Sign in
Sign in
Recover your password.
A password will be e-mailed to you.
ଆମ ସାହସୀ ସୈନିକଙ୍କ ବୀରତା, ସଂକଳ୍ପ ଓ ବଳିଦାନକୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଆମର ସାହସୀ ସୈନିକମାନଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ସ୍ମରଣ କରିବାର ସମୟ। ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ!-->…
ଶପଥ ସମାରୋହକୁ ବୟକଟ୍ କଲା ଏମ୍ଭିଏ
ମୁମ୍ବାଇ : ଆମେ ଲୋକଙ୍କ ପାଖକୁ ଯାଇଛୁ। ଲୋକଙ୍କର ଆମ ପ୍ରତି ସମର୍ଥନ ରହିଛି। ହେଲେ ଇଭିଏମ୍ ମେସିନ୍ ଆମକୁ ବିଧାନସଭା ନିର୍ବାଚନରେ ହରାଇଦେଲା। ଏପରି କହି ମହାରାଷ୍ଟ୍ରର ବିରୋଧୀ ଦଳ ମହାବିକାଶ ଅଘାଡ଼ି (ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା, କଂଗ୍ରେସ ଏବଂ ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ!-->…
ବିଜେପିର ‘ମୋଦି ବିରୋଧୀ ଏଜେଣ୍ଡା’ ଅଭିଯୋଗକୁ ‘ନିରାଶାଜନକ’ କହିଲା ଆମେରିକା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଟାର୍ଗେଟ୍ ଆକ୍ରମଣ ପଛରେ ଆମେରିକାର ବୈଦେଶିକ ବିଭାଗର ହାତ ଥିବା ଭାରତୀୟ ଜନତା ପାର୍ଟିର ଅଭିଯୋଗ ଉପରେ ଆମେରିକା ଶନିବାର (ଡିସେମ୍ବର ୭) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏକ!-->…
ଦିଲ୍ଲୀ ରାଜ୍ୟପାଳଙ୍କୁ ଭେଟିଲେ ମୌଲବୀ; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବି
ନୂଆଦିଲ୍ଲୀ : ବାଂଲାଦେଶରେ ଜାରି ରହିଥିବା ହିନ୍ଦୁ ବିରୋଧୀ ହିଂସାକୁ ଭାରତରେ ଜୋରଦାର ବିରୋଧ ହେଉଛି। ଏହି କ୍ରମରେ ବାଂଲାଦେଶ ହିଂସାକୁ ବିରୋଧ କରି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିଛନ୍ତି ହଜରତ ନିଜାମୁଦ୍ଦିନ ଦର୍ଘା ଅଞ୍ଚଳର ମୌଲବୀ ଓ ସ୍ଥାନୀୟ ବାସିନ୍ଦା। ଏହି ପ୍ରତିନିଧୀ ଦଳ ଶନିବାର!-->…
‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ନେବେ ମମତା ! ସମର୍ଥନ କଲା ସପା, କଂଗ୍ରେସ ଛାନିଆ
ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ନେତୃତ୍ୱ ନେବାକୁ ମମତା ବାନାର୍ଜୀଙ୍କ ଆଗ୍ରହ ଦେଖି କଂଗ୍ରେସ ଛାନିଆ। ସେପଟେ ଦିଦିଙ୍କ ସମର୍ଥନରେ ବାହାରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। କେବଳ କଂଗ୍ରେସ କି ସପା ନୁହେଁ, ମମତାଙ୍କ ବୟାନ ପରେ ବିରୋଧୀ ମେଣ୍ଟରେ ଥିବା ଆରଜେଡି, ବାମଦଳ ଓ!-->…
ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଧିକ ପ୍ରଭାବିତ ଯକ୍ଷ୍ମା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦେଇ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର!-->…
ଛାତ୍ରଙ୍କୁ ବେଲ୍ଟରେ ପିଟୁଛନ୍ତି କୋଚିଂ ସେଣ୍ଟର ପ୍ରତିଷ୍ଠାତା, ଭିଡିଓ ଭାଇରାଲ ହେବା ପରେ ଏମିତି କହିଲେ ମନ୍ତ୍ରୀ
ହାଇଦ୍ରାବାଦ : ଗୋଟିଏ ଘରୋଇ କୋଚିଂ ସେଣ୍ଟରର ପ୍ରତିଷ୍ଠା ଜଣେ ଛାତ୍ରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ବେଲ୍ଟରେ ମାଡ଼ ମାରୁଥିବାର ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଆନ୍ଧ୍ର ପ୍ରଦେଶର ଏହି ଭିଡିଓ ଭାଇରାଲ ହେବାରେ ପରେ ବିବାଦ ସୃଷ୍ଟି ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଇଣ୍ଡିଆ!-->…
ବିରୋଧୀ ମେଣ୍ଟରୁ ଓହରି ଗଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି
ମୁମ୍ବାଇ : ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି(ଏମଭିଏ)କୁ ଶକ୍ତ ଝଟକା ଲାଗିଛି। ଏମଭିଏରେ ଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଆଜି ମେଣ୍ଟରୁ ଓହରି ଯାଇଛି। ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାରେ ବିବାଦୀୟ ବୟାନ ଦେବାକୁ ସପା!-->…
ପୂର୍ତ୍ତ ବିଭାଗ ପାଲଟିଛି ଗର୍ତ୍ତ ବିଭାଗ : କେବେ ସୁଧୁରିବ ଶଙ୍କର ନେତ୍ରାଳୟ ଠାରୁ ଶରଧାପୁର ରାସ୍ତା…
ପ୍ରଶାସନ ଠିକାଦାର ଙ୍କ ନିଷିଦ୍ଧ ସମ୍ପର୍କ. ହିଁ ଦାୟୀ ..!!
ଆସିକା ରେ ଚାଲିଛି ସେକ୍ସ ରେକେଟ..! ମରୀଚିକା ପଛରେ ଯୁବ ପିଢ଼ି……!
ଶିକ୍ଷିତ ଯୁବକ ଯୁବତୀ କଲେଜ ଡ୍ରେସ କୋଡ଼ ରେ ବିଭିନ୍ନ ଲର୍ଡ଼ଜ ରେ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ଆଜିକାଲି ସୋସିଆଲ ମିଡ଼ିଆ ପଛରେ ଯୁବପୀଢ଼ି ଅଧିକାଂଶ ସମୟ ଦେଉଛନ୍ତି। ଆସିକା ଅଞ୍ଚଳ ରେ ଥିବା କିଛି ଲର୍ଡ଼ଜ କଲ୍ୟାଣୀ ମଣ୍ଡପ କୁ!-->!-->!-->…