ଅଭିବୃଦ୍ଧି ହାର ୫.୪%କୁ କମାଇଲା ରିଜର୍ଭ ବ୍ୟାଙ୍କ, ରେପୋ ରେଟ୍‌ ସ୍ଥିର

ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ୬

ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେଣେ ସେ ରାଜ୍ୟସଭା ରେସରେ ନାହାନ୍ତି ବୋଲି ସ୍ପଷ୍ଟ ଭାବେ ଆଜି ରାଜ୍ୟ ବିଜେପି ସଭାପତି

ଏସିଏଫ ବାବୁଙ୍କ ଘରେ ପୁଳା ପୁଳା ଟଙ୍କା, ଜବତ ହେଲା ୧୪ ଲକ୍ଷ

ସମ୍ବଲପୁର: ଏସିଏଫ ବାବୁଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ ରାଶି ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ ଜାରି କରିଥିବା ବେଳେ ଏବେ

୨ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ…

ଛତିଶଗଡ // ବିଜାପୁର : ନକ୍ସଲଙ୍କ ବର୍ବରକାଣ୍ଡ। ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିଜେପି ନେତା ତଥା ବିୟୋଭୂମି ଗାଁର ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସା ଓ ମୁରୁଗା ବଜାରରର ପୂର୍ବତନ

କନେଷ୍ଟବଳ ନିଯୁକ୍ତି: ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସିପାହି କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ଓଡିଶା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି

ପୁଅ-ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣା: ବୋହୂ ପରେ ଆଖି ବୁଜିଲା ପୁଅ

କଟକ: ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣା । ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ । ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟକାଣ୍ଡ । ଘରୋଇ କଳିରୁ ପୁଅ

ଭୁବନେଶ୍ବରରୁ ସିଡିଏକୁ ମୋ ବସ୍ ସେବା ବନ୍ଦ, ତେଜିଲା ଅସନ୍ତୋଷ

କଟକ ୫।୧୨: ଭୁବନେଶ୍ବରରୁ ସିଡିଏକୁ ମୋ ବସ୍ ସେବା ବନ୍ଦ ନେଇ ତେଜିଲା ଅସନ୍ତୋଷ । ଆଜି ସିଡିଏର ବରିଷ୍ଠ ନାଗରିକ ମାନେ ଏକାଠି ହୋଇ ଏ ନେଇ ଜିଲ୍ଲାପାଳଙ୍କୁ ଫେରାର ହୋଇଛନ୍ତି । ଗତ ପାଞ୍ଚ ଦିନ ହେବ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ କର୍ତ୍ତୃପକ୍ଷ ଭୁବନେଶ୍ୱରରୁ ସିଡିଏ

ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ, ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ-ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ । ଆସାମ ପରି ଓଡିଶାରେ ବି ବନ୍ଦ ହେବ ଗୋ ହତ୍ୟା । ଏହାସହ ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ । ରାଜ୍ୟରେ ସରକାର ଖୁବ୍‌ ଶୀଘ୍ର କଡା ଆଇନ ଆଣିବାକୁ ବିଚାର କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ, ପ୍ରତିଟି ରାଜ୍ୟବାସୀଙ୍କ ମୁଣ୍ଡରେ ୨୦୧୭୭ଟଙ୍କାର ଋଣବୋଝ

ଭୁବନେଶ୍ବର :ଚଳିତବର୍ଷ ଅକ୍ଟୋବର ମାସ ଶେଷସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ ୨୦୧୭୭ଟଙ୍କାର ଋଣବୋଝ ରହିଛି । କିନ୍ତୁ ଏହି ଋଣବୋଝ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ । ତେଣୁ ରାଜ୍ୟର ଋଣଭାର ଓ ମୁଣ୍ଡପିଛା ଋଣକୁ ନେଇ ବିଧାୟକମାନେ ଚିନ୍ତା ବ୍ୟକ୍ତ କରିବାର ଆବଶ୍ୟକତା ନାହିଁ।

ମାଲକାନଗିରି ଜିଲ୍ଲାସ୍ତରୀୟ ଲିଙ୍ଗଗତ ହିଂସା ଦୂରୀକରଣ ନିମନ୍ତେ ୧୬ ଦିନିଆ ଅଭିଯାନର ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ୱାନ୍ ସ୍ଟପ ସେଂଟର୍, ଶକ୍ତି ସଦନ, ମିଶନ ଶକ୍ତି, ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ DPRC ଟ୍ରେନିଂ ହଲରେ ଜିଲ୍ଲାରେ ଲିଙ୍ଗଗତ ହିଂସା ଦୂରୀକରଣ ନିମନ୍ତେ ୧୬ ଦିନିଆ ଅଭିଯାନର ଏକ ଶପଥ ପାଠ