Sign in
Sign in
Recover your password.
A password will be e-mailed to you.
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ
ବାଲିଗୁଡ଼ା : ଜୁଲାଇ ୧ ତାରିଖ ରାଷ୍ଟ୍ରୀୟ ଡାକ୍ତର ଦିବସରୁ ଓମସା ପକ୍ଷରୁ ୧୦ ଦଫା ଦାବିରେ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ଡାକ୍ତର ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି!-->…
ମୋବାଇଲ ଛଡ଼ାଇ ନେବାରୁ କୀଟନାଶକ ପିଇ ଜୀବନ ହାରିଲା ନାବାଳିକା
ନୀଳଗିରି:ମୋବାଇଲ ଫୋନକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲାର ରାଜ ବରହମପୁର ଥାନା ଅନ୍ତର୍ଗତ ଗଗପାଳ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପରିବାର ଲୋକେ ମୋବାଇଲ ଛଡ଼ାଇ ନେବା ପରେ ଜଣେ ୧୫ ବର୍ଷୀୟା ନାବାଳିକା କୀଟନାଶକ ପିଇ ଦେଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ମୃତ!-->…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ କ୍ଷେତ୍ର; ୭ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି।!-->…
ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର
ଭୁବନେଶ୍ୱର : ନୂଆ ବହି ଛପା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ବସିଲା ବଡ଼ ବୈଠକ । SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦେଶକ । ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର । ଏନେଇ ଗତକାଲି ଗଣଶିକ୍ଷା ସଚିବଙ୍କ!-->…
ନକଲି ପୁଲିସକୁ ମାଡ଼ି ବସିଲା ଅସଲି ପୁଲିସ, ନକଲି ଜଏନିଂ ଲେଟର ଜବତ
ଅନୁଗୋଳ : ଅନୁଗୋଳରୁ ନକଲି ପୁଲିସ ଅଟକ । ଏସପି ଅଫିସ ସମ୍ମୁଖରେ ଘୁରି ବୁଲୁଥିବା ବେଳେ ସନ୍ଦେହ ହେବାରୁ ମାଡ଼ି ବସିଲା ଅନୁଗୋଳ ଟାଉନ୍ ଥାନା ପୁଲିସ । କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ!-->…
ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଲାଇବ୍ରେରିଆନ୍ ବହିଷ୍କୃତ
ପଦ୍ମପୁର: ମହିଳା ମହାବିଦ୍ୟାଳୟରେ ଅସଦାଚରଣ ଅଭିଯୋଗ, ଲାଇବ୍ରେରିଆନ୍ ବହିଷ୍କୃତ । ପଦ୍ମପୁର ମହିଳା ମହାବିଦ୍ୟାଳୟର ଲାଇବ୍ରେରିଆନ ଯୌନ କେଳେଙ୍କାରୀ ଅଭିଯୋଗରେ କାର୍ଯ୍ୟରୁ ବହିଷ୍କୃତ । ଏନେଇ ପଦ୍ମପୁର ଉପଜିଲ୍ଲାପାଳ ତଥା ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମସାଗର ଭୋଇ!-->…
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ
ଭୁବନେଶ୍ୱର : ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ଝାରସୁଗୁଡ଼ା, ସମ୍ବଲପୁର , ବରଗଡ଼, କଟକ ବଡ଼ମ୍ବା ଓ ଭୁବନେଶ୍ବରରେ ଥିଲା ଶାହଙ୍କ କାର୍ଯ୍ୟକ୍ରମ । ୪ ତାରିଖରେ!-->…
ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରିବ ଆଦାନୀ
ଭୁବନେଶ୍ୱର : ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ଆଦାନୀ ଓ IHCର ମିଳିତ ବାଜି । ଓଡ଼ିଶାରେ ଆଦାନୀ ଓ ୟୁଏଇର ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ । ଗଢ଼ାହେବ ବିଶାଳ ଆଲୁମିନିୟମ ପ୍ଲାଣ୍ଟ ।!-->…
ଆସିକାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ : ଛାତ୍ରଛାତ୍ରୀଙ୍କୁ ବିଦ୍ୟୁତ ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ…
ଆସିକା : ରାଜ୍ୟ ବିଦ୍ୟୁତ ବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁନ ୨୬ଠାରୁ ଜୁଲାଇ ୨ ପର୍ଯ୍ୟନ୍ତ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହେଉଛି ଏହାକୁ ଭିତ୍ତି କରି ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟା ମନ୍ଦିର ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ!-->…
ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ
କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ମାତ୍ର ଛୁଟି ସମୟରେ ଜାରି ରହିବ ପରୀକ୍ଷା ଓ ଅନ୍ୟାନ୍ୟ!-->…