ବାଲିମେଳା ବନ ବିଭାଗ ପକ୍ଷରୁ ଶିଶୁକାଠ ଜବତ ଘଟଣା : ଅଟକ ଥିବା ୩ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କଲା ବନ ବିଭାଗ

ମାଲକାନଗିରି : ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀକାରଣ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ବନ୍ୟପ୍ରାଣୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ଏବଂ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବନ ବିଭାଗ ଓ ଜନ ସାଧାରଣଙ୍କ ଗୁରୁ ଦାଇତ୍ୱ। ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସର୍ବଦା ଉଦ୍ୟମ

ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

ଫୁଲବାଣୀ : ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆତ୍ମା ସଭାଗୃହରେ କନ୍ଧମାଳ କୃଷି ବିଭାଗ ଓ ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନବିତଙ୍କ ମିଳିତ ସ‌ହ‌ଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତୁସାରକାନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ

ମାଲକାନଗିରିରେ ପୁଷ୍ପା୨ ସିନେମାକୁ ନେଇ ଦର୍ଶକଙ୍କ କ୍ରେଜ

ମାଲକାନଗିରି : ମାଲକାନଗିରି ଦେଶରେ ପୁଷ୍ପା ୨ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ମାଲକାନଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଜିଲ୍ଲାର ବହୁ ଯୁବ ଗୋଷ୍ଠୀ ସିନେମା ହଲ ସମ୍ମୁଖରେ ପୋଷ୍ଟର ଲଗାଇ କେକ କାଟି ଖୁସି ପ୍ରକାଶ କରିଥିବା ଦେଖିବାକୁ

ଆସିକାରେ କସମୋ ବଜାରର ଦଶମ ଶାଖା ଉଦଘାଟନ

ବ୍ରହ୍ମପୁର: ଆସିକା ନୂଆ ବସଷ୍ଟାଣ୍ଡ ନିକଟରେ ଦେଶର ଅନ୍ୟତମ ଅଗ୍ରଣୀ ବ୍ୟବସାୟ ସଂସ୍ଥା କସମୋ ବଜାର ପକ୍ଷରୁ ଏକ ଅତ୍ୟାଧୁନିକ ବ୍ୟବସାୟ କେନ୍ଦ୍ର ସ୍ଥାପନ କରାଯାଇଛି।ଶୁକ୍ରବାର ରେ କସମୋ ବଜାର ଜନସାଧାରଣ ଙ୍କ ପାଇଁ ଖୋଲିବା କୁ ଯାଉଥିବା ଅବ୍ୟାହିତ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନି ରେ

ରଙ୍ଗତୁଳୀ କଳାକାରଙ୍କ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିଶ୍ୱକର୍ମା ମନ୍ଦିର ସମ୍ମୁଖ ରେ ଫୁଲବାଣୀ ବ୍ଲକର ରଙ୍ଗତୁଳୀ କଳାକାରଙ୍କ ଏକ ବୈଠକ ସନକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ରଙ୍ଗ ତୁଳୀ କଳାକାରଙ୍କୁ ଏକଜୁଟ କରି ଏକ ସଙ୍ଘ

ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମହିଳା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି

ବ୍ରହ୍ମପୁର : ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମହିଳା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି | ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗାଁରେ । ନରସିଂହପୁର ଗାଁର ବି.କାର୍ତ୍ତିକେଶ୍ବର ଦୋରାଙ୍କ ଘରେ ଗତ ମାର୍ଚ୍ଚ ମାସ ୫

ଜୀବେ ନିଷ୍ଠରତା ପ୍ରତିରୋଧ ନିମନ୍ତେ ସଚେତନତା କର୍ମଶାଳା

ଛତ୍ରପୁର : ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଆମ ଚତୁଃପାର୍ଶ୍ବରେ ଥିବା ଜୀବଜନ୍ତୁ, ପଶୁପକ୍ଷୀଙ୍କ ପ୍ରତି ଆମର ଦାୟୀତ୍ବ ରହିଛି । ଆମେ ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ନ କରି ସେମାନଙ୍କର ରକ୍ଷଣା ବେକ୍ଷଣ କରିବା ସହ ସେମାନଙ୍କ

ଏସପି କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା ଭିଡିଓ କନଫରେନ୍ସ ରୁମ

ବ୍ରହ୍ମପୁର : ପୋଲିସ କର୍ମଚାରୀ ଙ୍କ ସରକାରୀ ସାକ୍ଷ ଗ୍ରହଣ ହେଲା ସୁବିଧା ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା ଭିଡିଓ କନଫରେନ୍ସ ରୁମ। ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଡ଼ିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀ ଯୋଗଦେଇ କାର୍ଯ୍ୟାଳୟ ପରିସରରେ ଭିସି କୋଠରୀ ର ଶୁଭ ଉଦଘାଟନ

ଯାତ୍ରୀବାହି ଅଟୋରେ ଲାଗିଲା ନିଆଁ, ଅଟୋ ପାଉଁଶ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ବନିଆବାସ୍ତୀ ଭିତରେ ଛିଡ଼ା ହୋଇ ଥିବା ଏକ ଯାତ୍ରୀ ବାହି ଅଟୋରେ ନିଆ ଲାଗିବାରୁ ସମ୍ପୂର୍ଣ ଜଳି ପାଉଁଶ ! ପ୍ରତ୍ୟେକ ଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ରାଏବଗା ଅଞ୍ଚଳର ମେୱାଲାଲ ସାହୁଙ୍କ ଘର ବାହାରେ ଛିଡ଼ା ହୋଇ ଥିବା ଅଟୋରେ

କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି

ଭୁବନେଶ୍ବର : କୃଷି ଉତ୍ପାଦନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ର ଯଥେଷ୍ଟ ଅବଦାନ ରହିଛି। ଆମ ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ। ତେଣୁ କୃଷି ଏବଂ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ