Sign in
Sign in
Recover your password.
A password will be e-mailed to you.
ଷ୍ଟେଟ ୟୁନିୟନ ଅଫ ଜର୍ନାଲିଷ୍ଟସ ମାଲକାନଗିରି ଜିଲ୍ଲାର ବୈଠକ ଓ ଜିଲ୍ଲା କମିଟି ଗଠନ…
ମାଲକାନଗିରି,୬।୧୨ ଷ୍ଟେଟ ୟୁନିୟନ ଅଫ ଜର୍ନାଲିଷ୍ଟସ ଓଡ଼ିଶା (ଏସୟୁଜେ ଓଡ଼ିଶା) ମାଲକାନଗିରି ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ବନ୍ଧୁ ମିଳନ ଏବଂ ଆଗାମୀ ଦୁଇ ବର୍ଷ ନିମନ୍ତେ ଜିଲ୍ଲା ଶାଖା ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଗୋଲଡେନ ଭ୍ୟୁରେ!-->…
ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଆଇନଜୀବୀ ସମୀର ମହାପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ଦଧିବାମନ ଜୀଉଙ୍କ ମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ପହଞ୍ଚି ଥିଲା l ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ!-->…
ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ : ଦେଶ ବଞ୍ଚାଅ ସଭା ଅନୁଷ୍ଠିତ
ସୋରଡ଼ା : ଡିସେମ୍ବର ୬ ତାରିଖ ପୂର୍ବାହ୍ନରେ ସୋରଡ଼ା ଶଶୀଭୁଷଣ ରଥ ଛକ ଠାରେ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ସଭା ପକ୍ଷରୁ ସାଥୀ ଜଗା ନାଇକଙ୍କ ନେତୃତ୍ୱରେ ଭାରତର ସମ୍ବିଧାନ ପ୍ରଣେତା,ଆଇନ ବିଶାରଦ,ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ,ରାଜନୀତିଜ୍ଞ,ଅର୍ଥଶାସ୍ତ୍ରୀ ,ସମାଜ ସଂସ୍କାରକ,ଡ଼.ବାବା!-->…
ବି ଆର ଆମ୍ବେଦକରଙ୍କ ୬୭ତମ ମହାପରି ନିର୍ବାଣ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ବାବା ସାହେବ ବିଶ୍ଵରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୬୮ ତମ ମହାପରି ନିର୍ବାଣ ଦିବସ ଗାନ୍ଧୀ ସ୍ମୃତି ଭବନ ଠାରେ ସଭାପତି ଅରୁଣ ନାୟକ ଙ୍କ ସଭାପତିତ୍ବରେ ମହାସମାରୋହରେ ପାଳନ କରାଯାଇଥିଲା l ସକାଳ ଆଠଟାରେ କନ୍ଧମାଳ!-->…
ହୋମଗାର୍ଡ ରାଇଜିଙ୍ଗ ଡେ ରେ ଗୃହରକ୍ଷୀଙ୍କ ପକ୍ଷରୁ କମ୍ବଳ ବଣ୍ଟନ
ଫୁଲବାଣୀ : ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ହୋମ ଗାର୍ଡ ରାଇଜିଙ୍ଗ ଡେ ଅବସରରେ ଗୃହରକ୍ଷୀ ସଂଘ ପକ୍ଷରୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ୟାରେଡ ଅଭିବାଦନ ସରିବା ପରେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ପୂର୍ବ ଆଲୋଚନା ପ୍ରକାରେ ହୋମଗାର୍ଡ ସଂଘ!-->…
ଚାଲିଲାନି ‘ପୁଷ୍ପା ୨’, ଥିଏଟରରେ ଭଙ୍ଗାରୁଜା କଲେ ଯୁବକ, ମାଲିକଙ୍କୁ ଦେଲେ ଜୀବନରୁ ମାରିଦେବାକୁ ଧମକ
ପାନ୍ ଇଣ୍ଡିଆ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ଗତକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରୁ ହିଁ ଲୋକଙ୍କ କ୍ରେଜ୍ ଦେଖିବାକୁ ମିଳିଛି । ଗୁରୁବାର ଦେଶର କୋଣ ଅନୁକୋଣରେ ଅନେକ ପ୍ରେକ୍ଷାଳୟରେ ବହୁ ଜନସମାଗମ ହୋଇଥିଲା । ଗୋଟିଏ ପଟେ ଅଲୁ ଅର୍ଜୁନଙ୍କ ଫିଲ୍ମ ପାଇଁ!-->…
ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ ଲିକ୍; ଶ୍ରମିକ ମୃତ
ପାରାଦୀପ: ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ ଲିକ୍। ଏହି ଘଟଣାରେ ଜଣେ ଶ୍ରମିକ ମୃତ। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ!-->…
ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧଦିବସରେ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି
ଭୁବନେଶ୍ୱର : ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଭୁବନେଶ୍ୱର ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର!-->…
ସୁଧୁରିଛି ଦିଲ୍ଲୀ, ହେଲେ ବିଗୁଡିଛି ଓଡିଶା ସହର
ଭୁବନେଶ୍ବର: ଜାତୀୟ ରାଜଧାନୀ ଠାରୁ ବି ବଳି ଗଲାଣି ଓଡିଶାର ସହର । ତା ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି । ଯାହାର ଏକ୍ୟୁଆଇ ୩୨୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରାଜ୍ୟର ୪ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳ!-->…
ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର
ପିପିଲି: ନିମାପଡ଼ା ରଟିଲୋ ଛକରେ ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବାର ଖବର ମିଳିଛି। ମୃତା ହେଲେ ସଂଯୁକ୍ତା ଲେଙ୍କା(୫୮)। ସେ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପାଇକ ସାହିରେ ବୋଲି ଜଣାଯାଇଛି।
ଦମ୍ପତି ବାଇକ୍ ଯୋଗେ!-->!-->!-->…