିକି ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କର ଆପତ୍ତିଜନକ ଏଡିଟ ଫୋଟୋ ପୋଷ୍ଟ କଲେ ଆଉ ନିସ୍ତାର ନାହିଁ । ଅନେକ ସମୟରେ ମହାପ୍ରଭୁଙ୍କ ଫୋଟକୁ କଦର୍ଥ କରି ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ଏହା ଭିତରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ମୋଟ ୯୭ଟି ଆପତ୍ତିଜନକ ପୋଷ୍ଟ!-->…
ଅଜଣା ଗାଡ଼ି ଧକ୍କାରେ ୩ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ବାଲିଗୁଡ଼ା ଥାନା ଅଧୀନ ମହାସିଙ୍ଗି ବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।
!-->!-->!-->…
ସରକାର ଙ୍କ ତେଲ ବଞ୍ଚାଓ ଧର୍ମକୁ ଆଖିଠାର : ମନ୍ତ୍ରୀ ଓ ସରକାରୀ ବାବୁ ମାନଙ୍କ ପାଖରେ ମାଳ ମାଳ ଗାଡି …..!
କେଉଁ ଆଧାରରେ ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ସରକାର ଯୋଗାଇ ଛନ୍ତି ଏକା ଧିକ ଗାଡି...?
ବ୍ରହ୍ମପୁର: ସରକାର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ ସ୍ୱଳ୍ପ ଯାନବାହାନ ବ୍ୟବହାର ଉପରେ କଟକଣା କରିଛନ୍ତି।ସରକାରୀ ନିୟମ କୁ ମନ୍ତ୍ରୀ ଓ ବଡ଼ ବାବୁ ମାନେ ଫୁ କରି!-->!-->!-->!-->!-->…